Latest Odisha News

BREAKING NEWS

ଶାହାରୁଖ ଫ୍ୟାନ୍ସଙ୍କୁ ଦେଲେ ଦିପାବଳୀ ଟ୍ରିଟ୍, ‘ପଠାନ’ର ଟିଜର ଆଉଟ

ମୁମ୍ବାଇ: ଶାହାରୁଖ ଖାନ ଦୀର୍ଘ ଦିନ ଧରି ତାଙ୍କର ସମସ୍ତ ପ୍ରୋଜେକ୍ଟରେ ବ୍ୟସ୍ତ ଥିଲେ। ୨୦୨୩ ମସିହାରେ ବଲିଉଡ କିଙ୍ଗ ଖାନ ତାଙ୍କର ତିନୋଟି ଚଳଚ୍ଚିତ୍ର ସହିତ ଧମାକା କରିବାକୁ ଯାଉଛନ୍ତି। ନିକଟରେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ପଠାନର ଟିଜର ରିଲିଜ ହୋଇଛି। ଏହା ସହିତ ତାଙ୍କ…

ବାପା-ମାଆଙ୍କ ଏହି ଅଭ୍ୟାସ ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅଭିଭାବକ ଏବଂ ସନ୍ତାନଙ୍କ ମଧ୍ୟରେ ଥିବା ସମ୍ପର୍କ ଅତି ଗୁରୁତ୍ୱପୂର୍ଣ୍ଣ। ତେବେ ବାପା ମାଆ ଯେଉଁ କାମ କରିବେ ତାହା ପରୋକ୍ଷ ବା ପ୍ରତ୍ୟେକ୍ଷ ଭାବେ ନିଜ ପିଲାଙ୍କ ଉପରେ ପ୍ରଭାବ ପକାଏ। ପିତାମାତାଙ୍କର ମଧ୍ୟ ଏପରି କିଛି ଭୁଲ କିମ୍ବା ଖରାପ ଅଭ୍ୟାସ ଅଛି ଯାହା…

ମଦ ବିକ୍ରିକୁ ବିରୋଧ କଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ଯାଜପୁର : ପୁଣି ମଦକୁ ବିରୋଧ କଲେ ମହିଳା । ବିଚିତ୍ରପୁର ପଞ୍ଚାୟତରେ ମଦ ବିକ୍ରିକୁ ବିରୋଧ କରି ଥାନାରେ ଅଭିଯୋଗ କଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ । ଦୀର୍ଘ ଦିନ ଧରି ପଞ୍ଚାୟତରେ ମଦ ବିକ୍ରି ହେଉଥିବା ଅଭିଯୋଗ କରାଯାଉଥିଲେ ମଧ୍ୟ ପୋଲିସ କିମ୍ବା ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ…

ଫଟା କେଶରୁ ମୁକ୍ତି ପାଇବାକୁ ହେଲେ ଆପଣାନ୍ତୁ ସହଜ ଉପାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଶୀତଦିନେ କେଶ ରୁକ୍ଷ, ଶୁଷ୍କ, କେଶ ତଳ ଫାଟିବା ଏବଂ ଝଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ। ଗରମ ପାଣି ବ୍ୟବହାର କରିବା ଦ୍ୱାରା କେଶର ଶୁଷ୍କତା ବଢିଯାଏ ଏବଂ ଦୁର୍ବଳ ହୋଇଯାଇ ଝଡି ଯାଇଥାଏ। ଏହାସହ ଏହି ଋତୁରେ ରୁପି ସମସ୍ୟା ମଧ୍ୟ ଦେଖାଯାଇଥାଏ। କେଶର ଏହି ସବୁ ସମସ୍ୟାର…

ଆଉଟସୋର୍ସିଂ ଭାବେ କାର୍ଯ୍ୟରତ କର୍ମଚାରୀଙ୍କ ବୈଠକ 

ଯାଜପୁର :  ଆଉଟସୋର୍ସିଂ ଭାବେ କାର୍ଯ୍ୟରତ କର୍ମଚାରୀଙ୍କୁ ନିୟମିତ କରିବା ଦାବୀରେ ବୈଠକ ଅନୁଷ୍ଠିତ ହୋଇଯାଇଛି  । ଦୀର୍ଘ ଦିନ ଧରି ନିୟମିତ କର୍ମଚାରୀଙ୍କ ଭଳି କାମ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିୟମିତ କର୍ମଚାରୀଙ୍କ ମାନ୍ୟତା ମିଳୁନଥିବା ଅଭିଯୋଗ ହୋଇଛି । ଏହି ଅଭିେଯାଗକୁ ନେଇ ଆଜି…

୨ ଘଣ୍ଟା ପରେ ହ୍ୱାଟ୍ସଆପ୍ ଉପରୁ ହଟିଲା ‘ପରାଗ’ ପ୍ରଭାବ !

