Latest Odisha News

BREAKING NEWS

ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା କରୋନାର ନୂଆ ୬୧୮ଟି ମାମଲା

ନୂଆଦିଲ୍ଲୀ: ଭାରତରେ ପୁଣି କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନ ହେଲା ଦେଶରେ କରୋନା ମାମଲାରେ କ୍ରମାଗତ ବୃଦ୍ଧି ଘଟିଛି। ଗତ କିଛି ଦିନ ହେବ ଦେଶରେ ୪୦୦ରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୧୮ଟି ନୂଆ କରୋନା ମାମଲା ଆସିଛି ।…

ହନିଟ୍ରାପ କୁଇନ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଜଗବନ୍ଧୁଙ୍କୁ ମିଳିଲା ଜାମିନ  । ହାଇକୋର୍ଟ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଜାମିନ ଦେଇଛନ୍ତି । ୩ଟି ମାମଲାରୁ ମାତ୍ର ୨ଟି ମାମଲାରେ ଜଗବନ୍ଧୁଙ୍କୁ ମିଳିଛି  ଜାମିନ । ଗୋଟିଏ ମାମଲାରେ ଜଗବନ୍ଧୁଙ୍କୁ ସର୍ତ୍ତମୂଳକ ଜାମିନ…

ସୁନା ଭଳି ଦେଖାଯାଉଥିବା ଓସ୍କାର ଟ୍ରଫି ବିକିଲେ ବି ମିଳିପାରିବନି ଦିନଯାକର ଖାଦ୍ୟ

ଲଣ୍ଡନ: ଦୁନିଆର ସବୁଠୁ ବଡ ଚଳଚ୍ଚିତ୍ର ପୁରସ୍କାର 'ଓସ୍କାର' ମନୋରଞ୍ଜନ ଜଗତର ଅନ୍ୟତମ ସମ୍ମାନଜନକ ପୁରସ୍କାର ଭାବରେ ପରିଚିତ । ଓସ୍କାର ଟ୍ରଫି ପାଇବା ପାଇଁ ଅଭିନେତା/ଅଭିନେତ୍ରୀଙ୍କ ସହ ମନୋରଞ୍ଜନ ଜଗତ ସହ ଜଡିତ ସମସ୍ତ ବ୍ୟକ୍ତି ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରନ୍ତି । କିନ୍ତୁ ଆପଣ…

ଡାକ୍ତରଖାନା ନ ଗଲେ ମଧ୍ୟ ବୀମା ରାଶି ଦାବି କରିପାରିବେ ରୋଗୀ

ଭଦୋଦାରା: ଡାକ୍ତରଖାନାରେ ଭର୍ତ୍ତି ନ ହୋଇ ମଧ୍ୟ ଆପଣ ମେଡିକାଲ ଇନ୍ସ୍ୟୁରାନ୍ସ ଦାବି କରିପାରିବେ । ଏମିତିକି  ୨୪ ଘଣ୍ଟାରୁ କମ ସମୟ  ଡାକ୍ତରଖାନାରେ ରହିଲେ ବି ଆପଣ ଇନ୍ସ୍ୟୁରାନ୍ସ ପାଇଁ ଦାବି କରିପାରିବେ । ଏ ନେଇ ଭଦୋଦାରା କନ୍ୟୁଜମର ଫୋରମ ଏ ନେଇ ଏକ ନିର୍ଦ୍ଦେଶ ଦେଇଛନ୍ତି ।…

ଆରପାରିରେ ଭେଟେରାନ ଆକ୍ଟର ସମୀର ଖାଖର

ମୁମ୍ବାଇ: ଭେଟେରାନ ଆକ୍ଟର ସମୀର ଖାଖର ଆଉ ନାହାନ୍ତି । ସେ କିଛି ଦିନ ଧରି ଶ୍ୱାସକ୍ରିୟା ଏବଂ କୀଡନୀ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ୭୧ ବର୍ଷ ବୟସରେ ବୁଧବାର ତାଙ୍କର ପରଲୋକ ହୋଇ ଯାଇଥିବା ନେଇ ତାଙ୍କ ଭାଇ ଗଣେଶ ଖାଖର ସୂଚନା ଦେଇଛନ୍ତି । ସମୀର ଖାଖର ଟିଭି ସିରିଏଲ ନୁକ୍କଡରେ…

