Latest Odisha News

BREAKING NEWS

ଧର୍ମେନ୍ଦ୍ର ସାହୁ ଓ ଅର୍ଚ୍ଚନା ମାମଲାରେ କମିଶନରେଟ ପୋଲିସ ଅଫିସ ଆଗରେ ବିଜେପିର ଧାରଣା

ଭୁବନେଶ୍ୱର: ବହୁଚର୍ଚ୍ଚିତ ଧର୍ମେନ୍ଦ୍ର ସାହୁ ମୃତ୍ୟୁର ଅଭିଯୁକ୍ତ ମନ୍ତ୍ରୀ ସମୀର ଦାଶ ଓ ଅର୍ଚ୍ଚନା ନାଗ ସ୍କାଣ୍ଡାଲରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତେ ନୀରବ ସାଜିଛନ୍ତି ରାଜ୍ୟ ସରକାର ଏବଂ ଆଖି ବନ୍ଦ କରିଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ।…

ଲାପଟପ ଓ ମୋବାଇଲ ଚୋରି ଅଭିଯୋଗରେ ଏମବିଏ ଛାତ୍ରୀ ଗିରଫ

ଭୁବନେଶ୍ୱର: ହଷ୍ଟେଲରେ ନିଜ ସହପାଠୀଙ୍କ ମୋବାଇଲ ଓ ଲାପଟପ ଚୋରି ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ପୂଜା ଶାହା (୨୨) ଓ ଅହମଦ ହୁସେନ୍‌ (୨୩)। ପୂଜା ଶାହ ରାଜଧାନୀସ୍ଥିତ କିଟ୍ ବିଶ୍ବବିଦ୍ୟାଳୟରେ ଏମବିଏ ଦ୍ବିତୀୟ ବର୍ଷର ଛାତ୍ରୀ। ଲାପଟପ ଓ ମୋବାଇଲ ଚୋରି କରି…

ପର୍ଶୁରାମେଶ୍ୱର ମନ୍ଦିରରୁ ଆରମ୍ଭ ହେଲା ଓଡ଼ିଶା ୱାଲ୍କ୍ସ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଐତିହ୍ୟ ପରିଦର୍ଶନ ପାଇଁ ଓଟିଡିସି ପକ୍ଷରୁ ପ୍ରାତଃ ଭ୍ରମଣ ଆରମ୍ଭ ହୋଇଛି । ଆଜି ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିରରୁ ଓଡ଼ିସା ୱାଲ୍କ୍ସର ଶୁଭାରମ୍ଭ କରିଛନ୍ତି ଓଟିଡିସି ଅଧ୍ୟକ୍ଷ ଡ. ଲେନିନ୍ ମହାନ୍ତି । ଏହି ଅବସରରେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ତଥା…

ରେବଡି ସଂସ୍କୃତିରୁ ମୁକ୍ତ ହେବାକୁ ଚାହୁଁଛନ୍ତି ଦେଶର ଅଧିକାଂଶ ଜନତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ରେବଡି (ମାଗଣା ବଣ୍ଟନ) ସଂସ୍କୃତିକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ମୋଦି କହିଛନ୍ତି  ଦେଶର ଅଧିକାଂଶ ଜନତା ଏବେ ଚାହୁଁଛନ୍ତି ଦେଶ ରେବଡି ସଂସ୍କୃତିରୁ ମୁକ୍ତ ହେଉ । ମଧ୍ୟପ୍ରଦେଶର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 4.5 ଲକ୍ଷରୁ ଅଧିକ…

ବୋଲିଂରେ କୁରାନଙ୍କ କମାଲ, ୫ ୱିକେଟରେ ଇଂଲଣ୍ଡ ବିଜୟୀ

ପର୍ଥ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟ ଗ୍ରୁପ ୧ର ସୁପର ୧୨ ମୁକାବିଲାରେ ସାମ କୁରାନଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଇଂଲଣ୍ଡ ୫ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୧୯.୪ ଓଭରରେ ୧୧୨ ରନ କରି ଅଲଆଉଟ ହୋଇ ଯାଇଥିଲା । ଇବ୍ରାହିମ ଜର୍ଦ୍ଦାନ ୩୨…

ପାକିସ୍ତାନ ସହ ଖେଳିବା ପାଇଁ ଆମେ ପ୍ରସ୍ତୁତ: ରୋହିତ

ସିଡନୀ: ଆସନ୍ତାକାଲି ଅଷ୍ଟ୍ରେଲିଆରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ ଖେଳିବ । ଏହା ପୂର୍ବରୁ ଅଧିନାୟକ ରୋହିତ ଶର୍ମା ପ୍ରେସ ମିଟରେ ଦଳର  ପ୍ରସ୍ତୁତି ନେଇ ମତ ରଖିଛନ୍ତି ।  ସେ କହିଛନ୍ତି ବିଶ୍ବକପ ଖେଳିବା ଗୈାରବର କଥା । ଦେଶ ପାଇଁ ଖେଳିବା…

ବିଦ୍ୟୁତଙ୍କ ସନମ ରିମେକ ପାଇଁ ଆଗ୍ରହ ପ୍ରକାଶ କଲେ ହଲିଉଡ ନିର୍ମାତା

ମୁମ୍ବାଇ: ବିଦ୍ୟୁତ ଜାମୱାଲ ଅଭିନୀତ ଆକ୍ସନ ଥ୍ରୀଲର ସନକର ରିମେକ କରିବା ପାଇଁ ହଲିଉଡର ନାମୀ ନିର୍ମାତା ଆଗ୍ରହ ପ୍ରକାଶ କରିଛନ୍ତି । ସେ ଏଥିନେଇ ଏହାର ନିର୍ମାତା ବିପୁଲ ଅମୃତଲାଲ ଶାହଙ୍କୁ ଅନୁମତି ମାଗିଛନ୍ତି । ସନକ ୧୫ ଅକ୍ଟୋବର ୨୦୨୧ରେ ଡିଜନୀ ହଟଷ୍ଟାରରେ ଡିଜିଟାଲ ରିଲିଜ କରାଯାଇଥିଲା ।…

ଘୋଡ଼ାହାଡ଼ ଇକୋ ଟୁରିଷ୍ଟ ସ୍ପଟ୍‌ରେ ଆରମ୍ଭ ହେଲା ପର୍ଯ୍ୟଟକଙ୍କ ରାତ୍ରୀ ରହଣୀ

ବ୍ରହ୍ମପୁର: ଗଞ୍ଜାମ ଜିଲାର ସ୍ବତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ଘୋଡ଼ାହାଡ଼ ଜଳଭଣ୍ଡାରସ୍ଥିତ ଇକୋ ଟୁରିଷ୍ଟ ସ୍ପଟ୍‌ରେ ଶନିବାର ଠାରୁ ପର୍ଯ୍ୟଟକଙ୍କ ରାତ୍ରୀ ରହଣୀ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟଟକଙ୍କୁ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ(ଡିଏଫ୍‌ଓ) ଅମ୍ଲାନ ନାୟକ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।…

ଗୁମନାମୀ ବାବାଙ୍କ ଡିଏନଏ ରିପୋର୍ଟ ଶେୟାର କରିବାକୁ ମନା କଲେ ସରକାର

ନୂଆଦିଲ୍ଲୀ: ନେତାଜୀ ସୁଭାସ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ରହସ୍ୟ ପୁନର୍ବାର ଘନୀଭୂତ ହୋଇଛି । ନିକଟରେ ନେତାଜୀଙ୍କ ପରି ଦେଖା ଯାଉଥିବା ରହସ୍ୟମୟ ଗୁମନାମୀ ବାବାଙ୍କ ଡିଏନଏ ରିପୋର୍ଟ ହୁଗୁଳିର ସାୟକ ସେନ ନାମକ ଜଣେ ବ୍ୟକ୍ତି ଆରଟିଆଇ ମାଧ୍ୟମରେ ମଗାଇଥିଲେ । ଏହାର ଉତର ରଖି ଆରଟିଆଇ ପକ୍ଷରୁ କୁହା…

କ୍ଷତିପୂରଣ ଦାବିରେ ମୃତ ଦେହ ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ

ସୁବର୍ଣ୍ଣପୁର: ବିନିକା ରାସ୍ତାର ପାଣିସିଆଲି ଛକରେ ରାସ୍ତା ଅବରୋଧ କଲେ ଗ୍ରାମଵାସୀ । ଗତକାଲି ରାତିରେ ପମ୍ପଚର ହୋଇ ରାସ୍ତା କଡରେ ଛିଡା ହୋଇଥିବା ଏକ ମାଲବାହି ଟ୍ରକରେ ପିଟି ହୋଇ ଦୁଇଜଣ ବାଇକ ଆରୋହୀ ସରୋଜ ଭୋଇ ଓ ଟୁନା ଷାଣ୍ଢଙ୍କ ମୃତ୍ୟୁ ହୋଇଥିଲା । ତେବେ ଉଭୟ ମୃତକ ପରିବାରକୁ ୩ ଲକ୍ଷ…