Latest Odisha News

BREAKING NEWS

ଏହି ଲକ୍ଷଣକୁ ଅବହେଳା କରନ୍ତୁ ନାହିଁ, ନଚେତ୍ ହୋଇପାରେ ବ୍ରେନ୍ ଷ୍ଟ୍ରୋକ୍

ମସ୍ତିଷ୍କ ହେଉଛି ଆମ ଶରୀରର ସବୁଠାରୁ ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଯଦି ଏହା କୌଣସି ପ୍ରକାରେ ପ୍ରଭାବିତ ହୁଏ, ତେବେ ଏହାର ପ୍ରଭାବ ଆମ ଶରୀର ଉପରେ ଦେଖାଯାଏ। ଆମର ମସ୍ତିଷ୍କ ଏକ ଉପାୟରେ କମ୍ପ୍ୟୁଟରର ଭୂମିକା ଗ୍ରହଣ କରେ, ଯାହା ସମଗ୍ର ଶରୀରକୁ ନିର୍ଦ୍ଦେଶ ଦେବା ପାଇଁ କାର୍ଯ୍ୟ…

ସାମୀଙ୍କୁ କରୋନା, ଭାରତୀୟ ଦଳରେ ସାମିଲ ହେଲେ ଉମେଶ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ଭାରତର ପେସ ବୋଲର ମହମ୍ମଦ ସାମୀ ଓହରି ଯାଇଛନ୍ତି । ସେ କରୋନା ସଂକ୍ରମିତ ହୋଇଥିବାରୁ ଏହି ପଦକ୍ଷେପ ନେଇଛନ୍ତି । ସାମୀଙ୍କ ସ୍ଥାନରେ ୩ ବର୍ଷ ପରେ ଉମେଶ ଯାଦବ ଦଳରେ ସ୍ଥାନ ପାଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପୂର୍ବରୁ ସାମି ସୁସ୍ଥ ହୋଇ…

ମାର୍ଚ୍ଚ ୨୦୨୩ ସୁଦ୍ଧା ନୂଆ ବସ ଟର୍ମିନାଲ

ଭୁବନେଶ୍ୱର: ବରମୁଣ୍ଡା ସ୍ଥିତ ଆନ୍ତ ରାଜ୍ୟ ବସ ଟର୍ମିନାଲର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି  5T ସଚିବ ଭି. କେ. ପାଣ୍ଡିଆନ  । ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ଆନ୍ତ ରାଜ୍ୟ ବସ ଟର୍ମିନାଲରେ ପ୍ରତିଦିନ  ରାଜ୍ୟର ବିଭିନ୍ନ ଅଞ୍ଚଳ କୁ ଶହ ଶହ ବସ  ଚଳା ଚଳ  ହୋଇଥାଏ  । ଏହା ଏକ…

ପ୍ରତିକୂଳ ପାଗରେ ପରାକ୍ରମ ଦେଖାଇଲା ବାୟୁସେନା, ବନ୍ଦେ ମାତରମ୍ ଧ୍ୱନିରେ କମ୍ପିଲା ବେଳାଭୂମି

ପୁରୀ: ସମୟ ସକାଳ ୧୦ଟା ୪୫ । ପ୍ରତିକୂଳ ପାଗ, ଏୟାର ଶୋକୁ ନେଇ ସମସ୍ତଙ୍କ ମନରେ ଆଶଙ୍କା ସହ ଥିଲା ଉତ୍କଣ୍ଠା । ଚାହୁଁ ଚାହୁଁ ପୁରୀ ବେଳାଭୂମିର ନୀଳଆକାଶ ଚିରି ସମୁଦ୍ର ଉରେ ଘୂରି ବୁଲିଥିଲା ଭାରତୀୟ ବାୟୁ ସେନାର ୯ଟି ଲଢ଼ୁଆ ହକ୍ ବିମାନ । ସମୁଦ୍ର ଉପରେ ବିମାନରେ ଗୋଟିଏ ପରେ ଗୋଟିଏ ରଣକୌଶଳ…

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବୟସ ପାର୍ଥକ୍ୟ କେତେ ରହିବା ଉଚିତ୍ ?

