Latest Odisha News

BREAKING NEWS

ସଦସ୍ୟତା ରଦ୍ଦ ଘଟଣାରେ ବିଦେଶୀ ସମର୍ଥନ: ରାହୁଲଙ୍କୁ ଟାର୍ଗେଟ କଲା ବିଜେପି

ନୂଆଦିଲ୍ଲୀ: ରାହୁଲଙ୍କ ସାଂସଦ ପଦ ରଦ୍ଦ ହେବା ପରେ ଏହାକୁ ନେଇ ରାଜନୀତି ଦେଶରୁ ବିଦେଶ ସବୁଠି ଜୋର ଧରିଛି । ରାହୁଲଙ୍କୁ ଆମେରିକା ପରେ ଜର୍ମାନୀ ବି ରାହୁଲଙ୍କୁ ସମର୍ଥନ କରିଛି । ଏହାକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି । ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ବିଜେପି ‘ ଭାରତର…

ବାରମ୍ବାର ଗସ୍ତକୁ ନେଇ ଚର୍ଚ୍ଚା, କଟକ ଲୋକସଭା ଆସନରୁ ପ୍ରାର୍ଥୀ ହେବେ କି ଅଶ୍ଵିନୀ !

କଟକ : ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ବାରମ୍ଵାର କଟକ ଗ୍ରସ୍ତ ଏବେ ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଗୁରୁବାର କଟକ ରେଳ ଷ୍ଟେସନଠାରେ ଭଦ୍ରକ – ନୟାଗଡ଼ ଟାଉନ – ଭଦ୍ରକ ମେମୁ ଟ୍ରେନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରେଳ ମନ୍ତ୍ରୀ। ‌ଆଉ ଏହି ସବୁ କାର୍ଯ୍ୟକ୍ରମ ଗୁଡିକରେ…

ପାକିସ୍ତାନରେ ରହିଛି ଏମିତି ଖଜାନା: ଏହାର ବ୍ୟବହାର କରି ଦେଶ ହୋଇପାାରିବ ମାଲାମାଲ

ଇସଲାମବାଦ: ଆର୍ଥିକ ସଙ୍କଟ ଭିତରେ ଗତି କରୁଥିବା ପାକିସ୍ତାନର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ଋଣ ବୋଝରେ ବୁଡି ଯାଇଛି ପାକିସ୍ତାନ । ପାକିସ୍ତାନ ଉପରେ ଏବେ ୧୦୦ ଅରବ ଡଲାର ଋଣ । ଏପଟେ ଆଇଏମଏଫ ପାକିସ୍ତାନକୁ ସହାୟତାର ହାତ ବଢାଇବାରେ ବିଳମ୍ବ କରିଚାରିଛି । ଏପରି ପରିସ୍ଥତିରେ…

ଇସ୍ତାନବୁଲରୁ ପାକିସ୍ତାନ ଅଭିମୁଖେ ଆସୁଥିବା ବିମାନରେ ମାତ୍ର ଜଣେ ଯାତ୍ରୀ

ଇସଲାମବାଦ: ପାକିସ୍ତାନର ଅର୍ଥନୀତି ଦିନକୁ ଦିନ ରସାତଳକୁ ଯିବାରେ ଲାଗିଛି । ଡଲାର୍ସର ରିଜର୍ଭ ଖସୁଥିବା ବେଳେ ଏବେ ଏହାର ପ୍ରଭାବ ଏୟାରଲାଇନ୍ସ ଉପରେ ପଡିଛି । ପାକିସ୍ତାନକୁ ଯିବା ପାଇଁ ବିଦେଶୀ ଯାତ୍ରୀ ଏତେଟା ଆଗ୍ରହ ପ୍ରକାଶ କରୁ ନାହାନ୍ତି । ପାକିସ୍ତାନର ନ୍ୟାଶନାଲ ଇନଫର୍ମମେଶନ…

ରାମନବମୀ ପୂଜା ବେଳେ କୂଅ ଛାତ ଧସିବା ଘଟଣା: ଚାଲିଗଲା ୧୩ ଜୀବନ

ଇନ୍ଦୋର: ପବିତ୍ର ରାମନବମୀ ଅବସରରେ ମଧ୍ୟପ୍ରଦେଶ ଇନ୍ଦୋରଠାରେ ଘଟି ଯାଇଛି ଏକ ଭୟଙ୍କର ଅଘଟଣ। ଏକ କୂଅକାନ୍ଥରେ ବସି ରାମନବମୀ ଦେଖୁଥିଲାବେଳେ ଧସି ଯାଇଥିଲା ଛାତ । ୫୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ କୂଅ ଭିତରେ ଗଳି ପଡିଥିଲେ । ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ…

