ମହାପ୍ରଭୁଙ୍କ ପୂଜା ନାଁରେ ଠକେଇ, ତଦନ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ସିଂହଦ୍ୱାର ଥାନା
ପୁରୀ: ମହାପ୍ରଭୁଙ୍କ ପୂଜା ନାଁରେ ଅନ୍ ଲାଇନ୍ ଆପ ତିଆରି କରି ଠକେଇ। ତଦନ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ସିଂହଦ୍ୱାର ଥାନା। ଉତ୍ସବ ଆପ୍ ଜରିଆରେ ଏହି ଠକେଇ ଅଭିଯୋଗ ହୋଇଛି। ଆପ ସହିତ ଓ୍ବେବସାଇଟ ପଶ୍ଚିମବଙ୍ଗରୁ ପରିଚାଳିତ ହେଉଥିବା ଜଣାପଡ଼ିଛି।
ଗତକାଲି ଏହି ଠକେଇ…