Latest Odisha News

BREAKING NEWS

ରତ୍ନଭଣ୍ଡାର ଖୋଲିବା ନେଇ ବିଜୟ ମହାପାତ୍ରଙ୍କ ଦାବୀ

ଭୁବନେଶ୍ୱର : ରତ୍ନଭଣ୍ଡାର ଖୋଲିବା ନେଇ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଆଇନ ମନ୍ତ୍ରୀ ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଛନ୍ତି  । ସେ କହିଛନ୍ତି  ନିକଟରେ ଆମିକ୍ୟସ କ୍ୟୁରି କୋର୍ଟଙ୍କ ନିର୍ଦ୍ଦେଶରେ ପୁରୀ ଆସିଥିଲେ। ସେ ଅନୁଭବ କରିଛନ୍ତି ସୁରକ୍ଷା ଓ ମରାମତି ଦିଗରେ…

ଭଲ ପାଇ ପଳାଇଥିଲେ… ଖୋଜି ଆଣିଲା ପୋଲିସ

ରାୟଗଡ଼ା: ମାଓ ପ୍ରବଣ ଅଞ୍ଚଳରୁ ଅପହୃତ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ । ବିଷମ କଟକ ଥାନାରେ ମହିଳା ଏଏସ୍ଆଇ ସାହସିକତାର ସହ ମାଓ ଅଞ୍ଚଳରୁ ଅପହୃତ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ଗତ ଅକ୍ଟୋବର ୭ ତାରିଖରେ ଯୁବତୀ ନିଖୋଜ ନେଇ ପରିବାର ଲୋକ ଏତଲା ଦେଇଥିଲେ । ଅପହରଣ ମାମଲା ରୁଜୁ କରି…

[ଦେଖନ୍ତୁ ଭିଡିଓ] ଆଦିବାସୀଙ୍କ ନିଆରା ବିଶ୍ୱାସର ପର୍ବ ଜନା ସରଣୀ ପୂଜା

ରାୟଗଡ଼ା: ଏଠି ବିଶ୍ୱାସରେ ବନ୍ଧା ଆଦିବାସୀ ସମ୍ପ୍ରଦାୟ । ବିଶ୍ୱାସ ହେଉଛି ସେମାନଙ୍କ ଜୀବନ ଯାପନର ପୁଞ୍ଜି । ଏହାକୁ ଆଧାର କରି ସେମାନେ ବଞ୍ଚିଥାନ୍ତି । ପ୍ରକୃତି ଉପାସନା ସେମାନଙ୍କ ଆଉ ଏକ ପରମ୍ପରା । ସେଥିପାଇଁ ଋତୁ ଅନୁଯାୟୀ ଏମାନଙ୍କ ନିୟାରା ପୂଜା ପରମ୍ପରା ରହିଛି । ପୂଜା ପାର୍ବଣ ସତେ…

ପୀଡିତା ବାପାଙ୍କ ଅଭିଯୋଗ : ହୀନ ରାଜନୀତି କରୁଛି ପାରାଦ୍ଵୀପ ବିଜେପି

ପାରାଦ୍ଵୀପ :  ଅଗଷ୍ଟ ୨୬ ତାରିଖରେ ପାରାଦ୍ଵୀପ ଠାରେ ଆଶା କର୍ମୀ ବଳତ୍କାର ଘଟଣାକୁ ନେଇ ରାଜନୀତି ଆରମ୍ଭ ହେଇଯାଇଛି  । ଏହାକୁ ନେଇ ପାରାଦ୍ଵୀପ ବିଜେପି ହୀନ ରାଜନୀତି କରୁଥିବାର ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି ପୀଡିତା ଙ୍କ ବାପା  । ଘଟଣାକୁ ଭୁଲି ବଞ୍ଚିବା ପାଇଁ ଚେଷ୍ଟା…

କେଉଁ ଦିଗରେ ଅଖଣ୍ଡ ଦୀପ ଜଳିଲେ ଘରେ ସୁଖ ଓ ସମୃଦ୍ଧି ଆସେ ? ଜାଣନ୍ତୁ ବାସ୍ତୁ ନିୟମ

ଚଳିତ ବର୍ଷ ଶାରଦୀୟ ମାଆ ଦୁର୍ଗା ପୂଜା ବା ନବରାତ୍ରୀ ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି, ଯାହା ଅକ୍ଟୋବର ୫ ତାରିଖରେ ଶେଷ ହେବ। ନବରାତ୍ରିର ନଅ ଦିନରେ ମା ଦୁର୍ଗାଙ୍କର ନଅ ପ୍ରକାର ପୂଜା କରାଯାଏ। ମାଆଙ୍କୁ ଆରଧନା ଓ ପୂଜା କଲେ ଜୀବନରେ ଚାଲିଥିବା ସମସ୍ୟା ଦୂର ହୋଇଥାଏ।…

