ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୪
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ମନ ରୂପୀ ଗଜ ଭକ୍ତିର ସହ ଆକୁଳ ନିବେଦନ କରିବାରୁ, ଇନ୍ଦ୍ରିୟ ଲାଳସା ରୂପୀ କୁମ୍ଭୀର କବଳରୁ ରକ୍ଷା ପାଇଥିଲା। ଏହି ସାରତତ୍ତ୍ୱର ଆଲୋଚନା…