୧୩ ବର୍ଷ ପରେ ଟି୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନ
ସିଡନୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ପ୍ର୍ମ ଦଳ ଭାବେ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଛି । ଏଠାରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ପାକିସ୍ତାନ ୭ ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ୧୩ ବର୍ଷ ପରେ ପରେ ଟି୨୦ ବିଶ୍ୱକପ ଫାଇନାଲକୁ ଉନ୍ନୀତ ହୋଇଛି । ଭାରତ-ଇଂଲଣ୍ଡ ମଧ୍ୟରେ…