ଫ୍ରିଜ୍ ଭିତରେ ଥିବା ସୁପରୁ ମିଳିଲା ମଡେଲଙ୍କ କଟା ଅଙ୍ଗ
ସୋସିଆଲ ମିଡିଆରେ ଜଣେ ମଡେଲଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ତାଙ୍କ ସହ ଯାହା ଘଟିଛି ତାହା ଜାଣିଲା ପରେ ଏବେ ସମସ୍ତେ ଆଶ୍ଚର୍ଯ୍ୟ । ଏହି ମଡେଲର ନାମ ଥିଲା ଏବି ଚୋଇ । ଯାହାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମଡେଲକୁ ହତ୍ୟା କରିବା ପରେ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ…