Latest Odisha News

BREAKING NEWS

ଭିଜଲାନ୍ସ ପଞ୍ଝାରେ ଖଡ଼ିଆଳ ତହସିଲ କାର୍ଯ୍ୟାଳୟର ଡିଇଓ

ନୂଆପଡ଼ା : ଭିଜିଲାନ୍ସ ଜାଲରେ ପଡ଼ିଲେ ଖଡ଼ିଆଳ ତହସିଲ କାର୍ଯ୍ୟାଳୟର ଡିଇଓ ଭୋଳା ମହେଶ୍ଵର ଦଣ୍ଡସେନା । ଆବାସିକ ପ୍ରମାଣ ପତ୍ର ଦେବା ପାଇଁ ଜଣକ ପିଛା ୨ ହଜାର ଟଙ୍କା ଲେଖାଏଁ ମାଗିଥିଲେ ଡାଟା ଏଣ୍ଟ୍ରି ଅପରେଟର ଭୋଳା ମହେଶ୍ଵର ଦଣ୍ଡସେନା । ୧୫ ଟି ଆବାସିକ ପ୍ରମାଣ ପତ୍ର ପାଇଁ ଲାଞ୍ଚ…

ଧାମନଗର ଉପନିର୍ବାଚନ; ନୂଆ ମୁହଁକୁ ପ୍ରାର୍ଥୀ କଲା କଂଗ୍ରେସ, ମହିଳାଙ୍କୁ ପ୍ରାର୍ଥୀ କରିପାରେ ବିଜେଡି

ଭୁବନେଶ୍ୱର/ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ବାବା ହରେକୃଷ୍ଣ ସେଠୀ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ । ୧୪ ତାରିଖରେ ନାମାଙ୍କନ ସରୁଥିବା ବେଳେ ହାତରେ ଆଉ ୨ ଦିନ ରହିଛି । କିନ୍ତୁ ଏଯାଏ ବିଜେଡି ପ୍ରାର୍ଥୀ ଘୋଷଣା କରି ନାହିଁ । ଗତକାଲି ମଙ୍ଗଳବାର…

ବାଲି ଚୋରା ଚାଲାଣ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଯାଜପୁର: ବୈତରଣୀ, ବୁଢା,ଖରସ୍ରୋତା ନଦୀରୁ ବେଆଇନ ଭାବରେ ବାଲି ଚୋରା ଚାଲାଣ କରାଯାଉଛି  । ଆଜି ପ୍ରତିବାଦରେ ଯାଜପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ତେବେ ଆଗାମୀ ସାତ ଦିନ ମଧ୍ୟରେ ବେଆଇନ ବାଲି ଚାଲାଣକୁ ରୋକାନଗଲେ ତହସିଲ…

ଠକ ମହାକାଶଚାରୀ ଜାପାନୀ ମହିଳାଙ୍କଠାରୁ ଲୁଟିନେଲେ ୨୪ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜାପାନୀ ମହିଳାଙ୍କ ସହିତ ହେଲା ରୋମାନ୍ସ ସ୍କାମ । ବିବାହର ପ୍ରତିଶ୍ରୁତି ଦେଇ ଜଣେ ଠକ ମହାକାଶଚାରୀ ଜାପାନୀ ମହିଳାଙ୍କଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା। ନିଜକୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ କାର୍ଯ୍ୟ କରୁଥିବା ଋଷର ମହାକାଶଚାରୀ କହି ୨୪.୮ ଲକ୍ଷ ଟଙ୍କା…

୧୦ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ଯାଜପୁର : ବଡ଼ଚଣା ବ୍ଲକ ଅଧୀନସ୍ଥ ଦର୍ପଣ ପଂଚାୟତ କୋଲସାହି ଅଂଚଳରୁ ଅଜଗର ସାପ ଉଦ୍ଧାର। ନିକଟସ୍ଥ ଜଙ୍ଗଲରୁ ଏହି ଅଜଗର ସାପଟି ଗାଁ ଅଭିମୁଖେ ଚାଲି ଆସିଥିବା ବେଳେ ଅଜଗର ସାପଟିକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଏ ନେଇ ସ୍ଥାନୀୟ ଲୋକେ ଚଣ୍ଡିଖୋଲ ବନ ବିଭାଗକୁ ଜଣାଇଥିଲେ। ଘଟଣା…

ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ବାରିପଦା: ପର୍ଯ୍ୟଟକଙ୍କ ଲାଗି ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ । ଦୀର୍ଘ ୪ ମାସ ପରେ ନଭେମ୍ବର ୧ରୁ ଶିମିଳିପାଳ ଜାତୀୟ ଉଦ୍ୟାନ ଖୋଲିବ । ଜୁନ୍ ୧୫ରୁ ମୌସୁମୀ ଋତୁ ଆରମ୍ଭରୁ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ନଭେମ୍ବର ପହିଲାରୁ ପର୍ଯ୍ୟଟକ ଜଶୀପୁର ଓ ପିଠାବଟା ଗେଟ୍ ଦେଇ…

ଆପଣ ପିନ୍ଧୁଥିବା ଡେନିମ ଜିନ୍ସ କେମିତି ତିଆରି ହୋଇଥିଲା ଜାଣନ୍ତି?

ଓଡ଼ିଶା ସମ୍ବାଦ ବ୍ୟୁରୋ: ପୁଅ ହେଉ କିମ୍ବା ଝିଅ ସମସ୍ତଙ୍କୁ ଜିନ୍ସ ପିନ୍ଧିବାକୁ ଭଲ ଲାଗିଥାଏ । ଆଜିକାଲି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ନୀଳ ରଙ୍ଗ ବା ବ୍ଲୁ କଲର ଜିନ୍ସ ଥିବା ଦେଖିବାକୁ ମିଳେ। ପିଲାମାନଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ ଏହି ଡେନିମ ଜିନ୍ସ ସମସ୍ତଙ୍କ ପ୍ରିୟ। ଜିନ୍ସ ପିନ୍ଧିବା…

ଗୋଆ ଉପକୂଳରେ ଖସି ପଡ଼ିଲା ଯୁଦ୍ଧ ବିମାନ MiG 29K

ପାଣାଜୀ: ଗୋଆ ଉପକୂଳରେ ଯୁଦ୍ଧ ବିମାନ MiG 29K ଖସି ପଡ଼ିଛି । ବୁଧବାର ସମୁଦ୍ରକୁ ଖସି ପଡ଼ିଛି ଏହି ଯୁଦ୍ଧ ବିମାନଟି । ତେବେ ବିମାନର ପାଇଲଟ୍ ସୁରକ୍ଷିତ ଉଦ୍ଧାର ହୋଇଥିବା ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି । https://twitter.com/ANI/status/1580075819229028353 ନିୟମିତ…

ନବଜାତ ଶିଶୁର ମୃତ୍ୟୁ ପାଇଁ ଡାକ୍ତରଙ୍କୁ ଦାୟୀ କଲେ ପରିବାର ଲୋକେ

ନିଆଳି: ନବଜାତ ଶିଶୁର ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ଦାୟୀ କଲେ ସ୍ଥାନୀୟ ଲୋକେ । ଚିକିତ୍ସା ଅବହେଳାରୁ ନବଜାତ ଶିଶୁଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଏନେଇ ନବଜାତ ଶିଶୁର ମୃତ୍ୟୁକୁ ନେଇ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖାଦେଇଥିଲା ଉତ୍ତେଜନା । ପୁରୀ ଜିଲ୍ଲା…

ଆଗାମୀ ୩ ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ବର୍ଷା ନେଇ ୧୮ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ସ୍ୱଳ୍ପ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହେବ । ଏନେଇ ୧୮ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆଗାମୀ ୩ ଘଣ୍ଟା ମଧ୍ୟରେ ୧୮ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏଥିସହ…