Latest Odisha News

BREAKING NEWS

ପରଲୋକରେ ବଙ୍ଗୀୟ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା

ନୂଆଦିଲ୍ଲୀ : ସବୁଦିନ ପାଇଁ ଆାଖି ବୁଜିଲେ ବଙ୍ଗୀୟ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା । କ୍ୟାନସର ଭଳି ରୋଗକୁ ହରାଇଥିବା ବେଳେ ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ଏଣ୍ଡ୍ରିଲା । ବ୍ରେନ୍‌ଷ୍ଟ୍ରୋକ୍‌ ଯୋଗୁଁ ତାଙ୍କର ଚାଲିଗଲା ଜୀବନ । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୨୪ ବର୍ଷ ହୋଇଥିଲା । କୋଲକାତା…

ଯାଆଁଳା ଛୁଆଙ୍କୁ ଜନ୍ମ ଦେଲେ ଇଶା ଅମ୍ବାନୀ

ଭୁବନେଶ୍ୱର: ଅଜା ହେଲେ ଅମ୍ବାନୀ । ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଅଜା ହୋଇଛନ୍ତି । ଶନିବାର ଇଶା ଅମ୍ବାନୀ ଯାଆଁଳା ଛୁଆଙ୍କୁ ଜନ୍ମ ଦେବା ପରେ ଅମ୍ବାନୀ ପରିବାର ସହ ପିରାମଲ ପରିବାରରେ ଖେଳି ଯାଇଛି ଖୁସିର ଲହରୀ । ଯାଆଁଳା ଛୁଆଙ୍କ ସହ ମାଆ ଇଶା ଅମ୍ବାନୀ ଏବେ ସୁସ୍ଥ ଥିବା ଜଣାପଡ଼ିଛି…

ହତ୍ୟା ଅଭିଯୁକ୍ତ ସହ ୯ କଏଦୀ ଜେଲରୁ ଚମ୍ପଟ

କୋହିମା: ନାଗାଲାଣ୍ଡର ମନ୍ ଜିଲ୍ଲା ଜେଲରୁ ଚମ୍ପଟ ମାରିଛନ୍ତି ୯ କଏଦୀ । ଏଥିରେ ଜଣେ ହତ୍ୟା ଅଭିଯୁକ୍ତ ବି ସାମିଲ ଅଛନ୍ତି । ସେମାନଙ୍କୁ ଖୋଜିବା ପାଇଁ ପୋଲିସ  ସବୁଠି ତନଖି କରୁଛି । ଶନିବାର ବଡି ଭୋରରୁ ସେମାନେ କୌଶଳକ୍ରମେ ସେଲ୍ ଚାବି ହାତେଇ ଫେରାର ହୋଇଯାଇଥିବା ଜେଲ୍ କର୍ତ୍ତୃପକ୍ଷ…

ପଞ୍ଜାବ ସୀମାରେ ୨ ପାକ୍ ଡ୍ରୋନକୁ ଘଉଡ଼ାଇଲା ବିଏସଏଫ୍

ଚଣ୍ଡିଗଡ: ଭାରତ ଓ ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଠାବ ହୋଇଛି ପାକିସ୍ତାନୀ ଡ୍ରୋନ ।  ପଞ୍ଜାବର ଗୁରୁଦାସପୁର ଜିଲ୍ଲା କୋସୋଓ୍ୱାଲ ଅଞ୍ଚଳରେ ପାକିସ୍ତାନୀ ଡ୍ରୋନା ଦେଖିବାକୁ ମିଳିଥିବା ସୂଚନା ଦେଇଛନ୍ତି ସୀମା ସୁରକ୍ଷା ବଳ (ବିଏସ୍ଏଫ) । ଗତକାଲି ରାତିରେ ଡ୍ରୋନକୁ ଦେଖି ଯବାନମାନେ…

ବଙ୍ଗୋପସାଗରରେ ଅବପାତ, ୨ ଦିନ ଦକ୍ଷିଣ ଓଡ଼ିଶାର ଏହି ସବୁ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ଶୀତରେ ଥରୁଛି ଓଡ଼ିଶା । ରବିବାର ରାଜ୍ୟର ୧୨ଟି ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । କନ୍ଧମାଳର ଘୁ. ଉଦୟଗିରି ସହ କୋରାପୁଟର ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟରେ ପାଗ ଶୁଖିଲା ରହିଥିବା ବେଳେ ସାରା ରାଜ୍ୟରେ ଶୀତ…

