Latest Odisha News

BREAKING NEWS

ଆତ୍ମସମର୍ପଣ କଲେ ଅମୃତପାଲଙ୍କ ଦାଦା, ଡ୍ରାଇଭର: ଅମୃତପାଲଙ୍କୁ ଧରିବା ପୋଲିସ ନାକେଦମ

ଚଣ୍ଡିଗଡ:ଖଲିସ୍ତାନ ସମର୍ଥକ ତଥା ବାରିସ ପଞ୍ଜାବ ଦେର ମୁଖ୍ୟ ଅମୃତପାଲ ସିଂଙ୍କ ସହ ତାଙ୍କ ସହଯୋଗୀଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ ରବିବାର ବିଳମ୍ବିତ ରାତିରେ ଅମୃତପାଲ ସିଂହଙ୍କ ଚାଚା ହରଜିତ ସିଂହ ଏବଂ ତାଙ୍କର ଡ୍ରାଇଭର ପଞ୍ଜାବ ପୋଲିସ  ପାଖରେ ଆତ୍ମସମର୍ପଣ କରିଛନ୍ତି ।…

ରାଜ୍ୟରେ ପ୍ରଥମ ଥର ଆରମ୍ଭ ହେଲା ପକ୍ଷୀ ସର୍ବେକ୍ଷଣ; ଈ-ବାର୍ଡ ଆପ୍‌ରେ ମିଳିବ ସମସ୍ତ ତଥ୍ୟ

ଅନୁଗୁଳ: ରାଜ୍ୟରେ ପ୍ରଥମ ଥର ପାଇଁ ଅନୁଗୋଳ ଜିଲ୍ଲା ସାତକୋଶିଆରେ ଆରମ୍ଭ ହୋଇଛି ପକ୍ଷୀ ସର୍ବେକ୍ଷଣ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାତକୋଶିଆରେ ପକ୍ଷୀମାନଙ୍କର ବିବିଧତା ଓ ପ୍ରଜାତି ବିଷୟରେ ତଥ୍ୟ ସଂଗ୍ରହଣ କରାଯିବ। ସବୁଠାରୁ ମଜା କଥା ହେଲା ଇ-ବାର୍ଡ ଆପରେ ପକ୍ଷୀମାନଙ୍କ…

ରେଭେନ୍ସା ବିଶ୍ଵବିଦ୍ୟାଳୟରେ ରସାୟନ ବିଭାଗ ପୁରାତନ ଛାତ୍ରସଙ୍ଘର ବାର୍ଷିକ ଉତ୍ସବ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ପୁରାତନ ଛାତ୍ର ସଙ୍ଘ ପକ୍ଷରୁ ୧୮ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବକୁ ପୁରାତନ ଛାତ୍ରସଙ୍ଘର ସଭାପତି ପ୍ରଭାତ କୁମାର ମିଶ୍ର ଉଦଘାଟନ କରିଥିଲେ। ଏହି ଅବସରରେ ଜୀବନବ୍ୟାପୀ ରସାୟନ ବିଜ୍ଞାନ କୃତି ପାଇଁ ଶ୍ରୀ…

ଆଜି ଶେଷ ହେବ ମାଟ୍ରିକ ପରୀକ୍ଷା; ଶେଷ ଦିନରେ ଗଣିତ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ମାଟ୍ରିକ ପରୀକ୍ଷା ଆଜି ଶେଷ ହେବ। ଆଉ କିଛି ସମୟ ପରେ ମାଟ୍ରିକ ପରୀକ୍ଷା ସରିବାକୁ ଥିବା ବେଳେ ଶେଷ ଦିନରେ ଗଣିତ ପରୀକ୍ଷା ଦେବେ ଛାତ୍ର ଛାତ୍ରୀ। ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୦ଟା ପର୍ଯ୍ୟନ୍ତ ଚାଲିବ। ଏଥର ପରୀକ୍ଷାକୁ କଡ଼ା ସୁରକ୍ଷା ମଧ୍ୟରେ…

ପଶ୍ଚିମା ଝଡ଼ ପ୍ରଭାବ; ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟରେ ଆଜିବି ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ପବନ ସାଙ୍ଗକୁ କିଛି ସ୍ଥାନରେ ବର୍ଷା ହୋଇପାରେ । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି; ୫ ଘଣ୍ଟା ବନ୍ଦ ରହିବ ଦିିଅଁ ଦର୍ଶନ

