Latest Odisha News

BREAKING NEWS

ପୋଷାକ ପରିଧାନ ନେଇ ପୁଣି ଚର୍ଚ୍ଚାରେ ଉର୍ଫି : ରେଷ୍ଟୁରାଣ୍ଟରେ ପୁରାଇଲେ ନାହିଁ କର୍ମଚାରୀ

ମୁମ୍ବାଇ: ଟିଭି ଅଭିନେତ୍ରୀ ଉର୍ଫି ଜାଭେଦ୍ ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତିି । ଏବେ ସେହି ପୋଷାକ ପରିଧାନକୁ ନେଇ ତାଙ୍କୁ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ପ୍ରବେଶକୁ ବାରଣ କରାଯାଇଛି । ଯାହାକୁ ନେଇ ଉର୍ଫି ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ନେଇ ସୋସିଆଲ…

ଏକନାଥ ସିନ୍ଦେ ଗୋଷ୍ଠୀଙ୍କ ପାଖକୁ ଟ୍ରାନ୍ସଫର ହେବନି ଶିବସେନା ସମ୍ପତି, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ମୁମ୍ବାଇ: ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ଆଜି ଶୁକ୍ରବାର ଝଟକା ଲାଗିଛି । ଶୁକ୍ରବାର ସୁପ୍ରିମକୋର୍ଟ ଶିବସେନାଙ୍କ ସମ୍ପତି ଟ୍ରାନ୍ସଫର ନେଇ କରାଯାଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି । ଏହି ନିଷ୍ପତି ଫଳେ ଶିବସେନାର ସମ୍ପତି ଏବେ ଉଦ୍ଧବ ଠାକରେ ଗୋଷ୍ଠୀଙ୍କ ପାଖରେ ରହିବ । ମୂଖ୍ୟ ବିଚାରପତି…

ଯୁଦ୍ଧଗ୍ରସ୍ତ ସୁଦାନରୁ ଫେରିଲେ ୬ ଓଡ଼ିଆ, ବଖାଣିଲେ ଦୁର୍ଦ୍ଦଶା

ଭୁବନେଶ୍ୱର: ଯୁଦ୍ଧ ଭୂଇଁରୁ ଫେରିଲେ ୬ ଓଡ଼ିଆ । ସୁଦାନ ଜଳୁଥିବା ବେଳେ ଅପରେସନ୍ କାବେରୀ ଜରିଆରେ ଓଡ଼ିଶାର ୬ ଜଣ ଭୁବନେଶ୍ୱର ଫେରିଛନ୍ତି । ଯୁଦ୍ଧ ସମୟରେ ସୁଦାନ ଛାଡ଼ିବା ବେଳେ ବନ୍ଧୁକ ମୁନରେ ସେମାନଙ୍କ ବ୍ୟାଗପତ୍ର ଲୁଟି ନିଆଯାଇଥିବା ଜଣାପଡ଼ିଛି । ସୁଦାନରୁ ଫେରିଥିବ ୬ ଜଣଙ୍କ ଘର…

ପ୍ରଧାନମନ୍ତ୍ରୀଙ୍କୁ ବିଷଧର ସାପ କହିବା ପରେ କଂଗ୍ରେସ ଉପରେ ବର୍ଷିଲେ ଅମିତ ଶାହ

ନୂଆଦିଲ୍ଳୀ: କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ଆରମ୍ଭ ରାଜନୈତିକ ବୟନାବାଜି କୋର୍ଟ ପର୍ଯ୍ୟନ୍ତ ଗଲାଣି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଷଧର ସାପ କହିବା ପରେ ତାତି ଉଠିଛନ୍ତି ଦଳର ବରିଷ୍ଠ ନେତା । ବିଜେପି ନେତା ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରତି ଏକ…

୬୦ କିମି ବେଗରେ କୁକୁର ଚଲାଇଲା କାର, ପଛରେ ବସିଥିଲେ ଡ଼୍ରାଇଭର

ଜର୍ମାନୀ: କୁକୁରମାନେ ବିଭିନ୍ନ କୌଶଳ କରୁଥିବା ନିଶ୍ଚୟ ଦେଖିଥିବେ । କିନ୍ତୁ ନିକଟରେ ଜର୍ମାନୀରେ ଏକ କୁକୁର ଘଣ୍ଟାକୁ ୬୦ କିମି ବେଗରେ କାର ଚଲାଉଥିବାର ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏମିତି କି ଟ୍ରାଫିକ୍ ପୋଲିସ ବି ଚକିତ ହୋଇଯାଇଛିି । ସବୁଠୁ ବଡ଼ କଥା ହେଲା, କୁକୁର କାର…

ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ପକ୍ଷରୁ ‘ସପ୍ତରଙ୍ଗ -୨୦୨୩’ ସମାରୋହ ଆୟୋଜିତ

ଭୁବନେଶ୍ୱର : ଦେଶ ହେଉ ବା ବିଦେଶ ଓଡ଼ିଆ ମାନେ ଯେଉଁଠି ରହନ୍ତି ନିଜ ଓଡ଼ିଆ ପଣକୁ ବଜାୟ ରଖନ୍ତି । ସେହି ପରିପ୍ରେକ୍ଷୀରେ ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ଓରିଓଜଇଙ୍କ ଦ୍ଵାରା ଦଶମ ଦ୍ଵିବାର୍ଷିକ ଅଧିବେଶନ "ସପ୍ତରଙ୍ଗ-୨୦୨୩' ଆୟୋଜିତ ହୋଇଯାଇଛି । ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିବା ଏହି ସଭାକୁ…

‘ଓଡ଼ିଶାରେ ଚାଲିଛି ବାବୁଙ୍କ ଶାସନ, ତାଙ୍କ ପାଇଁ ଛତା ଧରି ବୁଲୁଛନ୍ତି ମନ୍ତ୍ରୀ’: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶାରେ ଚାଲିଛି ବାବୁମାନଙ୍କ ଶାସନ । ବାବୁଙ୍କ ପାଇଁ ଛତା ଧରି ବୁଲୁଛନ୍ତି ପ୍ରଭାବଶାଳୀ ମନ୍ତ୍ରୀ । ଏଭଳି କହି ଓଡ଼ିଶା ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ଆହୁରି କହିଛନ୍ତି, ମୁଁ ଆଜି ଖବର କାଗଜ ଦେଖିଲି ବାବୁମାନେ…

ମହାନଦୀକୁ ନେଇ ମୁହାଁମୁହିଁ ହେଲେ ବିଜେଡି-ବିଜେପି, ପୁଣି ତେଜିଲା ମାଟି ଓ ପାର୍ଟି ନାରା

ଭୁବନେଶ୍ୱର: ମହାନଦୀକୁ ନେଇ ପୁଣି ଥରେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ୍ ନିର୍ମାଣକୁ ନେଇ ଶାସକ ବିଜେଡି ଉଭୟ ବିଜେପି ଓ କଂଗ୍ରେସକୁ ସମାଲୋଚନା କରିଛି । ବିଜେଡି କହିଛି, ମହାନଦୀ ଓଡ଼ିଶାର ଜୀବନ ରେଖା । ଛତିଶଗଡ଼ର ବେଆଇନ୍ କାର୍ଯ୍ୟ…

ଆସନ୍ତା ମାସରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ

ଭୁବନେଶ୍ୱର: ଆସନ୍ତା ମାସରେ ପଡିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ । ଏହି ଚନ୍ଦ୍ର ଗ୍ରହଣ ବୈଶାଖ ପୂର୍ଣିମାରେ ବା ବୁଦ୍ଧ ପୂର୍ଣିମାରେ ପଡିବ । ଅର୍ଥାତ ଚନ୍ଦ୍ର ଗ୍ରହଣ ମେ ୫ ତାରିଖରେ ପଡିବା । ଏହି ଗ୍ରହଣ ତୁଳା ରାଶି ଏବଂ ସ୍ୱାତୀ ନକ୍ଷତ୍ରରେ ଲାଗିବ । ବୈଜ୍ଞାନିକ ଦୃଷ୍ଟି ରେ ଏହା ଉପାଛାୟା…

ଆଉ ୫ ଦିନ ଘଡ଼ଘଡ଼ି ବର୍ଷା, ୩୦ରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ପ୍ରଭାବ ଆଉ ୫ ଦିନ ଲାଗି ରହିବ । ୨ ତାରିଖ ଯାଏ ଘଡ଼ଘଡ଼ି ବର୍ଷା ହେବାକୁ ଥିବା ବେଳେ ୩୦ ତାରିଖରେ ପ୍ରବଳ ବର୍ଷା ନେଇ କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ସର୍ବାଧିକ ଦିନ ତାପମାତ୍ରାରେ ବିଶେଷ…