Latest Odisha News

BREAKING NEWS

ଦମ୍ପତିଙ୍କୁ ଦଳି ଦେଲା ଦନ୍ତା, ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ

କାମାକ୍ଷାନଗର: ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ପଙ୍ଗାତିରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚାନ୍ଦପୁର ଗାଁରେ । କାଉଁଶିନାଳୀ ସାହିର ରମେଶ ବେହେରା ଓ ତାଙ୍କ ସ୍ତ୍ରୀ ତାରା ବେହେରା ଭୋର୍ ସମୟରେ ଶୌଚ ପାଇଁ ଘର ପାଖ…

‘ଡିଆଇଡି ସୁପର ମମ୍‌ସ୍‌’ ର ବିଜେତା ହେଲେ ଦିନ ମଜୁରିଆ ବର୍ଷା ବୁମ୍ରା

ମୁମ୍ବାଇ: ପିଲାଠାରୁ ବୃଦ୍ଧ, ସମସ୍ତଙ୍କ ପ୍ରିୟ ଜି ଟିଭିର ଡ୍ୟାନ୍ସ ରିଆଲିଟି ଶୋ' ଡିଆଇଡି। ନିକଟରେ ଜି ଟିଭିରେ ପ୍ରସାରିତ ହେଉଥିବା ଶୋ 'DID ସୁପର ମମ୍‌ସ୍ ସିଜିନ୍‌-୩‌' ଶେଷ ହୋଇଛି। ଆଉ ଏହି ଶୋ'ର ବିଜେତା ମଧ୍ୟ ଘୋଷଣା ହୋଇସାରିଛି। ରବିବାର ଅର୍ଥାତ୍‌ ଗତକାଲି ଡିଆଇଡି ସୁପର ମମ୍‌ସ୍‌…

୫୬ ବର୍ଷ ବୟସରେ ଶାହରୁଖଙ୍କ ସାର୍ଟଲେସ୍ ଲୁକ୍ ଦେଖି ଦିୱାନା ହେଲେ ଫ୍ୟାନ୍ସ

ମୁମ୍ବାଇ: ବଲିଉଡ଼ ବାଦଶାହ ଶାହରୁଖ ଖାନ ଗତ କିଛି ଦିନ ହେବ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଯବାନ' କୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ ସେ ଫିଲ୍ମ 'ପଠାନ'କୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସେ ସୋସିଆଲ ମିଡିଆରେ ଏକ ଲୁକ୍ ସେୟାର କରିଛନ୍ତି, ଯାହାକୁ ଦେଖି ଶାହରୁଖଙ୍କ ଫ୍ୟାନ୍ସ ତାଜୁବ…

‘ଖତରୋ କେ ଖିଲାଡି-୧୨’ର ୱିନର ହେଲେ ତୁଷାର କାଲିଆ, ହାତେଇଲେ ଦାମୀ କାର

ମୁମ୍ବାଇ: ଦୀର୍ଘ ପ୍ରତିକ୍ଷାର ଘଟିଲା ଅନ୍ତ। 'ଖତରୋ କେ ଖିଲାଡି-୧୨'ର ୱିନର ହେଲେ କୋରିଓଗ୍ରାଫର ତୁଷାର କାଲିଆ। ଟେଲି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ରିଆଲିଟି ଷ୍ଟଣ୍ଟ ଶୋ'ର ଗ୍ରାଣ୍ଡ ଫିନାଲିରେ 'ଖତରୋ କେ ଖିଲାଡି-୧୨'ର ଟ୍ରୋଫି ହାତେଇଲେ ତୁଷାର। ଏହି ଫିନାଲିରେ ରୋହିତଙ୍କ ଅପକମିଂ ଫିଲ୍ମ…

ଯୋଶୀ ବନାମ ପାଇଲଟ୍ : କିଏ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ!

ଜୟପୁର: ରାଜସ୍ଥାନ ରାଜନୀତି ଏବେ ଘଡିକେ ଘାେଡା ଛୁଟୁଛି । କିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ରାତିସାରା ନେତାଙ୍କ ସହ ଆଲୋଚନା ଚାଲିଛି । କୁହାଯାଉଛି ଅଶୋକ ଗେହଲୋଟଙ୍କ ଗୋଷ୍ଠୀର ୮୦ ବିଧାୟକ ବାଚସ୍ପତି ସିପି ଯୋଶୀଙ୍କୁ ଇସ୍ତଫା ଦେଇଛନ୍ତି । ସେମାନଙ୍କ କହିବା କଥା ପାଇଲଟଙ୍କୁ…

ଭାରତର ରୋମାଂଚକର ବିଜୟ, ସିରିଜ ହାତେଇଲା ଟିମ ଇଣ୍ଡିଆ

ହାଇଦ୍ରାବାଦ: ରୋମାଞ୍ଚକର ତୃତୀୟ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍‌ରେ ହରାଇଛି ଟିମ୍ ଇଣ୍ଡିଆ । ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌କୁ ଭାରତ ୨-୧ରେ ଜିତି ନେଇଛି। https://twitter.com/BCCI/status/1574097853877583872?s=20&t=_TJaqjBJ77D4fN4J4UU2Qw…

ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍; ୭ ମୃତ, ୧୦ ଗୁରୁତର

ସିମଲା: ହିମାଚଳ ପ୍ରଦେଶ କୁଲ୍ଲୁ ଜିଲ୍ଲାସ୍ଥିତ ବଞ୍ଜାର ଘାଟି ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରବିବାର ରାତି ଘାଟିରେ ଓଲଟିଲା ଏକ ଯାତ୍ରୀବାହୀ ବସ। ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୦ ଜଣ ଗୁରୁତର ଅଛନ୍ତି। ୫ ଜଣଙ୍କୁ କୁଲ୍ଲୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୬)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଆସ୍ଥା ଦେଖିଲା ବେଳକୁ ମୋବାଇଲରେ ଅଜଣା ନମ୍ବରଟେ !! ସେ ଯେତେବେଳେ ବି ସ୍ୱପ୍ନିଲ ଙ୍କର କଲ୍ ରିସିଭ୍ କରିଛି କିଛି କ୍ଷଣ ଖୁସି ପାଇଁ ତାକୁ ପୁଳାଏ ଦୁଃଖ ,ଯନ୍ତ୍ରଣା ,ଅସହାୟତାକୁ ଗଟଗଟ କରି ପିଇବାକୁ ପଡିଛି ! ଆଉ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୭ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପୂର୍ବ ଦିଗରେ ଅବସ୍ଥିତ ଅଙ୍ଗିରସ ମହର୍ଷିଙ୍କ ଆଶ୍ରମ ଭିତରେ ଥିବା ବା ପୂଜା ପାଉଥିବା ଠାକୁରଙ୍କ ବିଷୟରେ ଆଲୋଚନା ଜାରି ରଖିବା । ଏହି…

ଭାଷା ଭାଗବତ : ଭାଷାର ସୀମିତ ବଳୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରଶଂସାପ୍ରାପ୍ତି ଆଶାକାରୀ କିଛି ବି ପାରେନାହିଁ କରି ନିରବେ କରେ ଯିଏ କାମ ଅବଶ୍ଯ ରଟେ ତା ସୁନାମ ଯାହାକୁ ମିଳେନି ବିଶ୍ରାମ ତା'ର କର୍ମର ପରିଣାମ ଭୋଗଇ ମଣିଷ ସମାଜ ତାହା ହିଁ ହୁଅଇ ସ୍ବୀକାର୍ଯ ନିଜ କାମରେ…