Latest Odisha News

BREAKING NEWS

ଶିଶୁ ଅନୁକୂଳ ଥାନା ଉଦ୍‌ଘାଟିତ

ବ୍ରହ୍ମପୁର: ବ୍ରହ୍ମପୁର ମହିଳା ଥାନା ପରିସରରେ ଶିଶୁ ଅନୁକୁଳ ଥାନା ଗୃହ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌, ଅତିରିକ୍ତ ଏସ୍‌ପି ଅସୀମ…

ଶ୍ରୀକ୍ଷେତ୍ର ଗୋସାଣୀ ପୂଜା କମିଟି ପକ୍ଷରୁ ଦିଆଗଲା ସ୍ୱଚ୍ଛ ଶ୍ରୀକ୍ଷେତ୍ର ବାର୍ତା

ପୁରୀ: ପୁରୀରେ ଗୋସାଣୀ ପୂଜା ବା ଦୁର୍ଗା ପୂଜାର ଚଳ ଚଂଚଳତା ଆରମ୍ଭ ହୋଇଗଲାଣି । ସମ୍ପୂର୍ଣ୍ଣ ଭିନ୍ନ ଶୈଳୀରେ ପୁରୀରେ ପାରମ୍ପାରିକ ରୀତି ନୀତିରେ ଏହାକୁ ପାଳନ କରାଯାଇଥାଏ । ଆଜି ଶ୍ରୀକ୍ଷେତ୍ର ଗୋସାଣୀ ପୂଜା କମିଟି ପକ୍ଷରୁ କିପରି ସ୍ୱଚ୍ଛ ବାତାବରଣରେ ଏହାକୁ ଆୟୋଜିତ କରାଯିବ ସେ ନେଇ…

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ: ଥରୁର-ଖଡ଼ଗେଙ୍କ ମଧ୍ୟରେ ଲଢ଼େଇ ସଂଭାବନା

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷିତ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ସରିଛି । ଆଜି ଶେଷ ଦିନରେ ତିନି ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଶଶୀ ଥରୁର, ମଲ୍ଲିକାର୍ଜୁନ ଖଡ଼ଗେ, ଏବଂ କେଏନ ତ୍ରିପାଠୀ ଏବେ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି । ଅକ୍ଟୋବର ୮ ତାରିଖ ହେଉଛି…

ଓଡ଼ିଆରେ ଦେଇ ହେବ OCS ପରୀକ୍ଷା, ୮ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଛି । କ୍ୟାବିନେଟରେ ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ସଂଶୋଧନକୁ ମଞ୍ଜୁରୀ ମିଳିଛି । UPSC ଭଳି OCSରେ ଗୋଟିଏ ଅପସିନାଲ ରହିବ । ୨୨୫୦ ମାର୍କର ପରୀକ୍ଷା ବଦଳରେ ୨୦୦୦ ମାର୍କର ପରୀକ୍ଷା ହେବ । ଓଡ଼ିଆରେ…

ବିବେକଙ୍କ ବିଫ ବୟାନ ନେଇ ସୃଷ୍ଟି ହେଲା ବିବାଦୀୟ ପରିସ୍ଥିିତି

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସ ଫିଲ୍ମ ମାଧ୍ୟମରେ ଚର୍ଚ୍ଚାକୁ ଆସିଥିବା ବିବେକ ଅଗ୍ନିହୋତ୍ରୀଙ୍କ ଏକ ପୁରୁଣା ବୟାନ ବଲିଉଡରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି । ଏକ ଭିଡିଓରେ ବିବେକ ମୁଁ ବିଫ ଖାଉଥିଲି ଏବଂ ଏବେ ଖାଉଛି । ଭିଡିଓ ଭାଇରାଲ ହେବା ପରେ ତାଙ୍କ ଫିଲ୍ମକୁ ବୟକଟ କରିବା ନେଇ…

ଘର କରାଇ ଦେବାକୁ ଲାଞ୍ଚ ନେଇ ଧରାପଡ଼ିଲେ ଜିଆରଏସ୍

ଝାରସୁଗୁଡ଼ା: ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଜିଆରଏସ୍ । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କନକତୋରା ପଞ୍ଚାୟତର ଜିଆରଏସ ମନୋଜ କୁମାର ସାହୁଙ୍କୁ ଧରିଛି ଭିଜିଲାନ୍ସ । ୧୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମନୋଜ ଧରା ପଡିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ…

ନେତପିଲା ପରମ୍ପରା, ମହାଦେବଙ୍କୁ ସ୍ୱାମୀ ଭାବେ ପାଇବାକୁ ବ୍ରତ ରଖନ୍ତି ସେବାୟତ ପରିବାରର କୁନି କୁନି ଝିଅ

ପୁରୀ: ବହୁ ପୁରାତନ କାଳରୁ ପ୍ରଚଳିତ ନେତ ପିଲା । ମାତା ପାର୍ବତୀ ମହାଦେବଙ୍କୁ ସ୍ୱାମୀ ଭାବେ ପାଇବାକୁ କଠୋର ତପସ୍ୟା କରିଥିଲେ । ସେହିଭଳି ଶ୍ରୀକ୍ଷେତ୍ରର ସେବାୟତ ପରିବାରର କୁନି କୁନି କୁଆଁରୀ କନ୍ୟାମାନେ ସଦାଶିବଙ୍କ ପରି ଭଲ ବର ପାଇବାକୁ ପ୍ରଭୁ ମାର୍କଣ୍ଡେୟକୁ ପୂଜାର୍ଚ୍ଚନା ସହ କଠୋର…

ଟି୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ପୁରସ୍କାର ରାଶି: ଚାମ୍ପିୟନ ଟିମକୁ ମିଳିବ ୧୩ କୋଟି

ମୁମ୍ବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଶୁକ୍ରବାର ପୁରସ୍କାର ରାଶି ଘୋଷଣା କରିଛି । ଅଷ୍ଟ୍ରେଲିଆରେ ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମେଗା ଇଭେଂଟର ଚାମ୍ପିୟନ ଦଳକୁ ଏଥର ୧୩ କୋଟି ଏବଂ ରନର୍ସଅପ ଦଳକୁ ୬.୫କୋଟି ଟଙ୍କା…

ପୁଅର ନାଁ ‘ରାମ’ ରଖି ପାରିବେ ନାହିଁ ସୈଫ୍ ଅଲି ଖାନ ! ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବଂ ସୈଫ ଅଲି ଖାନଙ୍କ ଅଭିନୀତ ଫିଲ୍ମ 'ବିକ୍ରମ ବେଧା' ଶୁକ୍ରବାର ଅର୍ଥାତ୍ ଆଜି ପ୍ରେକ୍ଷଳୟରେ ମୁକ୍ତିଲାଭ କରିଛି। ଏହି ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି। କିନ୍ତୁ ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ସୈଫଙ୍କ ଏକ ଭିଡିଓ ଦ୍ରୁତଗତିରେ ଭାଇରାଲ…

‘ତାରକ ମେହତା କା ଉଲଟା ଚଷମା’ରେ ଫେରୁଛନ୍ତି ସମସ୍ତଙ୍କ ପ୍ରିୟ କମେଡିଆନ ଦୟାବେନ

ମୁମ୍ବାଇ: ଛୋଟ ପରଦାର ସବୁଠୁ ଲୋକପ୍ରିୟ କମେଡି ଶୋ ‘ତାରକ ମେହତା କା ଉଲଟା ଚଷମା’କୁ ନେଇ ଖୁସି ଖବର । ପୁଣି ଟିଭି ପରଦାକୁ ଫେରୁଛନ୍ତି ସମସ୍ତଙ୍କ ପ୍ରିୟ କମେଡିଆନ ଦୟାବେନ (ଦିଶା ଭକାନି)। ଦୟାବେନ ତଥା ଦିଶା ୪ ବର୍ଷ ଧରି ଏହି କମେଡି ଶୋରେ ନଜର ଆସୁନିଥିଲେ। ପ୍ରଶଂସକମାନେ ତାଙ୍କ ଅଭିନୟକୁ…