ପୁସ୍ତକ ପରିଚୟ : କବିତା ପାଇଁ ଗଳ୍ପଟିଏ
ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା
ଉପନ୍ୟାସ : କବିତା ପାଇଁ ଗଳ୍ପଟିଏ
ଔପନ୍ୟାସିକ : ରୋହିତ କୁମାର ଦାଶ
ପ୍ରକାଶକ : ପଶ୍ଚିମା ପ୍ରକାଶନୀ
ପୃଷ୍ଠା ସଂଖ୍ୟା : ୧୦୪
ମୂଲ୍ୟ : ୧୧୯ ଟଙ୍କା
'କବିତା ପାଇଁ ଗଳ୍ପଟିଏ ' ଉପନ୍ୟାସିକାର ପ୍ରଛଦ ଚିତ୍ରରୁ ହିଁ ବାରି ହୋଇପଡେ ତାର କାୟା…