Latest Odisha News

BREAKING NEWS

ଟ୍ରେନ୍‌ ଟ୍ରାକ୍‌ରେ ଶୋଇ ପଡ଼ିଲେ ଜଣେ ଅଜଣା ବ୍ୟକ୍ତି, ଚାଲିଗଲା ଜୀବନ

ବଲାଙ୍ଗିର: ଟ୍ରେନ ଆଗରେ ଶୋଇବା ଯୁବକଙ୍କୁ ପଡ଼ିଲା ମହଙ୍ଗା ।ଚାହୁଁ ଚାହୁଁ ଯୁବକଙ୍କର ଚାଲିଗଲା ଜୀବନ।ଏଭଳି ଅଭାବନୀୟ ଘଟଣା ବଲାଙ୍ଗିର ରେଲଓ୍ବଷ୍ଟସନରେ ଘଟିଛି । ଆଜି ଭୋର ସମୟରେ ବଲାଙ୍ଗିର ରେଲୱେ ଷ୍ଟେସନ ଭିତରକୁ ଏକ ମାଲବୋଝେଇ ଟ୍ରେନ ଆସିଥିଲା। ଏହି ସମୟରେ ଟ୍ରେନ୍‌ର ଗତି ବହୁତ କମ୍‌…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୩)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଏପଟେ ନିଜେ ଗଡପଡ଼ ହେବାପାଇଁ ବିଛଣାକୁ ଗଲା । ସେ ଥକି ପଡିଥିଲା ଜୀବନର ଜଉଘରେ । କେତେ କାହା କଥା ଭାବିବ ? କେଉଁଟା ଠିକ କେଉଁଟା ଭୁଲ । କିଏ ଭୁଲ କିଏ ଠିକ କାହାକୁ ବାଛିବ! କାହାକୁ ଅବିଶ୍ୱାସ କରିବ ଯାହାକୁ ଜୀବନ ଦେଇ…

ଭାଷା ଭାଗବତ : ସ୍ଥିର ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବହିରେ ଲେଖା ସ୍ଥିର ଜ୍ଞାନ ନୁହେ ତ ପ୍ରତ୍ୟକ୍ଷ ଅର୍ଜନ କରିଲେ ପୁନଶ୍ଚ ଲିଖନ ଭାଷାର ମାନ ହୁଏ କ୍ଷୁଣ୍ଣ ଜ୍ଞାନକୁ କରିଲେ ଆବଦ୍ଧ ମେଧା ହୋଇଲେ ଅବରୁଦ୍ଧ ସେହି ମେଧାର ଉତ୍ପାଦନ ହୁଅଇ ଯାଚ୍ଛାତା ସମାନ ଯେ ସତେ…

୪ ବର୍ଷୀୟ ଝିଅକୁ ଦୁଷ୍କର୍ମ କରି ଆଖୁ କିଆରିରେ ଫିଙ୍ଗି ଦେଲା ଯୁବକ

ମଧ୍ୟପ୍ରଦେଶ : ପୁଣି ସାମ୍ନାକୁ ଆସିଲା ଦୁଷ୍କର୍ମ ଅଭିଯୋଗ। ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିବା ଘଟଣା ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅଚେତ ଅବସ୍ଥାରେ ଶିଶୁ କନ୍ୟାକୁ ଆଖୁ କିଆରିରୁ ଉଦ୍ଧାର କରାଯାଇଛି । ଏନେଇ ଚିକିତ୍ସା ପାଇଁ ତାଙ୍କୁ ଇନ୍ଦୋରର ଗୋଟିଏ…

ଟ୍ୱିଟର ର ବ୍ଲୁ ଟିକ୍ ପାଇଁ ଦେବାକୁ ପଡିବ 8 ଡଲାର: ମସ୍କ

ସାନ ଫ୍ରାନସିସ୍କୋ:  ଟ୍ୱିଟର ର ବ୍ଲୁ ଟିକ ପାଇଁ ଦେବାକୁ ପଡିବ 8 ଡଲାର । ଏହା ଘୋଷଣା କରିଛନ୍ତି ଟୁଇଟର ମାଲିକ ଏଲନ ମସ୍କ । ଆପଣ ଯଦି ଟୁଇଟରରେ ଆକାଉଣ୍ଟ ଅଛି ତେବେ ବ୍ୟସ୍ତ ହୁଅନ୍ତୁନି ଏବେ ଆପଣଙ୍କୁ ମଧ୍ୟ ମିଳିଯିବ ବ୍ଲୁ ଟିକ୍ । ବାସ ଅପଣଙ୍କୁ ଦେବାକୁ ପଡିବ ଆଠ ଡଲାର , ମାନେ 661.76…