ନୂଆଦିଲ୍ଲୀ: ସଚଳ ହେଲା ଅଚଳ ହ୍ୱାଟ୍ସଆପ୍ । ଦୀର୍ଘ ୨ ଘଣ୍ଟା ପରେ ହ୍ୱାଟ୍ସ,ଆପ୍ ଉପରୁ ପରାଗ ପ୍ରଭାବ ହଟିଛି । ମଙ୍ଗଳବାରି ଦିନ ପ୍ରାୟ ୧୨ଟା ୩୦ । ହଠାତ୍ ହ୍ୱାଟ୍ସଆପ୍ ସର୍ଭର ଡାଉନ୍ ହୋଇ ଯାଇଥିଲା । ଆଜି ଆଂଶିକ ସୂର୍ଯ୍ୟୋପରାଗ ସଂଗଠିତ ହେଉଥିବା ବେଳେ ହ୍ୱାଟ୍ସଆପ୍ ଭାରତ ସହ ଅଧିକାଂଶ ଦେଶରେ…

୭୫ ବର୍ଷ ହେଲାଣି ଟ୍ରାଫିକ ଜାମ୍‌

ନୂଆଦିଲ୍ଲୀ : ଦୁନିଆରେ ଏଭଳି କିଛି ସ୍ଥାନ ରହିଛି ଯେଉଁ ସ୍ଥାନ ବିଷୟରେ ଆମେ ଅଜଣା । ଏପରି ଅନେକ ସ୍ଥାନ ଅଛି ଯାହା ବିଶେଷ କଥା ପାଇଁ ପ୍ରସିଦ୍ଧ ଥାଏ । ସେହି ସ୍ଥାନକୁ ଲୋକମାନେ ଦେଖିବାକୁ ବହୁତ ଆଗ୍ରହ ପ୍ରକାଶ ମଧ୍ୟ କରିଥାଆନ୍ତି । ତେବେ ଆସନ୍ତୁ ଜାଣିବା ସେହି ସ୍ଥାନ ବିଷୟରେ ..…

ସୂର୍ଯ୍ୟୋପରାଗ ସମୟରେ ଖାଦ୍ୟରେ ତୁଳସୀ ପତ୍ର କାହିଁକି ରଖାଯାଏ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତ ବର୍ଷରେ ବର୍ତ୍ତମାନ ଧନତେରସ ସହ ପଞ୍ଚଦିବସୀୟ ଦୀପୋତ୍ସବ ପର୍ବ ପାଳନ କରାଯାଉଛି। କିନ୍ତୁ ଆଜି ଅର୍ଥାତ୍ ଅକ୍ଟୋବର ୨୫ ତାରିଖ ଦିନଟି ବର୍ଷର ଦ୍ୱିତୀୟ ସୂର୍ଯ୍ୟୋପରାଗ। ଭାରତରେ ସୂର୍ଯ୍ୟୋପରାଗ ଦିନ ୨ଟା ୨୯ ମିନିଟରେ ଆରମ୍ଭ ହେବ । ପ୍ରାୟ ୪ ଘଣ୍ଟା ୩ ମିନିଟ୍…

ବିବାହର ବର୍ଷକ ପରେ ନର୍ସଙ୍କ ଆତ୍ମହତ୍ୟା, ବାପ ଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଭୁବନେଶ୍ୱର: ଗତକାଲି ଦୀପାବଳିରେ ସମସ୍ତେ ଯେତେବେଳେ ଆଲୋକର ପର୍ବକୁ ଏକାଠି ହୋଇ ଖୁସିରେ ପାଳନ କରୁଥିଲେ ସେତେବେଳେ ଜଣେ ନବବଧୂ ସମସ୍ତଙ୍କୁ ପରକରିବାକୁ ଯାଇ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ପେଶାରେ ଜଣେ ନର୍ସ ଥିଲେ। ବର୍ଷେ ହେବ ବିବାହ କରିଥିଲେ। ଏବେ ସେ ଆତ୍ମହତ୍ୟା କାହିଁକି କଲେ…

ଋଷି ସୁନକଙ୍କୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ କାହିଁକି?

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ଭାରତର ଅନେକ ନେତା ଭାରତରେ ସଂଖ୍ୟାଲଘୁଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଉଛନ୍ତି। କଂଗ୍ରେସ ନେତା ଶଶି ଥରୁରଙ୍କ ପରେ ବର୍ତ୍ତମାନ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ…