Latest Odisha News

BREAKING NEWS

ଦେଶରେ ୨୦୦ଟି ରେଳ ଷ୍ଟେସନର ହେବ ନବୀକରଣ

ନୂଆଦିଲ୍ଲୀ: ଭାରତୀୟ ରେଳ ଷ୍ଟେସନଗୁଡ଼ିକର ନବୀକରଣ ଏବଂ ଆଧୁନିକ ସୁବିଧା କରିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ପ୍ରୟାସ ଜାରି ରହିଛି। ନିକଟରେ କ୍ୟାବିନେଟ ବୈଠକରେ ଭାରତର ତିନୋଟି ପ୍ରମୁଖ ଷ୍ଟେସନ ଯଥା ନୂଆଦିଲ୍ଲୀ, ଅହମ୍ମଦାବାଦ ଏବଂ ମୁମ୍ବାଇ ଛତ୍ରପତି ଶିବାଜୀ ଟର୍ମିନାସକୁ ସମ୍ପୂର୍ଣ୍ଣ…

କବିତା : ଆସେ ପାର୍ବଣର ଋତୁ

ସୁଜାତା ମିଶ୍ର ମୁଠାଏ ଗଙ୍ଗଶିଉଳି ଭିତରେ ମହକେ ଜୀବନ, କାଶ ଫୁଲର ଶୁଭ୍ରତାରେ ଘୁମଉ ଥାଏ ନିରୀମାଖି ସ୍ବପ୍ନ..., ଗାଢ଼ ନୀଳ ରଙ୍ଗର ବିସ୍ତୃତି ଭିତରେ ଧଳା ମେଘର ଉଆସ ତୋଳି ଚାଲେ ପ୍ରଜାପତି ଧରା ନିରୀହ ମନ, ରାତି ସାରା ସ୍ୱପ୍ନର ରଙ୍ଗ ବଦଳେଇ କଡ ଲେଉଟାଇ ଚାଲେ କବିତା ମୁଖର…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୪)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ବହୁତ ଥର ଭାବିଛି ନା ବହୁତ ହେଇଗଲା ଆଉ ନୁହେଁ .... ଏତେ ଅପମାନ ! ଆଜିଠାରୁ ଏଇଠି ଶେଷ ଏଇ ଅଦେଖା ,ଅସ୍ପୃଶ୍ୟ ତଥା ସ୍ବର୍ଗୀୟ ପ୍ରେମର ସମ୍ପର୍କ ଭାବି ଆସ୍ଥା ଦିନ ଦିନ ଧରି ଫୋନ କରୁନଥିଲା, ମେସେଜ କରୁ ନ ଥିଲା କି ଷ୍ଟାଟସ…

ମହାଶକ୍ତି ଦେବୀ ଦୁର୍ଗା

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ମହାଶକ୍ତି ଦେବୀ ମା' ଦୁର୍ଗାଙ୍କ ପୂଜା ଆଶ୍ୱିନ ମାସରେ ହିନ୍ଦୁମାନେ ମହାନନ୍ଦରେ ପାଳନ କରୁଥିବା ଏକ ବଡ଼ ଉତ୍ସବ । ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ ହେଉଥିବାରୁ ଏହା ବିଜୟ ଦଶମୀ ବା ଦଶହରା ନାମରେ ନାମିତ । 'ଦେବୀ ଭାଗବତ' ଓ…

ମା’ ସିଦ୍ଧିଦାତ୍ରୀ

ନବରାତ୍ରର ନବସ୍ୱରୂପର ନବମ ରୂପ ‘ମା’ ସିଦ୍ଧିଦାତ୍ରୀ ’ ଶାରଦୀୟ ନବରାତ୍ରର ନବମ ଅର୍ଥାତ ଅନ୍ତିମ ଦିବସରେ ମା' ଦୁର୍ଗାଙ୍କୁ ସିଦ୍ଧିଦାତ୍ରୀ ସ୍ୱରୂପରେ ଉପାସନା କରାଯାଏ। ଏହି ରୂପରେ ପଦ୍ମାସନା ଦେବୀ ଚତୁର୍ଭୂଜା ଓ ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି। ମା'…

