Latest Odisha News

BREAKING NEWS

ବିଦ୍ୟୁତ କାଟ ନେଲା ରୋଗୀର ଜୀବନ!

ମାଲକାନଗିରି : ମାଲକାନଗିରିରେ ମୁଖ୍ୟ ଚିକିତ୍ସାଳୟରେ ବିଦ୍ୟୁତ କାଟ ପାଇଁ ଚାଲିଗଲା ଜଣେ ରୋଗୀର ଜୀବନ । କାମବାଡା ଗ୍ରାମର ରାମ ମାଡକାମୀ ନାମକ ଯୁବକଙ୍କୁ ଆଜି ସକାଳେ ଗୁରୁତର ଅବସ୍ଥାରେ ତାଙ୍କୁ କୋରୁକୋଣ୍ଡା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ସେଠାରୁ ତାଙ୍କୁ ମାଲକାନଗିରିକୁ…

ରାଲିରେ ଇମ୍ରାନ ଖାନଙ୍କ ଉପରେ ଗୁଳିମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଗୁଳିମାଡ଼ ହୋଇଛି । ୱାଜିରାବାଦରେ ଏକ ରାଲିରେ ଇମ୍ରାନ ଖାନଙ୍କୁ ଗୁଳିମାଡ଼ କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଇମ୍ରାନଙ୍କ ସହ ଅନ୍ୟ ୪ ଜଣ ଗୁଳିମାଡ଼ରେ ଆହତ ହୋଇଥିବା ଜଣା…

କୋହଲିଙ୍କ ବ୍ୟବହାରକୁ ଆଲୋଚନା କଲେ ଗମ୍ଭୀର

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ ସୁପର ୧୨ର ଏକ ମ୍ୟାଚରେ ଭାରତ ୫ ରନରେ ବାଂଲାଦେଶକୁ ପରାସ୍ତ କରିଛି । ଏହି ମ୍ୟାଚରେ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ୪୪ ବଲରେ ଅପରାଜିତ ୬୪ ରନ କରିଥିଲେ । ପ୍ରଭାବୀ ପ୍ରଦର୍ଶନ ସତ୍ୱେ କୋହଲିଙ୍କ ଏକ ବ୍ୟବହାର ନେଇ ପୂର୍ବତନ ଓପନ ଗୌତମ ଗମ୍ଭୀର ସମାଲୋଚନା…

କର୍ଲାକୋଟରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର

ନୂଆପଡା: ନୂଆପଡା ଜିଲ୍ଲାର ପାଞ୍ଚଟି ବ୍ଲକ ଏବଂ ତିନୋଟି ଏନଏସିରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରାଯାଇଥିଲା । ଜିଲ୍ଲାରେ ମୋଟ ୧ଲକ୍ଷ ୭୨ ହଜାର ୬୪୩ ଜଣ ହିତାଧିକାରୀଙ୍କୁ ବଣ୍ଟା ହେଇଥିଲା ସ୍ମାର୍ଟ ହେଲଥ କାର୍ଡ  । କିନ୍ତୁ ବୋଡେ଼ନ ବ୍ଲକ କରଲାକୋଟ ଗ୍ରାମପଂଚାୟତରେ ହେଲଥ୍ କାର୍ଡ ବଣ୍ଟନରେ…

ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରି ଶ୍ୱଶୁର ଘରେ ଝୁଲି ପଡ଼ିଲା ସ୍ୱାମୀ

ସୋନପୁର: ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ ପରେ ସ୍ୱାମୀର ଆତ୍ମହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ପାଲିଗାଁରେ । ମୃତକ ସମ୍ବଲପୁର ଛିପିଲିମା ଅଞ୍ଚଳର ବନ୍ତୋଷ ଗଣ୍ଡ । ତାଙ୍କ ସ୍ତ୍ରୀ ପାଲିଗାଁର ରଞ୍ଜିତା ଗଣ୍ଡଙ୍କ ଅବସ୍ଥା ଏବେ ସ୍ଥିର…

ଦେଶର ୪୦ ରେଳଷ୍ଟେସନର ନବୀକରଣ କାମ ଜାରି, ୧୪ଟି ପାଇଁ ଟେଣ୍ଡର

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବା ପାଇଁ ଭାରତୀୟ ରେଳଓ୍ୱେ ବିଭିନ୍ନ ସମୟରେ ନୂଆ ନୂଆ ପ୍ରୟାସ କରିଆସୁଛି । ରେଳଷ୍ଟେସନରେ ଯେପରି ଯାତ୍ରୀମାନଙ୍କୁ କୌଣସି ଅସୁବିଧା ନହୁଏ, ସେଥିପାଇଁ ଭାରତୀୟ ରେଲଓ୍ୱେ ଆରମ୍ଭ କରିଛି ଷ୍ଟେସନ ନବୀକରଣ କାର୍ଯ୍ୟ । ୪୦ଟି…

ଟଙ୍କା ପାଇଁ ବିଚ୍‌ ରାସ୍ତାରେ ପ୍ରେମିକାକୁ ମାରିଦେଲା ପ୍ରେମିକ

ଉଦଳା : ଟଙ୍କା ସାଜିଲା ପ୍ରେମ ପାଇଁ କାଳ। ବିଚ୍‌ ରାସ୍ତାରେ ପ୍ରେମିକାର ମୁଣ୍ଡ ଛେଚି ହତ୍ୟା କଲା ପ୍ରେମିକ। ଏଭଳି ଅଭାବନୀୟ ଦୃଶ୍ୟ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ପଦ୍ମିନୀ ଜୁନପାଳ ଛକ ନିକଟରେ ଦେଖିବାକୁ ମିଳିଥିଲା। ଗୁରୁତର ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଥିବା…

‘ଓଡ଼ିଶା ସମ୍ବାଦ’ର ଖବରକୁ କପି ପେଷ୍ଟ କରୁଛି ‘ଓଡ଼ିଶା ନ୍ୟୁଜ୍ ଡେସ୍କ’ ୱେବସାଇଟ୍

ଭୁବନେଶ୍ୱର: ଡିଜିଟାଲ୍ ଯୁଗରେ ପାଠକ ଓ ଦର୍ଶକଙ୍କ ରୁଚିକୁ ଆଖି ଆଗରେ ରଖି ସମାଜର ହିତରେ ଅହରହ ଓଡ଼଼ିଶା ସମ୍ବାଦ ଖବର ପରିବେଷଣ କରୁଛି । ଆଉ କିଛି ଚତୁର ସଂସ୍ଥା ‘ଓଡ଼ିଶା ସମ୍ବାଦ’ର ଖବରକୁ କପି ପେଷ୍ଟ କରି ଛାପୁଛନ୍ତି । ‘ଓଡ଼ିଶା ନ୍ୟୁଜ୍ ଡେସ୍କ’ ନାମକ ଏକ ୱେବସାଇଟ୍ ‘ଓଡ଼ିଶା ସମ୍ବାଦ’ର…

ଧାମନଗର ଉପନିର୍ବାଚନ: ଅପରାହ୍ନ ୩ଟା ସୁଦ୍ଧା ୫୨.୧୩% ମତଦାନ

ଧାମନଗର : ଧାମନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନରେ ଅପରାହ୍ନ ୩ଟା ସୁଦ୍ଧା ୫୨.୧୩ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ଏନେଇ ସିଇଓଙ୍କ ଅଫିସରୁ ସୂଚନା ପ୍ରଦାନ କରାଯାଇଛି । ଲୋକେ ନିଜର ମନପସନ୍ଦର ପ୍ରାର୍ଥୀ ଚୟନ ପାଇଁ ଭୋଟ୍ ଦେବା ଜାରି ରଖିଛନ୍ତି । ତେବେ ରାମେଶ୍ୱରପୁର ୧୬୯ ଓ ୧୭୦…

ନଭେମ୍ବର ୨୪ରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୨୪ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ଶୀତ ଅଧିବେଶନରେ ୩୩ଟି କାର୍ଯ୍ୟ ଦିବସ ରହିବ । ଷୋଡ଼ଦଶ ବିଧାନସଭାର ୧୧ତମ ଅଧିବେଶନ ନଭେମ୍ବର ୨୪ରୁ ଆରମ୍ଭ ହୋଇ…