ଜମ୍ମୁକାଶ୍ମୀର ଏନକାଉଣ୍ଟରରେ ୪ ଆତଙ୍କବାଦୀ ମୃତ

ଶ୍ରୀନଗର: ପୁଣି ଆତଙ୍କବାଦୀ -ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି 4 ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି ।  ଶ୍ରୀନଗରରୁ ୩ ଜଣ ହାଇବ୍ରିଡ ଆତଙ୍କବାଦୀ ଗିରଫ ହୋଇଛନ୍ତି । ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କର ଇ ତୋଇବାର କମାଣ୍ଡର ମୁଖତାର ଭଟ ଏବଂ ଜଣେ ବିଦେଶୀ ଆତଙ୍କବାଦୀ ରହିଛି। ତିନି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନାଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଟିଏ ସିଂହଦ୍ୱାର ଗୁମୁଟ ଡେଉଁ ଡେଉଁ କିଛି ପାବଛ ଶ୍ରେଣୀକୁ ଅତି ଶ୍ରଦ୍ଧାର ସହ ପ୍ରଣିପାତ ହୁଏ। ଅତି ଆନନ୍ଦରେ କାଶୀବିଶ୍ଵନାଥଙ୍କୁ ଦର୍ଶନ

ଜର୍ମାନୀ କନସୁଲେଟ୍ ଜେନେରାଲ୍ ଙ୍କୁ ଭେଟି ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗ ଦେବାକୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଜର୍ମାନୀର କନସୁଲେଟ୍ ଜେନେରାଲ୍ ଏବଂ ଜର୍ମାନ ସଂସଦର ପ୍ରତିନିଧି ଦଳ । ନବୀନ ନିବାସରେ ଏହି ସାକ୍ଷାତ ସମୟରେ ବାଣିଜ୍ୟ, ନିବେଶ ଏବଂ ପାରସ୍ପରିକ ସମ୍ପର୍କକୁ ନେଇ ଫଳପ୍ରଦ ଆଲୋଚନା ହୋଇଛି । ଏଥିସହ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ…

ଦିଲ୍ଲୀ ବାୟୁ ପ୍ରଦୂଷଣ ପାଇଁ ଦାୟୀ କିଏ? ଚାଲିଛି ଦୋଷ ଲଦାଲଦି

ନୂଆ ଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣକୁ ନେଇ ବିିଜେପି- ଆପ ମଧ୍ୟରେ ଯୁକ୍ତତର୍କ ଚାଲିଥିବା ବେଳେ ସାଧାରଣ ଲୋକେ କିନ୍ତୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଶୀତ ଆସିଲେ ଦିଲ୍ଲୀରେ ପୁଣି ଥରେ ପ୍ରଦୂଷଣର  ଏକ ଗ୍ୟାସ ଚାମ୍ବର ପରି ପରିସ୍ଥିତି ସୃଷ୍ଟି ହେଉଥିବାରୁ ବର୍ଷ ବର୍ଷ ଧରି…

ଋଷିକୁଲ୍ୟା ମୁହାଁଣରେ ଅଲିଭ ରିଡଲେ ସୁରକ୍ଷା ପାଇଁ ପାଟ୍ରୋଲିଂ

ବ୍ରହ୍ମପୁର: ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ଅଂଚଳରେ ଆଗକୁ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡେଲଙ୍କ ଆଗମନ ପ୍ରକ୍ରୀୟା ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି କଇଁଛଙ୍କ ସୁରକ୍ଷା ପାଇଁ ମଙ୍ଗଳବାର ଠାରୁ ସାମୁଦ୍ରିକ ପାଟ୍ରୋଲିଂ ଆରମ୍ଭ ହୋଇଯାଇଛି। ବ୍ରହ୍ମପୁର ବନଖଣ୍ଡ…