Latest Odisha News

BREAKING NEWS

ଓଟିପି ସେୟାରିଂ ସ୍କାମ୍‌ରେ ପାକିସ୍ତାନ ଲିଙ୍କ୍, ୮ ଟି ବ୍ୟାଙ୍କ ଆକାଉଣ୍ଟ ଅଚଳ କଲା ଏସ୍‌ଟିଏଫ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଟିପି ସେୟାରିଂ ସ୍କାମ୍ ମାମଲାରେ ଗିରଫ ହୋଇଥିବା ପ୍ରୀତମ କର ଏବେ ଝାରପଡ଼ା ଜେଲରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ପ୍ରୀତମର ୮ଟି ବ୍ୟାଙ୍କ ଆଉଣ୍ଟ ଅଚଳ କରିଛି ଏସଟିଏଫ୍। ଯାଜପୁର ଜିଲ୍ଲାର ବିଭିନ୍ନ ବ୍ୟାଙ୍କରରେ ପ୍ରୀତମର ୮ଟି ଆକାଉଣ୍ଟ ଥିଲା। ସେଥିରେ ପ୍ରାୟ…

କବିତା : ସବୁ ବଦଳିଯାଏ

ଗଜାନନ ମିଶ୍ର  ବଦଳିଯାଏ, ସବୁ ବଦଳିଯାଏ ସମୟ ସହିତ। ସବୁ ହାୱା ସବୁ ଦୃଶ୍ୟ ଅଦୃଶ୍ୟ ସବୁ ମାଟି ସବୁ ଆକାଶ ସବୁ ସବୁ ବଦଳିଯାଏ ଦେଖୁ ଦେଖୁ। ଦେଖୁ ଦେଖୁ କିଏ କେଉଁଆଡକୁ ଯାଏ, ଯାଏ, ଚାଲିଯାଏ। ଯାଏ ତାରା ଯାଏ ପାରା ଯାଏ ଧାରା ଯାଏ ଯାଏ ନଦୀକୁ ଆଉ ଆଉ ଗଭୀରୁ ଗଭୀରକୁ।…

ରାଜ୍ୟରେ ଭୟଙ୍କର ତାତି, ଅଂଶୁଘାତରେ ଚାଷୀଙ୍କ ମୃତ୍ୟୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ତତଲା କଢେଇରେ ଭାଜି ହେଉଛି ସାରା ରାଜ୍ୟ। ଭୟଙ୍କର ତାପମାତ୍ରାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅଂଶୁଘାତଜନିତ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ପୁରୀ ଜିଲ୍ଲାରେ ଅଂଶୁଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।…

ଭାଷା ଭାଗବତ : ଭାଷାର ସଂପତ୍ତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବାଚନିକ ଚର୍ଚାର ଅଂତ ଏଠାରେ ଘଟିବା ପର୍ଯଂତ ଦୋହଲୁଥିବ ମେରୁଖଂବ ହେବନି ଆଉ କାର୍ଯାରଂଭ ଅଯଥା କଥା କହି, ଶୁଣି ଅଶୁଣା ଶବ୍ଦ ଦେଲେ ବୁଣି ମିଳଇ ଆଦର ତତ୍କାଳ ସର୍ବେ ଚାଖଂତି ବିଷଫଳ କଥା କହି ଓ ଶୁଣି ପ୍ରୀତ ହେବାର…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକ ଗୋଷ୍ଠୀଙ୍କ ବିଷୟରେ ଆଲୋଚନା ପରେ, ଆମେ ଗୋଟିଏ କଥା ଜାଣିବା ନିତାନ୍ତ ପ୍ରୟୋଜନୀୟ ହୋଇପଡିଛି। ତାହା ହେଲା ପ୍ରଭୁଙ୍କର ନୀତିକାନ୍ତି ବିଷୟ। ଆଜିଠାରୁ…

