Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଖଣ୍ଡଗିରି ଥାନା ସବଇନ୍ସପେକ୍ଟର, ୫୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ଭୁବନେଶ୍ୱର: ଖଣ୍ଡିଗିରି ଥାନା ସବଇନ୍ସପେକ୍ଟରଙ୍କ ସହ ଅନ୍ୟ ଜଣେ ଭଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ନାକା ଗେଟ୍ ନିକଟରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଖଣ୍ଡଗିରି ଥାନା ଏସ୍ଆଇ ସୁଶାନ୍ତ କୁମାର ସ୍ୱାଇଁଙ୍କ ସହ ଅନ୍ୟ ଜଣେ ବ୍ୟକ୍ତି ଚିରଞ୍ଜୀବଙ୍କୁ ଧରିଛି । କୌଣସି ଏକ ମାମଲାରେ…

ବେଆଇନ୍ ଧର୍ମାନୁଷ୍ଠାନ ମାମଲା, ୩ ମାସରେ ଉଚ୍ଛେଦ ହୋଇଛି ୪ଟି

କଟକ: ସର୍ବସାଧାରଣ ସ୍ଥାନରେ ବେଆଇନ୍ ଧର୍ମାନୁଷ୍ଠାନ ଉପରେ ନିଆ ଯାଇଥିବା ପଦକ୍ଷେପ ନେଇ ସୁପ୍ରିମକୋର୍ଟରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ସରକାରଙ୍କ ସତ୍ୟପାଠ ଅନୁସାରେ, ଗତ ୩ ମାସରେ ୮ଟି ଧର୍ମାନୁଷ୍ଠାନ ବିରୋଧରେ ପଦକ୍ଷେପ ନିଆ ଯାଇଥିବା ବେଳେ ୪ଟି ଉଚ୍ଛେଦ ଓ ୩ଟି ଅନ୍ୟତ୍ର ସ୍ଥାନାନ୍ତର…

୧୧ ହଜାର ଫୁଟ ଉଚ୍ଚରେ ଉଡୁଥିଲା ବିମାନ, ହଠାତ ପାଇଲଟଙ୍କ ସିଟରୁ ବାହାରିଲା ବିଷାକ୍ତ ନାଗ..

ନୂଆଦିଲ୍ଲୀ:୧୧ ହଜାର ଫୁଟ ଉଚ୍ଚରେ ଉଡୁଥିଲା ବିମାନ । ହଠାତ ପାଇଲଟ ଦେଖିଲେ ବିମାନ ଭିତରେ ଏକ ନାଗସାପ । ଖୁବ ବିଷାକ୍ତ ପ୍ରଜାତିର ଥିଲା ଏହି ସାପ । ସାପକୁ ଦେଖି ଡରି ଯାଇଥିଲେ ପାଇଲଟ । ହେଲେ ତାଙ୍କ ହାତରେ ଥିଲା ଯାତ୍ରୀଙ୍କ ଜୀବନ । ସେ ନିଜକୁ ଶାନ୍ତ କରିଥିଲେ । ତାଙ୍କର ଧୈର୍ଯ୍ୟ ଏବଂ…

ଝାରସୁଗୁଡ଼ା ଉପ-ନିର୍ବାଚନ, ଓପିସିସିକୁ ୩ଜଣଙ୍କ ନାଁ ସୁପାରିସ, ଖୁବଶୀଘ୍ର କଂଗ୍ରେସର ପ୍ରାର୍ଥୀ ଘୋଷଣା

ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ଖୁବଶୀଘ୍ର କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଆଶାୟୀ ୬ଜଣ ପ୍ରାର୍ଥୀଙ୍କ ଭିତରୁ ବିଜୟୀ ସମ୍ଭାବନା ଥିବା ୩ଜଣଙ୍କ ନାଁ ପ୍ରଦେଶ କଂଗ୍ରେସ କମିଟିକୁ ସୁପାରିସ କରାଯାଇଛି ଓ ଏଆଇସିସି…

