ନୂଆ ମନ୍ତ୍ରୀଙ୍କ ଶପଥ ପରେ ବି ଅସ୍ପଷ୍ଟ କିଏ ହେବେ ନୂଆ ବାଚସ୍ପତି, ଫୋନ କଲକୁ ଅନେକଙ୍କ ଅପେକ୍ଷା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି। ବିଧାୟକ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି, ସାରଦା ପ୍ରସାଦ ନାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି ନବୀନ ପଟ୍ଟନାୟକ।
ଗତକାଲି ବିଳମ୍ବିତ ରାତିରେ ତିନି ବରିଷ୍ଠ…