କଥାରେ ଅଛି, 'ବୟସ କେବଳ ଏକ ମାତ୍ର ସଂଖ୍ୟା'। ଏହି ଉକ୍ତିଟି ଆତ୍ମାକୁ ସନ୍ତୁଷ୍ଟ କରେ କିମ୍ବା ଆତ୍ମ-ପ୍ରେରଣା ପାଇଁ ଭଲ। କିନ୍ତୁ ଯେତେବେଳେ ବିବାହାକୁ ନେଇ ପ୍ରଶ୍ନ ଉଠେ ସେତେବେଳେ ଏହି ବୟସ ସମ୍ପର୍କରେ ଚିନ୍ତା କରିବାକୁ ବାଧ୍ୟ ହୁଅନ୍ତି ଲୋକେ। ଜଣେ ବ୍ୟକ୍ତିର ବୟସ ବଢିବା ସହିତ ତାର…

ଏଜେଣ୍ଟ ୪୨୦; SHG ସହ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ

ଯାଜପୁର: ଜଣେ ମହିଳା ଶହ ଶହ ମହିଳାଙ୍କୁ ଠକି ଛନ୍ତି । ଝାଳବୁହା ଧନକୁ ନକଲି ରସିଦ୍ ଦେଇ ନେଇ ଯାଇଛନ୍ତି । ଜଣେ କି ଦୁଇ ଜଣ ନୁହଁ ପ୍ରାୟ ୮୦ରୁ ଅଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସହ ଅନେକ ଗରିବ ଲୋକ ଠକାମୀର ଶିକାର ହୋଇଥିବା ଅଭିଯୋଗ ହୋଇଛି । କବାଟବନ୍ଧ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ…

ଯୁବପିଢ଼ିଙ୍କ ଭବିଷ୍ୟତକୁ ନଷ୍ଟ କରିପାରେ ଏହି ଅଭ୍ୟାସ !

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି କେବଳ ଯେ ଶାସନ ପାଇଁ ନୁହେଁ ବରଂ ମାନବ ଜୀବନରେ ମଧ୍ୟ ବହୁତ ସହାୟକ ହୋଇଛି। ଚାଣକ୍ୟ ନିଜ ନୈତିକତା ଏବଂ ସଫଳ ବ୍ୟକ୍ତିଙ୍କ ବିଷୟରେ ଅନେକ କଥା କହିଛନ୍ତି। ଆଜିର ଯୁବପିଢି ଦୈନନ୍ଦିନ ଜୀବନଶୈଳୀକୁ ଏପରି ତିଆରି କରିଛନ୍ତି ଯାହା ଖରାପ ଦିଗକୁ ଗତି କରୁଛି। ତେବେ ଏପରି…

ଅକ୍ଟୋବର ୩୧ରୁ ଓଡ଼ିଶାରେ ‘ଭାରତ ଯୋଡ଼ୋ’ ଯାତ୍ରା

ଭୁବନେଶ୍ୱର :  ଅକ୍ଟୋବର ୩୧ରୁ ଆରମ୍ଭ ହେବ ‘ଭାରତ ଯୋଡ଼ୋ’ ଯାତ୍ରା । ଭୁବନେଶ୍ୱର ଇନ୍ଦିରା ପାର୍କରୁ ଆରମ୍ଭ ହେବ ‘ଭାରତ ଯୋଡ଼ୋ’ ଯାତ୍ରା । ଏହା ପ୍ରାୟ ଶହେ ଦିନ ଯାଏଁ ହେବ । ୨୨୫୦ କିଲୋମିଟର ପଦଯାତ୍ରା ହେବ। ୨୦ ସଂସଦୀୟ କ୍ଷେତ୍ରରେ ହେବ ଏହି  ଯାତ୍ରା।  ଏଥିରେ ବିଭିନ୍ନ ସାମାଜିକ କର୍ମୀଙ୍କୁ…

ହକି ଇଣ୍ଡିଆର ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ଦିଲୀପ ତିର୍କୀ

ଭୁବନେଶ୍ୱର: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଅଲମ୍ପିଆନ୍ ଦିଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପରେ ପ୍ରତିକ୍ରିୟାରେ ଦିଲୀପ ତିର୍କୀ କହିଛନ୍ତି, ଭାରତୀୟ ହକିକୁ ଉଚ୍ଚକୁ ନେବାକୁ ମୁଁ ବଦ୍ଧ ପରିକର । ସମସ୍ତଙ୍କ…

୬୦ ଛାତ୍ରୀଙ୍କ ଏମଏମଏସ୍ ଭାଇରାଲ, ଆତ୍ମହତ୍ୟା ଉଦ୍ୟମ କଲେ ୮ ଛାତ୍ରୀ

ଚଣ୍ଡିଗଡ଼: ପଞ୍ଜାବର ମୋହାଲୀ ସ୍ଥିତ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଅଭାବନୀୟ କାଣ୍ଡ। ଏଠାରେ ଜଣେ ଛାତ୍ରୀ ଅନ୍ୟ ଛାତ୍ରୀମାନଙ୍କର ସ୍ନାନ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଛି। ଯେଉଁଥିପାଇଁ ଗତକାଲି ବିଳମ୍ବିତ ରାତିରେ ଚଣ୍ଡୀଗଡ଼ ୟୁନିଭର୍ସିଟିରେ ହଙ୍ଗାମା ହୋଇଥିବା ସୂଚନା…