ଜି-୨୦ ସମ୍ମିଳନୀରେ ବାଇଡେନଙ୍କୁ ଭେଟିଲେ ମୋଦୀ
ବାଲି: ଇଣ୍ଡୋନେସିଆକୁ ୨ ଦିନିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୭ତମ ଜି-୨୦ଶିଖର ସମ୍ମିଳନୀ ଆଜିଠୁ ଆରମ୍ଭ ହୋଇଛି । ମୋଦୀ ଏହି ସମ୍ମିଳନୀରେ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାରର କିଛି ମୁହୁର୍ତ୍ତ ପିଏମଓଙ୍କ…