ଯକ୍ଷ୍ମା ରୋଗ ଏକ ବଡ଼ ଆହ୍ୱାନ, ଏହା ସ୍ୱୀକାର କରି ନିରାକରଣ ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ: ଡିଏମ୍ଇଟି
ଭୁବନେଶ୍ୱର: ଯକ୍ଷ୍ମା ରୋଗ ଏବେ ମଧ୍ୟ ଏକ ସମସ୍ୟା ହୋଇ ରହିଛି । ଏହା ଆମ ପାଇଁ ଏକ ବଡ଼ ଆହ୍ୱାନ ଏବଂ ଏହାକୁ ସ୍ୱୀକାର କରି ଯକ୍ଷ୍ମା ନିରାକରଣ ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଓଡ଼ିଶାର ସରକାରଙ୍କ ଡାଇରେକ୍ଟର ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଙ୍ଗ୍ (ଡିଏମ୍ଇଟି) ପ୍ରଫେସର…