ଗିରଫ ହେଲେ କୁବେର ଅଧିକାରୀ ପ୍ରଶାନ୍ତ ରାଉତ, ରଖିଥିଲେ ଆୟଠାରୁ ୫୦୬% ସମ୍ପତ୍ତି
ଭୁବନେଶ୍ୱର: ଗିରଫ ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ଗତକାଲି ପ୍ରଶାନ୍ତଙ୍କ ଘର, କାର୍ଯ୍ୟାଳୟ ସମେତ ୯ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଘରୁ ନଗଦ ୩ କୋଟିରୁ…