ଭାଷା ଭାଗବତ : ବ୍ୟକ୍ତିତ୍ବ ବିସର୍ଜନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆସ୍ଥା, ସମ୍ମାନ, ଆନୁଗତ୍ୟ ନୁହଇ ଦୀର୍ଘସ୍ଥାୟୀ ସତ୍ୟ ବଦଳୁଥାଏ ଘନଘନ ଏପରି ସଂସାରୀ ଜୀବନ ବାଛିବା ପାଇଁ ବହୁ କିଛି ସଂସାରେ ପୂରି ରହିଅଛି ଯାହାର ଯେଉଁଭଳି ମନ ସେ କରେ ସେପରି ଚୟନ ବିକଳ୍ପଭରା ଏହି ବିଶ୍ବ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୫ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରମ ପୁରୁଷ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା ବିଷୟରେ ଚିନ୍ତା କରିବା ମାତ୍ରେ, ମନକୁ ଆସେ ନରେନ୍ଦ୍ର ପୁଷ୍କରିଣୀ କଥା। କାରଣ ସବୁଦିଗରୁ ଏହି ପୁଷ୍କରିଣୀ ଏକ ବିଶେଷ ମହତ୍ୱ…

ଖୁବଶୀଘ୍ର ଆସୁଛି ୫ଜି କନେକ୍ଟେଡ ଆମ୍ବୁଲାନ୍ସ, ହସ୍ପିଟାଲର ଜରୁରୀକାଳୀନ ୱାର୍ଡ ପରି କରିବ କାମ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରଯୁକ୍ତିକୌଶଳରେ ଜିଓ କମ୍ପାନୀ ବେଶ୍ ସଫଳତା ହାସଲ କରୁଛି। ପ୍ରଚଳନର ମାତ୍ର କିଛିବର୍ଷ ମଧ୍ୟରେ ଜିଓକୁ କେବଳ ଦେଶରେ ନୁହେଁ, ଦୁନିଆରେ ମଧ୍ୟ ବେଶ ପସନ୍ଦ କରିବାକୁ ଲାଗିଛନ୍ତି। ଜିଓ ୫ଜି ସ୍ମାର୍ଟଫୋନ ଓ ଜିଓବୁକ୍ ପରେ ଏବେ ୫ଜି କନେକ୍ଟେଡ ଆମ୍ବୁଲାନ୍ସ ଖୁବ ଶିଘ୍ର…

ଲଘୁଚାପ ପ୍ରଭାବ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ସମୁଦ୍ର ମଧ୍ୟରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରିରହିଛି ଲଗାଣ ବର୍ଷା । ଉପକୂଳ ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷାର ପ୍ରଭାବ ଜାରି ରହିଛି। ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଉପକୂଳ…

ଲୋକସଭା ନିର୍ବାଚନ ପ୍ରସ୍ତୁତି ପାଇଁ ନେତା ଅଭାବ ! ଦଳ ଭିତରେ ବିଜେପି କରିପାରେ ବଡ ଅଦଳ ବଦଳ

ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ । ବିଜେପି ଗାଦି ବଞ୍ଚାଇବାକୁ ଯୋଜନା କରୁଛି। ଅନ୍ୟପଟେ ବିରୋଧୀ ଗାଦି ଛଡାଇ ଆଣିବାକୁ ଯାଇ ଅନେକ ରଣନୀତି ଆପଣାଇବାକୁ ଯାଉଛନ୍ତି। ଏପରି ସ୍ଥିତିରେ ବିଜେପି ପାଖରେ ଆବଶ୍ୟକ ମୁତାବକ ନେତା ବା ଦକ୍ଷ ନେତା ନଥିବା କୁହାଯାଉଛି। ତେଣୁ ସାଂଗଠନିକ କାମ…