Latest Odisha News

BREAKING NEWS

ଉତ୍କଳ ବିଶ୍ୱବିଦ୍ୟାଳୟ ମନସ୍ତତ୍ତ୍ୱ ବିଭାଗ ଓ ରାଜଧାନୀ ଚିକିତ୍ସାଳୟ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

ଭୁବନେଶ୍ୱର: ଡାକ୍ତରୀ ଶିକ୍ଷା ଏବଂ ଅନୁସନ୍ଧାନ ସ୍ନାତକୋତ୍ତର ପ୍ରତିଷ୍ଠାନ  ତଥା ରାଜଧାନୀ ଚିକିତ୍ସାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସମ୍ମିଳନୀ କକ୍ଷରେ ଗବେଷଣା ଓ…

କବିତା : ଶୂନ୍ୟତା

ଭାରତୀ ସରିତା ମହାନ୍ତି  କଣ୍ଟକିତ ଏହି ଚଲା ପଥେ ଆଜି ପାଦେ ପାଦେ କଣ୍ଟା ଦିଏ ଆଘାତ ଅଭିଶପ୍ତ ଲାଗେ ସାରା ଜୀବନଟା ସ୍ମୃତିରେ ସ୍ମୃତିରେ ହୁଏ ଆହତ। ଆଶାର ସାଗରେ ହାତାଶାର ଢେଉ ସ୍ବପ୍ନ ବାଲି ଘର ନିଏ ଭସାଇ ରଙ୍ଗହୀନ ଏହି ଅଳିକ ଜୀବନ ମୃତ୍ୟୁକୁ ଅପେକ୍ଷା କରି ବସଇ। ପରାସ୍ତ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୬)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସେ ତାକୁ ‘ସିଡ଼୍‌’ ନକହି ‘ସିଦ୍ଧାର୍ଥ’ କହୁଚି ଭାବି ସେ ନିଜେ ମଧ୍ୟ ଆ୧⁄୨ର୍ଯ୍ୟ ହୋଇଯାଉଥିଲା । ଖେଳବେଳେ ଟିକେ ରାଗରୁଷା, ମୁହଁ ଫୁଲାଫୁଲି ହୋଇଯାଇଥିବାରୁ ବୀରା ଆଶା କରୁଥିଲା ଯେ ସିଦ୍ଧାର୍ଥ…

ଭାଷା ଭାଗବତ : କଥା ଅର୍ଥହୀନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଗଚ୍ଛିତ ଜ୍ଞାନର ସାରାଂଶ କରିଲେ ସ୍ବଚ୍ଛଂଦେ ପ୍ରକାଶ ଗୁରୁଗଂଭୀର କଂଠସ୍ବର ପ୍ରଭାବୀ ହୁଏ ବାରଂବାର ଭୂଇଁରେ ରହିଲେ ସୁବକ୍ତା ଭାଷାକୁ ମିଳେ ନିରାପତ୍ତା ଶବ୍ଦର ସ୍ପଷ୍ଟ ଉଚ୍ଚାରଣ ମୋହିତ କରେ କାନ, ମନ ଏବେ ତ ଶବ୍ଦ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକମାନଙ୍କ ବିଷୟରେ ସବିଶେଷ ବିବରଣୀ ଦେବା ଏତେ ସହଜ ନୁହେଁ। କାରଣ କିଛି ମୂଖ୍ୟ ସେବା ଓ ସେବକଙ୍କ କଥା ସମସ୍ତେ ଜାଣିଥାନ୍ତି (ଯେଉଁ ମାନେ ପ୍ରଭୁଙ୍କର ପ୍ରତ୍ୟକ୍ଷ…

ଡହ ଡହ ଖରାରେ ବଢୁଛି ଦହି ପଖାଳର ଆଦର

ଓଡ଼ିଆ ଜାତିର ସଂସ୍କୃତି ତଥା ଏକ ବିଚାରଧାରା ଭାବେ ପଖାଳ ପରିଗଣିତ ହୋଇଥାଏ। ସାଧାରଣତଃ ପଖାଳ ଗରମ ଭାତରେ ପାଣି ମିଶାଇ କେଇ ଘଣ୍ଟାରୁ ଆରମ୍ଭ କରି ରାତିଏ ଯାଏ ରଖାଯାଇଥାଏ। ଅଧିକ ସମୟ ରହୁଥିବା ପଖାଳ ପାଟିକୁ ଟିକିଏ ଆମ୍ବିଳା ଲାଗିଥାଏ। ସଜ ବା ବାସି ପଖାଳରେ ଦହି ଓ ଭଜା ଜିରା, ରସୁଣ,…

ମହାନଦୀରେ ଗାଧୋଇବାକୁ ଯାଇ ବୁଡ଼ିଗଲା ୧୨ ବର୍ଷର ଜଗନ୍ନାଥ

କଟକ: ଭଟ୍ଟାରିକା ପୀଠ ନିକଟରେ ମହାନଦୀରେ ଗାଧୋଇବାକୁ ଯାଇ ଆଲେକଜାଣ୍ଡର ଜଗନ୍ନାଥ ପ୍ରସାଦ ନାୟକ ନାମକ ଜଣେ ୧୨ ବର୍ଷର ବାଳକର ମୃତ୍ୟୁ ଘଟିଛି। କଟକ ବଡ଼ମ୍ବା ବ୍ଲକ୍ ଶାସଙ୍ଗ ଗାଁର ନବମ ଶ୍ରେଣୀରେ ପଢ଼ୁଥିବା ଏହି ନାବାଳକ ଜଣକ ଟ୍ୟୁସନ୍ ସାରି ନଦୀକୁ ଗାଧୋଇବାକୁ ଯାଇଥିଲେ ବୋଲି ଜଣାପଡ଼ିଛି।…

ଛତିଶଗଡ ବିଧାନସଭାର ଶିଳାନ୍ୟାସ ରାହୁଲ ଓ ସୋନିଆ କରିଛନ୍ତି, ରାଜ୍ୟପାଳଙ୍କୁ କାହିଁକି ଡକାଗଲାନି: ବିଜେପି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ନୂଆ ସଂସଦ ଗୃହର ଉଦଘାଟନ ନିଷ୍ପତ୍ତିରେ କଂଗ୍ରେସ ସମେତ ୨୦ ବିରୋଧୀ ଦଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ସଂସଦର ରକ୍ଷକ ବୋଲି କହି ଏହି ଦଳ ସମାରୋହକୁ ବର୍ଜନ କରିଛନ୍ତି। ସେଥିପାଇଁ ଉଦଘାଟନ କେବଳ ସେମାନଙ୍କ ମାଧ୍ୟମରେ…

୨୦୨୪ରେ ବିଜେପି ୩୦୦ରୁ ଅଧିକ ଆସନରେ ଜିତିବ, ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ: ଶାହ

ଗୌହାଟି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସାମ ଗସ୍ତରେ ଅଛନ୍ତି। ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାବେଳେ ସେ କହିଛନ୍ତି ଯେ ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ। ଅମିତ ଶାହ ମଧ୍ୟ ତାଙ୍କ…

ଜଟିଳ ଅସ୍ତ୍ରୋପଚାର ଦ୍ୱାରା ୭୩ ବର୍ଷୀୟା ରୋଗୀଙ୍କ ଜୀବନ ରକ୍ଷା କଲେ ସମ୍ମମ୍ ସର୍ଜନ

ଭୁବନେଶ୍ୱର: ବିରଳ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିବା ଜଣେ ୭୩ ବର୍ଷୀୟା ମହିଳାଙ୍କର ଜଟିଳ ଅସ୍ତ୍ରୋପଚାର ଜରିଆରେ ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜନ୍ । ଅସ୍ତ୍ରୋପଚାର ସମ୍ଭବ ନୁହେଁ ବୋଲି ଦର୍ଶାଇ ଅନେକ ହସ୍ପିଟାଲ୍ ଏହି ରୋଗୀଙ୍କୁ ପୂର୍ବରୁ ଫେରାଇ…