ଆଇପିଏଲ୍ରେ ସବୁଠାରୁ ଦ୍ରୁତ ଶତକ ହାସଲ କରି ଇତିହାସ ରଚିଲେ ଯଶସ୍ୱୀ ଜୟସ୍ୱାଲ
କୋଲାକାତା: ଆଇପିଏଲ୍ରେ ଇତିହାସ ରଚିଲେ ଭାରତୀୟ ବ୍ୟାଟର ଜଶସ୍ୱୀ ଜୟସ୍ୱାଲ୍। ସବୁଠାରୁ ଦ୍ରୁତ ଅର୍ଦ୍ଧଶତକ ହାସଲ କରି କଲେ ରେକର୍ଡ। ମାତ୍ର ୧୩ ବଲ୍ରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିବା ସେ ପ୍ରଥମ ବ୍ୟାଟର ହୋଇଛନ୍ତି। ଏହା ପୂର୍ବରୁ କେ.ଏଲ୍ ରାହୁଲ ଓ ପାଟ୍ କମିନ୍ସ ୧୪ ବଲ୍ରେ ଅର୍ଦ୍ଧଶତକ…