ଟ୍ରମ୍ପ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ, ପ୍ରାର୍ଥୀ ପାଇଁ ଦାଖଲ କଲେ ଦଲିଲ
ଓ୍ବାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଛନ୍ତି । ଏନେଇ ସେ ନିଜର ଡକ୍ୟୁମେଣ୍ଟ ଦାଖଲ କରିଛନ୍ତି। ଆମେରିକାର ରିପବ୍ଲିକାନ ନେତା ଟ୍ରମ୍ପଙ୍କ ଏହି ଘୋଷଣା ଦ୍ବାରା ପୁଣି ଡେମୋକ୍ରାଟ ଦଳର ନେତା ଜୋ…