ପାଦର ଫଟୋ ସେୟାର କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି ଯୁବତୀ
ଓଡ଼ିଶା ସମ୍ୱାଦ ବ୍ୟୁରୋ: ଆଜିର ଦିନରେ ସୋସିଆଲ ମିଡିଆ ମଧ୍ୟ ଜୀବିକାର ଏକ ପ୍ରମୁଖ ସ୍ଥାନ ପାଲଟିଛି। ଅନେକ ଲୋକ ଏହି ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ଉପାୟରେ ବହୁତ ଟଙ୍କା ରୋଜଗାର କରୁଛନ୍ତି। କିଏ ଅଚାନକ ସୋସିଆଲ ମିଡିଆ ଜରିଆରେ ପ୍ରସିଦ୍ଧ ହେବ ତାହା ଜଣା ପଡେନାହିଁ। ସୋସିଆଲ ମିଡିଆରେ…