କେଉଁଠି ଜନ୍ମ ହୋଇଥିଲେ ହନୁମାନ ? କର୍ଣ୍ଣାଟକ ନା ଆନ୍ଧ୍ରପ୍ରଦେଶ…

ହାଇଦ୍ରାବାଦ: କେଉଁଠି ଜନ୍ମ ହୋଇଥିଲେ ପ୍ରଭୁ ଶ୍ରୀରାମଙ୍କ ଭକ୍ତ ହନୁମାନ । ପ୍ରଭୁ ହନୁମାନଙ୍କ ଜନ୍ମ ସ୍ଥାନକୁ ନେଇ ଦକ୍ଷିଣ ଭାରତର ଦୁଇ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ମଧ୍ୟରେ ଏବେ ବି ବିବାଦ ଲାଗି ରହିଛି । ଦୁଇ ରାଜ୍ୟର ଲଢ଼େଇ ଭିତରେ ଗୋଟିଏ ପଟେ ଆନ୍ଧ୍ରର ତିରୁପତି ଦେବସ୍ଥାନମ…

ରାଜ୍ୟ ପ୍ରଶାସନକୁ ଧର୍ମେନ୍ଦ୍ରଙ୍କ କଟାକ୍ଷ: ପୂର୍ବପୁରୁଷଙ୍କୁ ସମ୍ମାନ ନ କଲେ ନାହିଁ ଅସମ୍ମାନ କରନି 

ଭୁବନେଶ୍ୱର:  ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ବିବାଦକୁ ନେଇ ରାଜ୍ୟ ପ୍ରଶାସନ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଶାସନ ପୂର୍ବପୁରଷଙ୍କୁ ସମ୍ମାନ ନ ଦେଲେ ନାହିଁ, ଅସମ୍ମାନ କରନ୍ତୁ ନାହିଁ…

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି

ପୁରୀ : ଆସନ୍ତା୨୩ ତାରିଖରେ ଅକ୍ଷୟ ତୃତୀୟା । ଏହି ଅବସରରେ ଶ୍ରୀକ୍ଷେତ୍ରରେ ଚନ୍ଦନଯାତ୍ରା ଆରମ୍ଭ ହେବ ।  ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ବର୍ଷ ତମାମ୍ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ରହିଥିବା ନନ୍ଦା, ଭଦ୍ରା ଏବଂ ବୈଜୟନ୍ତୀ ନାମକ ୫ଟି ଡଙ୍ଗାକୁ ନରେନ୍ଦ୍ର ପୁଷ୍କରିଣୀରୁ ଭୋଇ…

ସମୁଦ୍ର ପରି ସମସ୍ୟାକୁ ସାମ୍ନା କରିବାକୁ ଦେଶ ଏବେ ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଜେପିର ୪୪ ତମ ପ୍ରତିଷ୍ଠା ଦିବସରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ସମୁଦ୍ର ସଂଖ୍ୟକ ସମସ୍ୟାକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି । ହନୁମାନଙ୍କୁ ସ୍ମରଣ କରି ମୋଦି କହିଥିଲେ…

୮ କୋଟି ଟଙ୍କାର ଜାଲିଆତି ଅଭିଯୋଗରେ ବନ୍ଧା ହେଲେ ଏସବିଆଇ ଡେପୁଟି ମ୍ୟାନେଜର

ଫୁଲବାଣୀ:  ଦୁର୍ନୀତି ଅଭିଯୋଗରେ ବନ୍ଧା ହେଲେ ଷ୍ଟେଟ ବ୍ୟାଙ୍କ ଡେପୁଟି ମ୍ୟାନେଜର ।  ଅର୍ଥନୈତିକ ଅପରାଧ ଶାଖା (EOW) ଫୁଲବାଣୀ ବ୍ରାଞ୍ଚର ଏହି ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ଅଭିଯୋଗ ଆସିଛି । ଇଓଡବ୍ଲୁ…

ସିନେମା ଷ୍ଟାର୍ କିଚ୍ଚା ସୁଦୀପଙ୍କର ଫିଲ୍ମ ଓ ଶୋ’ ବ୍ୟାନ୍ କରିବାକୁ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ୍ ହେଲେ…

ବେଙ୍ଗାଲୁରୁ: କନ୍ନଡ଼ ଫିଲ୍ମ ଷ୍ଟାର୍ କିଚ୍ଚା ସୁଦୀପଙ୍କର ଫିଲ୍ମ ବ୍ୟାନ୍ କରିବାକୁ ନିର୍ବାଚନ କମିଶନଙ୍କର ଦ୍ୱାରସ୍ଥ ହେଲେ ଶିବମୋଗର ଜଣେ ଓକିଲ। କିଚ୍ଚା ସୁଦୀପ ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ। ଏହି ସମୟରେ ତାଙ୍କର ଫିଲ୍ମ ଓ ଶୋ ଭୋଟରଙ୍କ ଉପରେ ପ୍ରଭାବ ପକାଇବ। ତେଣୁ ତାଙ୍କ…