ବେଳାଭୂମିରେ ଅବସରପ୍ରାପ୍ତ ସେନାଧିକାରୀଙ୍କ ସଫେଇ

ପୁରୀ : ବେଳାଭୂମିରେ ଚାଲିଛି ସଫେଇ କାର୍ଯ୍ୟ  । ଏହି ସଫେଇ କାର୍ଯ୍ୟ କରୁଛନ୍ତି ଅବସରପ୍ରାପ୍ତ ସେନାଧିକାରୀ । ଜଣେ ସେନା ଜୀବନରେ କେବେ ଛୁଟି ନଥାଏ ଏକଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଅବସରପ୍ରାପ୍ତ ସେନାଧିକାରୀ ମାନେ । ଜଣେ ସେନା ସମାଜ ସେବାକୁ ନିଜ ବ୍ରତ ଭାବି କର୍ତ୍ତବ୍ୟ ସମ୍ପାଦନ…

ନବୀନଙ୍କ ଡାଏଲଗ କପି କରିଦେଲେ ଟୁ଼ଡୁ !

ଭୁବନେଶ୍ୱର: ଧାମନଗର ବାଜି ଜିତିବା ପରେ ବାରମ୍ବାର ଉପନିର୍ବାଚନରେ ହାରି ନିରାଶ ହୋଇଥିବା ଭାରତୀୟ ଜନତା ପାର୍ଟି ଆତ୍ମବିଶ୍ବାସ ଫେରିପାଇଛି। ତେଣୁ ପଦ୍ମପୁର ଉପନିର୍ବାଚନରେ ବିଜେଡି ଅନୁକମ୍ପା ଭୋଟ୍ ହାତେଇବାକୁ ଯୋଜନା କରିଥିଲେ ମଧ୍ଯ ବିଜେପି ପଛଘୁଞ୍ଚା ଦେବା ମୁଡରେ ନାହିଁ। ଯିଏ ଚାଷୀ…

ଓଡ଼ିଆ ସାହିତ୍ୟର ଭବିଷ୍ୟତ ଉଜ୍ବଳ : ଲକ୍ଷ୍ମୀକାନ୍ତ ତ୍ରିପାଠୀ

ସେ ଏକାଧାରରେ ସେ ଜଣେ କବି, ଗାଳ୍ପିକ, ଔପନ୍ୟାସିକ ବ୍ୟଙ୍ଗକାର ତଥା ଗବେଷକ ।ସାହିତ୍ୟର ସବୁ ବିଭାଗରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି ଓଡ଼ିଆ ବାଣୀ ଭଣ୍ଡାରକୁ ।…

ପଶ୍ଚିମବଙ୍ଗ ଚାଲାଣ ବେଳେ ୧୫୫ ଗୋରୁ ଉଦ୍ଧାର କଲା STF, ୨ ଗିରଫ

ଭୁବନେଶ୍ୱର: ଏସଟିଏଫ୍ ହାତରେ ଗୋ-ଚାଲାଣକାରୀ । ଓଡ଼ିଶାରୁ ବାହାର ରାଜ୍ୟକୁ ଗୋରୁ ଚାଲାଣ ବେଳେ ଧରା ପଡ଼଼ିଲେ ୨ ଅଭିଯୁକ୍ତ । ଶନିବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ଚାଲାଣ ବେଳେ ଏସଟିଏଫ୍ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ସାହାପୁର ହାଟ ପଡ଼ିଆ ନିକଟରୁ ଏକ ଗୋରୁ ଭର୍ତ୍ତି ୧୬ ଚକିଆ…

ରାଜଧାନୀରେ ଗର୍ଜିଲେ ଶିକ୍ଷକ, ୨ ଦିନ ମଧ୍ୟରେ ନିଷ୍ପତ୍ତି ନ ନଲେ ପରୀକ୍ଷା ବର୍ଜନ ଚେତାବନୀ

ଭୁବନେଶ୍ୱର: ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଶିକ୍ଷକ । ମାଗିଲେ ହକ୍ । ରବିବାର ଭୁବନେଶ୍ୱରର ଲୋୟର ପିଏମଜିରେ ଓଡ଼ିଶା ସରକାରୀ ହାଇସ୍କୁଲ୍ ଏନପିଏସ୍ ଶିକ୍ଷକ ସଂଘ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ବିଭିନ୍ନ ଜିଲ୍ଲାର ସଂଘ ଲୋୟର ପିଏମଜିରେ ଏକାଠି ହୋଇ ରାଜ୍ୟ ସରକାର ଚୁକ୍ତିଭିତ୍ତିକ…