ଭାଷା ଭାଗବତ : ଭାଷା, ସାହିତ୍ୟ ଭେଦ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗତବ’
ନ ଥିଲେ ଲୋକଂକ ସଂପୃକ୍ତି
ଭାଷା କରେନି ଅଗ୍ରଗତି
ସାଇତି ପ୍ରାଚୀନ ସୁକୀର୍ତି
ଲୋକେ ଫୁଲାଂତି ମିଛେ ଛାତି
ଲେଖକ ହେଲେ ବି ବିଖ୍ଯାତ
ଭାଷାଟେ ହୁଏ ଉପେକ୍ଷିତ
ଭାଷାର ଅପୂର୍ବ ସାହିତ୍ୟ
କରିପାରେନି ଲୋକହିତ…