ମୌସୁମୀ ପୂର୍ବରୁ ମୁକୁଳା ଡ୍ରେନ କାମ ଶେଷ କରିବାକୁ ଭୁବନେଶ୍ୱର ମେୟରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର ସୁଲୋଚନା ଦାସ ସୋମବାର ବର୍ଷା ଋତୁ ପୂର୍ବରୁ ଡ୍ରେନ୍ ନିର୍ମାଣ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଅଳ୍ପ ଦିନ ପରେ ରାଜ୍ୟରେ ମୌସୁମୀ ବର୍ଷା ଛୁଇଁବ। ଏହାପରେ ବର୍ଷା ଋତୁ ଆରମ୍ଭ ହେବ। ତାପୁର୍ବରୁ ମେୟର ସମସ୍ତ ଡ୍ରେନ କାମ…

ନେହାଙ୍କ ଜନ୍ମ ଦିନକୁ ଆସିଲେନି ରୋହନପ୍ରିତ

ମୁମ୍ବାଇ: ବଲିଉଡ ଗାୟିକା ନେହା କକ୍କର ଏବେ ଖୁବ୍ ଚର୍ଚ୍ଚାରେ । କାରଣ ନିକଟରେ ତାଙ୍କର ୩୫ତମ ଜନ୍ମଦିନ ଧୁମଧାମରେ ପାଳନ କରିଛନ୍ତି । ହେଲେ ଜନ୍ମଦିନରେ ତାଙ୍କ ସ୍ୱାମୀ ରୋହନପ୍ରିତ ଅନୁପସ୍ଥିତ ଥିଲେ । ଏହାକୁ ନେଇ ପ୍ରଶଂସକମାନେ ଅନେକ ପ୍ରଶ୍ନ କରିଛନ୍ତି । କିନ୍ତୁ ନେହା ଏ ସମ୍ପର୍କରେ କିଛି…

ଓଡ଼ିଆ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’ ର ପ୍ରି-ରଜ ସେଲିବ୍ରେସନ

ଭୁବନେଶ୍ୱର: ରଜ ଅବସରରେ ତଥା ଜୁନ୍ ୧୩ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଫିଲ୍ମ "ଲଭ ଇନ ଲଣ୍ଡନ’ । ଏଥିରେ ଅଭିନେତା ଅନୁଭବ ମହାନ୍ତି ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ସ୍ୱପ୍ନା ପ୍ରିୟଦର୍ଶିନୀ ଓ ସୌମ୍ୟା ସଚ୍ଚଦେବା । ଏଥିରେ…

ବାପାଙ୍କ ମୃତଦେହ ଦେଢ଼ ବର୍ଷ ଫ୍ରିଜ୍‌ରେ ରଖିଲା ପୁଅ

ନେଦରଲ୍ୟାଣ୍ଡ: ଯଦି କେହି ହଠାତ୍ ନିଜର ପ୍ରିୟଜନକୁ ହରାଏ, ତାହାକୁ ନେଇ ସେ ପୁରା ଭାଙ୍ଗି ପଡ଼ିଥାଏ । ତାର ଜୀବନ ପୁରା ନଷ୍ଟ ହୋଇଯାଇଥାଏ । ଏଭଳି ପରିସ୍ଥିତିରେ ଅନେକ ଲୋକ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରନ୍ତି ନାହିଁ । ତଥାପି, କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ପ୍ରିୟଜନଙ୍କ ମୃତ ଶରୀରକୁ…

କଟକରେ କାଳବୈଶାଖୀର ତାଣ୍ଡବ, ବନ୍ଦ ହୋଇଯାଇଛି ଘରର ଆଲୁଅ

କଟକ: ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ସୋମବାର ସନ୍ଧ୍ୟାରେ ବିଜୁଳି, ଘଡ଼ଘଡ଼ି ସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଏହାର ପ୍ରଭାବରେ କଟକରେ ବିଭିନ୍ନ ସ୍ଥାନରେ ଗଛ ପଡିଯିବା ସହ ବିଦ୍ୟୁତ ଖୁଣ୍ଟ ନଇଁ ପଡ଼ିଛି। ମିଳିଥିବା ସୂଚନା ଅନୁସାରେ…