Latest Odisha News

BREAKING NEWS

ଚାଲୁଥିବା ବେଳେ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍‌  

ରାଉରକେଲା : ମୋ ବସ୍‌ରେ ଲାଗିଲା ନିଆଁ । କ୍ଷଣକେ ଚାହୁଁ ଚାହୁଁ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍‌ । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ମୋ ବସ୍‌ଟି ଚାଲୁଥିବା ବେଳେ ଅକସ୍ମାତ୍‌ ଲାଗିଗଲା ନିଆଁ । ରାଉଲକେଲାରୁ ବେଦବ୍ୟାସ ଯାଉଥିବା ମୋ ବସ୍ ଟିସିଆଇ ଛକ ନିକଟରେ ଏଭଳି ଭୟଙ୍କର ଦୃଶ୍ୟ…

କର୍ଣ୍ଣାଟକରେ କଂଗ୍ରେସ ସରକାର; ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଦରମୈୟା

ବେଙ୍ଗାଲୁରୁ : ଆଜିଠୁ କର୍ଣ୍ଣାଟକରେ କଂଗ୍ରେସ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ସିଦ୍ଦରମୈୟା । ଶପଥ ସମାରୋହ ପାଇଁ ଆୟୋଜିତ ହୋଇଛି ମେଗା ଇଭେଣ୍ଟ । ବେଙ୍ଗାଲୁରୁର କାନ୍ତିରଭା ଷ୍ଟାଡିୟମରେ ଆୟୋଜିତ ହୋଇଛି ଭବ୍ୟ ସମାରୋହ । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଭାବେ…

ସାବିତ୍ରୀ ବ୍ରତ କରିବା ବେଳେ ଦେହରେ ଲାଗିଗଲା ନିଆଁ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

କେନ୍ଦୁଝର : ସାବିତ୍ରୀ ବତ୍ରରେ ସ୍ୱାମୀର ଦୀର୍ଘାୟୁ କାମନା କରି ପୂଜା କରୁଥିବା ବେଳେ ବିପଦ ମୁଖରେ ପଡ଼ିଲେ ମହିଳା । ସାମାନ୍ୟ ଅସାବଧାନତା କାରଣରୁ ଦୀପରୁ ଦେହରେ ଲାଗିଗଲା ନିଆଁ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସହରରେ । ଗତକାଲି ସାବିତ୍ରୀ ବତ୍ରରେ ବଡ଼ ଅଘଟଣ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୦)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ କିନ୍ତୁ ସିଡ଼୍ ଆଗତୁରା କହି ପକେଇଲା, “ଆଚ୍ଛା, ଆଚ୍ଛା, ଏଇ କଥା । ଆଜି ସକାଳେ କ୍ରୁଜ୍ ଯେଉଁ ଝଟ୍‌କା ଦେଲା, ମନେ ଅଛି? ଠିକ୍ ସେତିକି ବେଳେ ଇସ୍ତ୍ରୀ ହୋଇ ଆସିଥିବା ଡ୍ରେସ୍‌ତକ ରୋହାନ୍ ଧରି ଛିଡ଼ା ହୋଇଥିଲା ।…

ଆଜି ଅପରାହ୍ନରେ ବସିବ ଛତିଶା ନିଯୋଗ ବୈଠକ, ବିଭିନ୍ନ ନୀତି ନିର୍ଘଣ୍ଟ ନେଇ ହେବ ଆଲୋଚନା

ପୁରୀ : ଆଜି ବସିବ ଛତିଶାନିଯୋଗ ବୈଠକ । ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା, ଦେବସ୍ନାନ ପୂର୍ଣ୍ଣିମା, ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ନେଇ ବୈଠକରେ ନିଆଯିବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆଜି ଅପରାହ୍ନ ୫ଟାରେ ନୀଳାଦ୍ରି ଭକ୍ତନିବାସରେ ଛତିଶାନିଯୋଗ ବୈଠକ…

କବିତା : ନାରୀ

ବିଳାସିନୀ ପୃଷ୍ଟି ନାରୀ ତୁ ସଂସାରେ ବନ୍ଦନୀୟା ବୋଲି ଧରିତ୍ରୀ ରୁପେ ତୋ ନାଁଆ ଅଭୟ ଦାୟିନୀ ମଙ୍ଗଳା ବୋଲାଉ ଦୟାମୟୀ ହୋଇ ମାଆ। କ୍ରୋଧ ବେଳେ ତୁହି ସଂହାର କାରିଣୀ ନିସ୍ତାର ନ ପାନ୍ତି କେହି ବସୁଧା ରୂପରେ କରୁ ତୁ ପାଳନ କେତେ ବାଧା ବିଘ୍ନ ସହି। ଜାୟା ଓ ଜନନୀ ଭଗିନୀ ରୂପରେ…

ଭାଷା ଭାଗବତ : ସହଜ, କଠିନ କାମ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସହଜ କାମ ଶୀଘ୍ର କରି ଯାଉଛୁଁ ଯଦି ଆମେ ହାରି କଠିନ କାମ ବାଛି କରୁଁ କାହାକୁ କେବେ ବି ନ ଡରୁଁ କରିଲେ ଅଭିନବ ଚିଂତା ବଦଳେ ଭାଷାର ଅବସ୍ଥା ପାଠକେ ନବୀନତା ପ୍ରିୟ ଗ୍ରହଣଶୀଳ ବୀତଭୟ ଗତରେ ଗଡ଼ୁଥିଲେ ଗାଡ଼ି ଧରାବଂଧା…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକଙ୍କ କଥା ଆଲୋଚନା କରିବା ସମୟରେ, ମନରେ ପ୍ରଶ୍ନ ଆସେ, ଦୈନିକ ସେବା ଓ ପର୍ବପର୍ବାଣୀର ସେବା ଛଡା କିଛି ବିଶେଷ ସେବା ତ ନିଶ୍ଚୟ ଥିବ। ତେବେ ସେଗୁଡିକ କଣ…

ଲିଚୁକୋଳି ଖାଇଲେ ଏହି ସବୁ ରୋଗରୁ ମୁକ୍ତି ପାଇବା ସହ ଚମକିବ ତ୍ୱଚା

ଖରାଦିନେ ଲିଚୁ କୋଳିର ଚାହିଦା ସବୁଠୁ ଅଧିକ । ଲିଚୁକୋଳି ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ଲିଚୁରେ ଆଣ୍ଟି-ଅକ୍ସିଡାଣ୍ଟ, ମିନେରାଲ ଓ ଭିଟାମିନ ରହିଥାଏ । ଯାହା ସ୍ୱାସ୍ଥ୍ୟପାଇଁ ଖୁବ୍‌ ଉପକାରୀ । ଲିଚୁରେ ମୁଖ୍ୟତଃ କାର୍ବୋହାଇଡ୍ରେଟ ଓ ଜଳ ରହିଥାଏ । ଏହାସହ ଏଥିରେ ବହୁ…

ଲିକ ହେଲା ଶାହାରୁଖ ଓ ସମୀରଙ୍କ ଚାଟ

ମୁମ୍ବାଇ: ୨ ଅକ୍ଟୋବର ୨୦୨୧ରେ ମୁମ୍ବାଇରୁ ଗୋଆ ଯାଉଥିବା କାର୍ଡିଲିଆ କ୍ରୁଜରେ ରେଭ ପାର୍ଟି ଚାଲିଥିବା ବେଳେ ଚଢ଼ାଉ ହୋଇଥିଲା । ଏଥିରେ ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଗିରଫ ହୋଇଥିଲେ । ୨୭ ଦିନ ଜେଲରେ ରହିବା ପରେ ଶେଷରେ ଆର୍ଯ୍ୟନ ପର୍ଯ୍ୟାପ୍ତ ପ୍ରମାଣ ନ ମିଳିବା ଯୋଗୁ ଜାମିନ ପାଇଥିଲେ ।…