ଘୂର୍ଣ୍ଣିବଳୟ ପ୍ରଭାବରେ ପ୍ରବଳ ବର୍ଷ

ଭୁବନେଶ୍ୱର : ଘୂର୍ଣ୍ଣିବଳୟ ପ୍ରଭାବରେ ଆଜିଠାରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଠାରୁ ଦୁଇଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବାବେଳେ ୨୦ ଓ ୨୧ ତାରିଖରେ ଉପକୂଳ ଓ ପଶ୍ଚିମ ଓଡ଼ିଶା କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା…

କବିତା ହେଉଛି ସାହିତ୍ୟର ଆତ୍ମା : ପ୍ରହଲ୍ଲାଦ ଶତପଥି

ଓଡ଼ିଆ ସାହିତ୍ୟର ଏକ ସଶ୍ରଦ୍ଧ ଉଚ୍ଚାରଣ ପ୍ରହଲ୍ଲାଦ ଶତପଥି। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ ରଚିତ କବିତାର ଶବ୍ଦବିନ୍ୟାସ ଏବଂ ନିଖୁଣ ଉପସ୍ଥାପନା ତାଙ୍କ ସମାଲୋଚକଙ୍କୁ ମଧ୍ୟ ବାଧ୍ୟ କରିଦିଏ ତାଙ୍କ…

ହ୍ରିତିକଙ୍କୁ ଡ୍ୟାନ୍ସ କରିବା ମନା !

ମୁମ୍ବାଇ: ହ୍ରିତିକ ରୋଶନଙ୍କ ଅଭିନୀତ ଫିଲ୍ମ 'ବିକ୍ରମ ବେଧା'ର ନୂଆ ଗୀତ 'ଆଲକୋହୋଲିୟା' ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ହ୍ରିତିକ ରୋଶନ ପ୍ରାୟ ତିନି ବର୍ଷ ପରେ ପରଦାକୁ ଫେରୁଛନ୍ତି। ଗୀତରେ ହ୍ରିତିକ ରୋଶନ ତାଙ୍କର ସର୍ବୋତ୍ତମ ଡ୍ୟାନ୍ସ ମୁଭସ୍ ପ୍ରଦର୍ଶନ କରୁଛନ୍ତି। ତେବେ…

ସ୍ୱାମୀ କରାଇଥିଲେ ଲିଙ୍ଗ ପରିବର୍ତ୍ତନ, ଆଠ ବର୍ଷ ପରେ ସତ ଜାଣିଲେ ସ୍ତ୍ରୀ

ଅହମ୍ମଦାବାଦ: ସ୍ୱାମୀଙ୍କ ଲିଙ୍ଗ ପରିବର୍ତ୍ତନ କରିବା ପଡିଲା ମହଙ୍ଗା। ଦୀର୍ଘ ଆଠ ବର୍ଷ ପରେ ପତ୍ନୀ ସତ ଜାଣି ଥାନାରେ କଲେ ଅଭିଯୋଗ । ଏଭଳି ଘଟଣା ଗୁଜୁରାଟର ଭଡୋଦରାରେ ଘଟିଛି। ସୂଚନା ଅନୁଯାୟୀ, ଗୁଜୁରାଟ ଭଡୋଦରାର ଜଣେ ୪୦ ବର୍ଷିୟା ମହିଳାଙ୍କ ସ୍ୱାମୀ ପୂର୍ବରୁ ଜଣେ ମହିଳା ଥିଲେ। ୮ ବର୍ଷ…

ବୈଦେଶିକ ବାଣିଜ୍ୟ ନୀତିରେ ବଡ ପରିବର୍ତ୍ତନ, ଭାରତୀୟ ମୁଦ୍ରାରେ ହେବ ଆନ୍ତର୍ଜାତୀୟ ବାଣିଜ୍ୟ

ନୂଆଦିଲ୍ଲୀ: ଭାରତୀୟ ମୁଦ୍ରାରେ ଆନ୍ତର୍ଜାତୀୟ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ବାଣିଜ୍ୟ ମନ୍ତ୍ରଣାଳୟ ଭାରତୀୟ ମୁଦ୍ରାରେ ବିଲ୍ ତିଆରି କରିବା ପାଇଁ ଅନୁମତି ଦେଇଛି। ମିନିଷ୍ଟ୍ରି ଅଫ୍ କମର୍ସ ଭାରତୀୟ ମୁଦ୍ରାରେ ଆନ୍ତର୍ଜାତୀୟ ବାଣିଜ୍ୟ ସମାଧାନ ପାଇଁ ଅନୁମତି ଦେଇଛି। ଏଥିପାଇଁ ଫରେନ…