ପୁରୀ; ଆଜି ୫ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ। ମହାବାହୁଙ୍କୁ ଦର୍ଶନ କରିପାରିବେନି ଭକ୍ତ। ସୋମବାର ଚୈତ୍ର କୃଷ୍ଣ ଚତୁର୍ଦ୍ଦଶୀ ତିଥି ହୋଇଥିବାରୁ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଦିଅଁ ଦର୍ଶନ ବନ୍ଦ ରହିବ।…

ଶିକ୍ଷିତ ଜିଲ୍ଲା ଜଗତସିଂହପୁରରେ ବାଲ୍ୟ ବିବାହ ଓ କୁମାରୀ ମାତୃତ୍ୱ ସଂଖ୍ୟା ବଢୁଛି

ଜଗତସିଂହପୁର ଟାଉନ୍ : ରାଜ୍ୟରେ ଜଗତସିଂହପୁରରେ ବାଲ୍ୟ ବିବାହ ଓ କୁମାରୀ ମାତୃତ୍ୱକୁ ବଢ଼ୁଛି। ଯାହା ଏବେ ଚିନ୍ତାର କାରଣ ପାଲିଟିଛି। ନ୍ୟାସ୍‌ନାଲ୍‌ ଫାମିଲି ହେଲଥ୍ ସର୍ଭେ (NFHS)ରୁ ଏହି ସୂଚନା ମିଳିଛି। ଏହି ସର୍ଭେ ଅନୁସାରେ ବାଲ୍ୟ ବିବାହରେ ଜାତୀୟ ହାର ୨୩.୩ ପ୍ରତିଶତ ରହିଥିବା ବେଳେ…

କବିତା : ଆମ ପଖାଳ କଂସା

ଗଦାଧର ସାହୁ  ମୋ ଘର ଓଡିଶା ଓଡ଼ିଆ ମୋ ଭାଷା ବଳ ମୋ ପଖାଳ କଂସା, ବାସି ପଖାଳ ମୋ ହାଣ୍ଡିରେ ନଥିଲେ ଭୋକରେ ଉଡଇ ହଂସା । ସକାଳ ପାଇଲେ ପଖାଳ ଖୋଜଇ ଶାଗ ସଙ୍ଗେ ବଡି ଚୁରା, ଚୁନାମାଛ ସାଥେ ଶୁକୁଆ ରାଇତା ଖାଇ ଦେଉ ପେଟ ପୂରା । କଞ୍ଚା ଲଙ୍କା ଲେମ୍ବୁ ପିଆଜ କାକୁଡି…

ଧମକପୂର୍ଣ୍ଣ ମେଲ୍‌ ପରେ ବଢ଼ିଲା ବଲିଉଡ ଷ୍ଟାର୍‌ ସଲ୍‌ମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥା

ମୁମ୍ବାଇ : ବଲିଉଡ ଷ୍ଟାର୍ ସଲ୍‌ମାନ ଖାନଙ୍କୁ ମିଳିଛି ହତ୍ୟା ଧମକ । ଏଥିପାଇଁ ମୁମ୍ବାଇ ପୋଲିସ ପକ୍ଷରୁ ସଲମାନ ଖାନଙ୍କ ବାସଭବନ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସଲମାନଙ୍କୁ  Y+ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେଉଛି ମୁମ୍ବାଇ ପୋଲିସ  । ଗ୍ୟାଙ୍ଗଷ୍ଟର ଲରେନ୍ସ…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଭୁବନେଶ୍ୱରରେ ରହୁଥିବା ଘରର ତାଲାଖୋଲି ଭିତରେ ପାଦ ଦେଉ ଦେଉ ମୁଣ୍ଡରୁ ପାଦଯାଏ ଝାଳରେ ବୁଡ଼ିଗଲି । ସାରା ଘର ଚକ୍ରାକାରରେ ଘୂରିବାକୁ ଲାଗିଲା । ସବୁ ଜାଗାରେ ଚନ୍ଦ୍ରଭାନୁଙ୍କ ଅସ୍ତିତ୍ୱ ଚଳପ୍ରଚଳ ହେଉଥିଲା । ଏମିତିରେ…