Latest Odisha News

BREAKING NEWS

ଆଜି ବିଶ୍ଵ ପଖାଳ ଦିବସ; ଘରଠୁ ହୋଟେଲ ସବୁଠି ପାଳିବାକୁ ପ୍ରସ୍ତୁତି

ପଖାଳ ! ଓଡ଼ିଆ ଲୋକଙ୍କ ଜୀବନଧାରାରେ ପଖାଳ କେବଳ ଖାଦ୍ୟ ତ ନୁହେଁ, ପରିଚୟ। ଓଡ଼ିଆ ଜାତିର ପ୍ରାଣ ହେଉଛି ‘ପଖାଳ’। ଏପରିକି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଶ୍ରୀମନ୍ଦିରରେ ବି ମହାପ୍ରଭୁଙ୍କ ପାଖରେ ପଖାଳ ଲାଗି ହୁଏ। ଓଡ଼ିଆଙ୍କ ସହ ପଖାଳର ସମ୍ପର୍କ ଯେ ଅତି…

ଭାଷା ଭାଗବତ : ଭାଷା ଯୋଗାଏ ସର୍ବସାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ସର୍ବମୂଳ ଓ ସର୍ବଶେଷ ମନରେ ସଦା କରେ ବାସ ଉଲ୍ଲାସ ଅବା ଅବସୋସ ଉଭୟ କରଇ ପ୍ରକାଶ ମନୁଷ୍ଯ ଭାଷାକୁ ଆଶ୍ରୟି ହୋଇଛି ଏବେ ସର୍ବଜୟୀ ଜ୍ଞାନ ବଳରେ ଚଳେ ବିଶ୍ୱ ଭାଷା ବିହୁନେ ସର୍ବେ ନିଃସ୍ବ ଭାଷାର ମୂଳ ଯେଣୁ ଧ୍ବନି ସେ ସବୁ ଶୁଣି,…

ଦିନିକିଆ ପଖାଳ ପ୍ରେମ

ଭକ୍ତିମୟୀ ଜେନା  ( ୧ ) ସକାଳୁ ପଖାଳ ବେଲାଏ ଖାଇକି କଲେଜ ଯାଉଥିବା ଆମ ପରିଡ଼ା ବାବୁଙ୍କ ଝିଅ ଲୋନି ଇଜ୍ଜତ ଚାଲିଯିବା ଡରରେ ସାଙ୍ଗ ମାନଙ୍କୁ କୁହେ ମୁଁ ଆଜି ଉପମା, ପୁରି , ମ୍ୟାଗୀ, ଚଉମୀନ ଖାଇକି ଆସିଛି।କିନ୍ତୁ ଆଜି ପଖାଳ ଦିବସ ପାଇଁ ସମସ୍ତଙ୍କୁ କହି ବୁଲୁଛି ପଖାଳ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଅନନ୍ୟ ବେଶ ପରମ୍ପରାର ଆଲୋଚନା ଅବସରରେ ଆମର ଆଲୋଚିତ ବେଶ ଟି ଥିଲା "ଗଜ ଉଦ୍ଧାରଣ ବେଶ " ବା "ଗଜେନ୍ଦ୍ର ମୋକ୍ଷ "ବେଶ। ଏହି ନାମ ଉଚ୍ଚାରିତ ହେବା ମାତ୍ରେ ଆଖି ଆଗରେ…

ଜେଆର ଏନଟିଆରଙ୍କ ସହ କାମ କରିବେ ଜାହ୍ନବୀ

ମୁମ୍ବାଇ: ‘ଆରଆରଆର’ ଚଳଚ୍ଚିତ୍ର ସହିତ ବିଶ୍ୱବାସୀଙ୍କ ମନ କିଣିଥିବା ଅଭିନେତା ଜୁନିୟର ଏନଟିଆରଙ୍କ ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ଆଉ ତାଙ୍କ ସହିତ ସମସ୍ତେ କାମ କରିବାକୁ ସବୁ ଅଭିନେତ୍ରୀ ଆଗ୍ରହୀ ଥିବା ଦେଖିବାକୁ ମିଳିଛି । ଏବେ ଏହି ସୁଯୋଗ ପାଇଛନ୍ତି ବଲିଉଡ ଅଭିନେତ୍ରୀ ଜାହ୍ନବୀ…