ଜିଦରେ ଅଟଳ ଓଡ଼ିଶା ଡ୍ରାଇଭର ସଂଘ; ରାଜରାସ୍ତାକୁ ଓହ୍ଲାଇ ଗର୍ଜିଲେଣି ଡ୍ରାଇଭର

ଭୁବନେଶ୍ୱର : ଜିଦ୍‌ରେ ଅଟଳ ଅଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘ । ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ କରୁଛନ୍ତି ଜୋରଦାର । ଏବେଠୁ ଦେଖା ଗଲାଣି ଟ୍ରାଫିକ ସମସ୍ୟା । ଆଜି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପି ପ୍ରଭାବିତ ହୋଇପାରେ ଯାନବାହନ ସେବା । ଉଚିତ ଦରମା, ଚାକିରି ସୁରକ୍ଷା,…

ମିଛ ନୁହେଁ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଆଜିକାଲି ଆଉ କିଏ କଣ ମିଛ କହୁଛନ୍ତି? ନା, ଏବେ ସମସ୍ତେ ସତ କହିବା ଶିଖିଯାଇଛନ୍ତି । ଆଜ୍ଞା ! ଆପଣମାନେ ଅନୁସନ୍ଧାନ କରୁନାହାନ୍ତି ! ବଳେ ଜାଣିଯିବେନି! ଏମିତିକା ଏତେ ସତ କହୁଛନ୍ତି ଯେ, କେହି ମିଛବୋଲି କହି ପାରିବେନି । ବାପା କହିଲେ ପୁଅରେ! ମୁଁ ଘରେ…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତାଙ୍କ କଥାର ମାୟାଜାଲ ଭିତରେ ଆମେ ସମସ୍ତେ ଛନ୍ଦି ହୋଇଯାଇଥିଲୁ । କାହାର କିଛି କହିବାର ନଥିଲା । ସେ ଦିଲ୍ଲୀ ଯିବା ଦିନ ଶୋଇଥିବା ପୁଅକୁ ଛାତି ଉପରକୁ ଉଠାଇ ଆଣି, ତା’ର କୁନି ଓଠରେ ଚୁମା ଦେଇଥିଲେ । ମୋ ମୁଣ୍ଡରେ…

କବିତା : ଫୁଲଶର

ଗଦାଧର ସାହୁ ଫୁଲ ସବାରୀରେ ବସି ଫଗୁଣ ଆସିଛି ମୋ କାନରେ ତୁମ କଥା କହେ ହସି ହସି । ତା ଚୋରା ଚଇତି କରେ ତୁମ ଚିତ୍ତ ଚୋରି ମୋ ଚିତ୍ତ କେତେ ସହିବ କେତେ ଧୈର୍ଯ୍ଯ ଧରି । ଆହୁରି ଡରାଏ ମୋତେ ତୁମେ ଆନମନା ତା ପରଶ କାଉଁରିରେ ମୁଁ ମନେ ପଡେନା । ଫୁଲ ଫଗୁଣ ଫଗୁରେ ଯେତେ…

ଅରୁଆ ଭାତ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ….

ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଭାତ ପ୍ରମୁଖ ଖାଦ୍ୟ । ଭାତ ଖାଇବାକୁ ସମସ୍ତେ ଅଧିକ ପସନ୍ଦ କରିଥାଆନ୍ତି । ଅଧିକାଂଶ ଲୋକେ ଦିନରେ ଭାତ ଖାଇବା ସହ ରାତିରେ ଭାତ ଖାଇଥାଆନ୍ତି । କିଛି ଲୋକ ଉଷୁନା ଭାତ ଖାଉବାକୁ ଭଲ ପାଉଥିବା ବେଳେ ଅନ୍ୟ କିଛି ଲୋକ ଅରୁଆ ଭାତ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି ।…