Latest Odisha News

ବଜାରରେ ବିକ୍ରି ହେଉଛି ସାଓମିର ନକଲି ସାମଗ୍ରୀ, ୯୦୦୦ ସାମଗ୍ରୀ ଜବତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶର ଅଧିକାଂଶ ଲୋକ ଅନଲାଇନରେ ସାମଗ୍ରୀ କିଣିବାକୁ ପସନ୍ଦ କରନ୍ତି, କିନ୍ତୁ କିଛି ପ୍ଲାଟଫର୍ମ ନକଲି ସାମଗ୍ରୀ ମଧ୍ୟ ବିକ୍ରି କରନ୍ତି। ଏଥିପ୍ରତି ଆପଣଙ୍କୁ ସତର୍କ ରହିବା ଉଚିତ୍। ବର୍ତ୍ତମାନ ଅନଲାଇନରେ ସେଲ୍ ଏବଂ ଅଫର୍ ଚାଲିଛି। ଏଥିରେ ମୋବାଇଲ ଫୋନ ଡିସକାଉଣ୍ଟରେ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୩)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସମ୍ଭବ ଅନୁଭବ କରୁଛନ୍ତି ଆସ୍ଥା ପ୍ରକୃତରେ ଠିକ ନାହାନ୍ତି ! ପିଲାମାନେ ବି ଅନୁଭବ କଲେଣି ମାମାଙ୍କର କିଛି ଗୋଟେ ହୋଇଛି ! ପାପାଙ୍କୁ କହି କିଛି ଗୋଟେ କରିବାକୁ ପଡିବ ! କଣ ବି କରିବେ ସେମାନେ ? କୁନି ପିଲା ,ଏପଟେ କରୋନାର…

କର୍ମଫଳ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ବୁଢ଼ୀ ମାଆଟା ସେଦିନ ଦୁଆର ମୁହଁରେ ଠିଆ ହୋଇ ଭୋ ଭୋ କାନ୍ଦୁଥିଲା। ନିଜ ପଣତରେ ନିଜ ଆଖିରୁ ବହି ଯାଉଥିବା ଲୁହକୁ ପୋଛୁଥିଲା। କିନ୍ତୁ କାହାକୁ କିଛି କହୁନଥିଲା ସେ। କେବଳ ମଝିରେ ମଝିରେ ତଳେ ବସୁଧା ଉପରେ ଧର୍ମ ଦେବତାକୁ ସାକ୍ଷୀ…

ଦେଶର ସର୍ବକନିଷ୍ଠ ଧନୀ ତାଲିକାରେ ୧୯ ବର୍ଷୀୟ କୈବଲ୍ୟ ଭୋରା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶରେ ଏକ ନମ୍ବର ଧନୀ ବ୍ୟକ୍ତିଙ୍କ ଆଇଆଇଏଫଏଲ ୱେଲଥ୍ ହୁରୁନ୍ ୨୦୨୨ ତାଲିକା ପ୍ରକାଶ ପାଇଛି। ଏଥିରେ ଦ୍ରୁତତମ ବାଣିଜ୍ୟ କମ୍ପାନୀ ଜିପଟୋ'ର ସହ-ପ୍ରତିଷ୍ଠାତା କୈବଲ୍ୟ ଭୋରା ସର୍ବକନିଷ୍ଠ ଧନୀ ଟିନଏଜର (କିଶୋର) ସ୍ଥାନ ହସଲ କରିଛନ୍ତି। ଯିଏ ଷ୍ଟାର୍ଟଅପ୍ ଡେଲିଭରୀ…

ଭାଷା ଭାଗବତ : ଯୁକ୍ତି ଓ ପ୍ରଯୁକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଥିଲା ଗୋଟିଏ ଧନୀ ତ୍ପଲା କାହାଠୁଁ କିଛି ନ ଶିଖିଲା ବାପକୁ ବାଧିତ୍ନ ଏ କଥା କରିତ୍ନ ଆଉ ବେଶି ଚିଂତା ଏବେ ରହୁଛି ଘରେ ବତ୍ସ ଧନ ରଖିଛି ବୋଲି ଖୁତ୍ସ * ଖି ଥି ଧି ଧାରାରେ ତ୍ନ ତ୍ପ ତ୍ମ ନୁହେ କି ସତରେ ନି ପି ମି ?…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୪   ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ମନ ରୂପୀ ଗଜ ଭକ୍ତିର ସହ ଆକୁଳ ନିବେଦନ କରିବାରୁ, ଇନ୍ଦ୍ରିୟ ଲାଳସା ରୂପୀ କୁମ୍ଭୀର କବଳରୁ ରକ୍ଷା ପାଇଥିଲା। ଏହି ସାରତତ୍ତ୍ୱର ଆଲୋଚନା…

କବିତା : ପ୍ରେମ ଏକ

ମିନାକ୍ଷୀ ଦ୍ବିବେଦୀ    ଜୀବନ ନଈର ସାୟାହ୍ନରେ ଉଆଁସି ଜହ୍ନ ତାର ଅବାଞ୍ଛିତ ପ୍ରଶ୍ନ... ପ୍ରେମ ତ ଥିଲା ତା ଶାଶ୍ବତ ଆତ୍ମାର ତାର ପବିତ୍ର ଭାବନା ର, ତା ର ଅସଂଖ୍ୟ ଫୁଲ ଫୁଟା ହସର, ଆଜି ସେ ପ୍ରେମର ନିରୀହ ଦୀର୍ଘଶ୍ଵାସରୁ ପବନ ଚାଲିଯାଏ ଜ୍ୟୋସ୍ନା ର ବାୟୁକୋଷକୁ, ଆଉ ବର୍ଷ…

କଟକରେ ପୁଣି ଜବତ ହେଲା ନକଲି ଔଷଧ

କଟକ: ପୁଣିଥରେ କଟକରୁ ନକଲି ଔଷଧ ଜବତ ହୋଇଛି। କଟକର ୩ଟି ଔଷଧ ବିତରକ ବା ଷ୍ଟକିଷ୍ଟଙ୍କ ନିକଟରରୁ ନକଲି ଔଷଧ ଜବତ ହୋଇଛି।ନିମଚଉଡିସ୍ଥିତ କ୍ୟାଲ ଏଜେନ୍ସି, ନୟସଡ଼କସ୍ଥିତ ମହାବୀର ପ୍ରସାଦ ରାଧେଶ୍ୟାମ ଓ ଏମଏଚ ଫର୍ମାସିରୁ ୨୦ଲକ୍ଷ ଟଙ୍କାର ମେଡିସିନ ଜବତ ହୋଇଛି। ରାଜ୍ୟ ଭେ‌ଷଜ ନିୟନ୍ତ୍ରଣ…

ବିଶ୍ବ ମଞ୍ଚରେ ଚୀନକୁ ଭାରତର ଟାର୍ଗେଟ, ଯୁଦ୍ଧ ଶେଷ କରିବାକୁ କଲା ଆହ୍ୱାନ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ୟୁକ୍ରେନ ସଙ୍କଟକୁ ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଚର ଏସ ଜୟଶଙ୍କର ଉଦବେଗ ପ୍ରକାଶ କରିଛନ୍ତି। ଋଷ-ୟୁକ୍ରେନ ଯୁଦ୍ଧକୁ ତୁରନ୍ତ ଶେଷ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଜୟଶଙ୍କର କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ସମଗ୍ର…

କରୋନା ମହାମାରୀ ଶେଷ ହୋଇନି, କିନ୍ତୁ ଶେଷ ପର୍ଯ୍ୟାୟରେ ଅଛି…

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ମହାନିର୍ଦ୍ଦେଶକ  ଟେଡ୍ରସ ଘେବ୍ରେସସ୍ କରୋନା ମହାମାରୀର ଅନ୍ତ ସମ୍ପର୍କରେ ଏକ ବଡ଼ ବିବୃତ୍ତି ରଖିଛନ୍ତି। WHO ମୁଖ୍ୟ ଗୁରୁବାର ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) କୁ କହିଛନ୍ତି ଯେ ମହାମାରୀ ଶେଷ ହୋଇନାହିଁ, କିନ୍ତୁ ଏହାର ଶେଷ…