ଗ୍ୟାରେଜ୍‌ରେ କାମ କରନ୍ତି ଗ୍ଲାମରସ୍ ଲେଡ଼ି ମେକାନିକ୍‌

କାଲିଫର୍ନିଆ: ଯେତେବେଳେ କୌଣସି କାର୍ଯ୍ୟ ପାଇଁ ଶାରିରୀକ ଦକ୍ଷତାର ଆବଶ୍ୟକ ପଡ଼େ ସେତେବେଳେ ପ୍ରଥମେ ଆସନ୍ତି ପୁରୁଷ । କିନ୍ତୁ ଜଣେ ସୁନ୍ଦରୀ ମହିଳା ଯଦି ମେକାନିକ କାର୍ଯ୍ୟକୁ ଆପଣାନ୍ତି ତେବେ ଏକଥା ଶୁଣିବା ପରେ ଆପଣଙ୍କୁ କେମିତି ଲାଗିବ । ବାସ୍ତବରେ ଜଟିଳ ମେକାନିକ କାର୍ଯ୍ୟକୁ ଦକ୍ଷତାର ସହ…

ଘରେ କଲେ ଦୁନିଆର ସବୁଠୁ ବଡ଼ ଆକ୍ୱାରିୟମ

ଇସ୍ରାଏଲ୍‌: ଅନେକ ଲୋକଙ୍କର ଭିନ୍ନ ଭିନ୍ନ ପ୍ରକାରର ସଉକ ଥାଏ । କିଏ ଘରେ ପାଳିତ ପଶୁ ପକ୍ଷୀ ରଖିବାକୁ ପସନ୍ଦ କରନ୍ତି ତ ଆଉ କିଏ ଆକ୍ୱାରିୟମରେ ରଙ୍ଗବେରଙ୍ଗର ମାଛ ରଖିଥାନ୍ତି । କିନ୍ତୁ ଇସ୍ରାଏଲ୍‌ର ଏଲି ନାମକ ଜଣେ ବ୍ୟକ୍ତି ନିଜ ଘରେ ତିଆରି କରିଛନ୍ତି ଏକ ବୃହତ୍ତ ଆକ୍ୱାରିୟମ୍ । ଏହାକୁ…

ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଉଦ୍‌ଯାପିତ

ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଥିବା ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ-୨୦୨୩ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଜାତୀୟ ଜନଜାତି କଳାବସ୍ତୁ…

ଶୁଖିଲା ପନିପରିବାକୁ ରାସାୟନିକ ପଦାର୍ଥରେ ମିଶାଇ କରାଯାଉଛି ସତେଜ: ଭାଇରାଲ ଭିଡ଼ିଓରେ ଜଣାପଡ଼ିଲା କାରନାମା

ସୋସିଆଲ୍ ମିଡିଆ ହେଉଛି ଏପରି ଏକ ପ୍ଲାଟଫର୍ମ ଯେଉଁଠାରେ ଏହିପରି ଅନେକ ଜିନିଷ ମଧ୍ୟ ଦେଖାଯାଏ ଯାହା ଆପଣଙ୍କ ଦୈନନ୍ଦିନ ଜୀବନ ଓ ସ୍ୱାସ୍ଥ୍ୟ ପାଇଁ ଦେଖିବା ଏବଂ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପନିପରିବା ଓ ଶାଗକୁ ଆପଣ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ପ୍ରାଥମିକତା ଦିଅନ୍ତି । ହେଲେ ସୋସିଆଲ…

ରାଜସ୍ଥାନର ଚର୍ଚ୍ଚିତ ‘ଥାର ମହୋତ୍ସବ’: ଦୁଇ କୋଟି ଟଙ୍କାର ଅଳଙ୍କାର ପିନ୍ଧି ମଞ୍ଚରେ ଝଲସିଲେ ଯୁବତୀ

ରାଜସ୍ଥାନ: ଆପଣ କୌଣସି ଝିଅ ମେକଅପ୍ ହୋଇ ଭଲ ପୋଷାକ ପିନ୍ଧି ପ୍ରତିଯୋଗିତାରେ ସାମିଲ ହୋଇଥିବା ଦେଖିଥିବେ ନିଶ୍ଚୟ । କିନ୍ତୁ ରାଜସ୍ଥାନରେ ଏପରି ଏକ ଉତ୍ସବ ଆୟୋଜିତ ହୋଇଛି ଯେଉଁଠି ପୋଷାକ ତୁଳନାରେ ଅଳଙ୍କାରକୁ ଗୁରୁତ୍ୱ ଦିଆଯାଉଛି । ଆଶ୍ଚର୍ଯ୍ୟର କଥା ହେଲା ଏହି ପ୍ରତିଯୋଗିତାରେ ଭାଗ…