ପୁଅ ସମ୍ରାଟ ସହ ଜଗା ଦର୍ଶନ କଲେ ଅଭିନତ୍ରୀ ଜୟପ୍ରଦା

ପୁରୀ:ପୁରୀରେ ବଲିଉଡ ଅଭିନେତ୍ରୀ  ଜୟପ୍ରଦା । ଶ୍ରୀକ୍ଷେତ୍ରରେ ପହଞ୍ଚି ଜଗା ଦର୍ଶନ କରିଛନ୍ତି । ପୁଅ ସମ୍ରାଟ ସହ ପୁରୀରେ ପହଞ୍ଚିବା ପରେ ସେଠାରୁ ସିଂହଦ୍ୱାର ଅଭିମୁଖେ ଯାଇଥିଲେ ।  ସିଂହଦ୍ୱାରରେ ପହଁଚିବା ପରେ ତାଙ୍କୁ ସେବାୟତ ମଧୁସୂଦନ ସିଂହାରୀ ସ୍ୱାଗତ କରିଥିଲେ ।ପରେ ଜୟାପ୍ରଦା…

ରାହୁଲଙ୍କୁ ବ୍ରିଟେନ କୋର୍ଟକୁ ଭିଡିବାକୁ ଲଳିତ ମୋଦିଙ୍କ ଧମକ, କହିଲେ ଅଦାଲତରେ ହେବ ଭେଟ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ 'ମୋଦି ସରନେମ୍' ବିବାଦ ଯେମିତି ପିଛା ଛାଡିବାର ନାଁ ନେଉଁନି । ବର୍ତ୍ତମାନ ଆଇପିଏଲର ପ୍ରତିଷ୍ଠାତା ଲଳିତ ମୋଦି ମଧ୍ୟ ରାହୁଲ ଗାନ୍ଧୀଙ୍କର ଏହି ବୟାନ ପାଇଁ ତାଙ୍କୁ କୋର୍ଟକୁ ଟାଣିବାକୁ ନିଷ୍ପତ୍ତି ନେଇଛନ୍ତି। ସଂସଦ ପଦ ରଦ୍ଦ ପରେ ଏବେ ନିଜ ରାଜନୈତିକ…

ଗଡିଲା ଭଦ୍ରକ-ନୟାଗଡ ମେମୁ ଟ୍ରେନ

ଭୁବେନଶ୍ୱର:ଭଦ୍ରକ-ନୟାଗଡକୁ ଗଡିଲା ମେମୁ ଟ୍ରେନ । କଟକ ରେଳ ଷ୍ଟେଶନରୁ ଗୁରୁବାର ଏହି ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ଦୁଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ…

ଓଡ଼ିଶାର ଆଇନଶୃଙ୍ଖଳା ନେଇ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ, ଜବାବ ଦେଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଏବଂ ଏହା ହିଁ ବାସ୍ତବତା ବୋଲି ଝାରସୁଗୁଡାରେ ନାବାଳକ ସମର୍ଥଙ୍କ ହତ୍ୟା ଘଟଣାରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓଡ଼ିଶାରେ ବାସ୍ତବ ରୂପ…

‘ସତ୍ୟମେବ ଜୟତେ’ ନେଇ ଜାତୀୟ ରାଜନୀତି ସରଗରମ ! କର୍ଣ୍ଣାଟକର କୋଲାରରୁ ଋଣହୁଙ୍କାର ଦେବେ ରାହୁଲ

ନୂଆଦିଲ୍ଲୀ : ଯେଉଁଠି ମୋଦି ସାଙ୍ଗିଆକୁ ନେଇ ବୟାନ ଦେଇଥିଲେ, ସେହିଠାରୁ ଆନ୍ଦୋଳନ ଆରମ୍ଭ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଆଉ ବଜାଇବେ 'ସତ୍ୟମେବ ଜୟତେ' ମୁହିମର ବିଗୁଲ୍ । କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବ କୁମାରଙ୍କ ସୂଚନା ଅନୁସାରେ ରାହୁଲ ଏପ୍ରିଲ ୫ ତାରିଖ କର୍ଣ୍ଣାଟକ…