Latest Odisha News

BREAKING NEWS

ଭାଷା ଭାଗବତ : ଉପାୟ ଥିଲେ ସୁଦ୍ଧା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଉପାୟ ଥିଲେ ସୁଦ୍ଧା ଜଣା ପାଳିବା ପାଇଁ କରି ମନା ହୋଇଲେ ଅଭ୍ୟାସର ଦାସ ଆପେ ତ ଘଟେନି ବିକାଶ ପୂର୍ଣ ଓ ପୂର୍ଣ୍ଣ ସମାର୍ଥକ ହେଲେ ହେଁ 'ପୂର୍ଣ୍ଣ' ସମର୍ଥକ ଲେଖଂତିନାହିଁ ଯଦି 'ପୂର୍ଣ' ଆପେ ଘଟେନି ଉନ୍ନୟନ ଲିପିକୁ କରିଲେ ସରଳ…

କେଶ ପାଇଁ ସୋରିଷ ତେଲ ମାସ୍କ…

ସମସ୍ତେ ଶୁଷ୍କ କେଶ ପାଇଁ ଚିନ୍ତିତ । କେଶ କିପରି ମଜଭୁତ ରହିବା ସଙ୍ଗେ ସଙ୍ଗେ ଘନ ଓ ସୁନ୍ଦର ଦିଶିବ ସେନେଇ ସମସ୍ତେ ତତ୍ପର ।  ଖାଦ୍ୟପେୟ, କେମିକାଲ ଯୁକ୍ତ ଜିନିଷର ବ୍ୟବହାର କେଶ ଝଡିବାର ମୁଖ୍ୟ କାରଣ। ତେଣୁ କେଶର ଅଧିକ ଯତ୍ନ ନେବା ଆବଶ୍ୟକ। ମଜଭୂତ କେଶ ପାଇଁ ସୋରିଷ ତେଲର ମାସ୍କ ବେଶ…

‘ଓଡ଼ିଆ ନାଟ୍ୟକାରଙ୍କ ଦୃଷ୍ଟିରେ ନାରୀ’ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର : ଓଡ଼ିଶାର ବିଶିଷ୍ଟ ନାଟ୍ୟ ସାହିତ୍ୟିକା ସବିତା ତ୍ରିପାଠୀଙ୍କର ଅତି ବିଶ୍ଲେଷଣାତ୍ମକ ‘ଓଡ଼ିଆ ପୁସ୍ତକ 'ଓଡ଼ିଆ ନାଟ୍ୟକାରଙ୍କ ଦୃଷ୍ଟିରେ ନାରୀ (୧୮୮୦-୧୯୬୦) ମାନ୍ୟବର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କ କର କମଳରେ ରାଜଭବନ ପରିସରରେ ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ…

ନୀହାରିକା ମଲ୍ଲିକଙ୍କ ଅନୂଦିତ ଉପନ୍ୟାସ ‘ଧୂସର ଶୈଶବ’ ଉନ୍ମୋଚିତ

ଭୁବନେଶ୍ବର : ଅଗ୍ରଣୀ ପ୍ରକାଶନୀ ସଂସ୍ଥା ବ୍ଲାକ ଈଗଲ ପକ୍ଷରୁ ଅନୁବାଦିକା ନୀହାରିକା ମଲ୍ଲିକଙ୍କ ଅନୁବାଦ ଉପନ୍ୟାସ 'ଧୂସର ଶୈଶବ' ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଲେଖିକା ଆଦ୍ୟାଶା ଦାସ, ବିଶିଷ୍ଟ ଗାଳ୍ପିକ ରବି ପଣ୍ଡା, ଅନୁବାଦକ ସୁଭାଷ ଶତପଥି ପ୍ରମୁଖ ଉପସ୍ଥିତ ରହି ଓଡ଼ିଆ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଓ କାର୍ତ୍ତିକ ମାସ ଏହା ନିଶ୍ଚିତ ଭାବରେ ପରମ ପାପ ନାଶକ, ଆନନ୍ଦ ଦାୟକ ତଥା ଲୀଳା ପ୍ରକଟ କରିବାର ସମୟ। ତେଣୁ ପ୍ରଥମରୁ ଶ୍ରୀଜଗନ୍ନାଥ ହେଲେ କୃଷ୍ଣ ଓ ରାଧା ଭାବକୁ…

ସିବିଆଇ କହିଲା କେଉଁ କାରଣ ପାଇଁ ସିସୋଦିଆ ଗିରଫ ହେଲେ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ରବିବାର ସନ୍ଧ୍ୟାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଛି । ସୋମବାର ସିସୋଦିଆଙ୍କୁ କୋର୍ଟରେ ହାଜର କରାଯିବ। ଏହାପୂର୍ବରୁ ଗିରଫ କରିବାର କାରଣ କହିଛି ସିବିଆଇ। ପ୍ରମାଣ ନଷ୍ଟ କରିବା ଅଭିଯୋଗରେ…

ଡ଼ାଏରୀ ମ୍ୟାନ୍‌: ୧୯୫୮ ମସିହାରୁ ଦେଖିଥିବା ଫିଲ୍ମର ରେକର୍ଡ଼ ରଖିଛନ୍ତି

ଆମ ଭିତରୁ ଅଧିକାଂଶ ଦୈନନ୍ଦିନ ଜୀବନରେ କ’ଣ ସବୁ କରନ୍ତି ସେସବୁକୁ ନିଜ ଡ଼ାଏରୀରେ ଲେଖିଥାନ୍ତି । କିନ୍ତୁ ଏମିତି ଜଣେ ବ୍ୟକ୍ତି ଯିଏ କେଉଁଦିନ କେଉଁ ଫିଲ୍ମ ଦେଖିଛନ୍ତି,କେତେବେଳେ ଦେଖିଛନ୍ତି, କେଉଁ ହଲରେ ଦେଖିଛନ୍ତି ଏ ସମସ୍ତ ବିଷୟ ନିଜ ଡ଼ାଏରୀରେ ଉଲ୍ଲେଖ କରିଛନ୍ତି । ଏ ସମ୍ପର୍କୀତ ଏକ…

ଆଖି ବୁଜିଲେ ସ୍ୱାମୀର ଏସିଡ ମାଡ଼ର ଶିକାର ହୋଇଥିବା ବାଲେଶ୍ୱରର ବନିତା

ବାଲେଶ୍ୱର:  ୬ ଦିନ ହେବ ହସ୍ପିଟାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଜଣେ ମହିଳା । ମୃତକ ହେଲେ ବାଲେଶ୍ୱର ଜିଲ୍ଲା ଭୀମପୁରା ଗାଁର ଚନ୍ଦନ ରଣାଙ୍କ ଦ୍ୱିତୀୟ ପତ୍ନୀ ବନିତା ରଣା। ଗତ ଫେବ୍ରୁଆରି ୨୦ ତାରିଖରେ ତାଙ୍କ ସ୍ୱାମୀ ଏସିଡ୍ ଫିଙ୍ଗିଦେବା ପରେ ସେ…

କନ୍ୟାର ପାଦ ଛୁଇଁ ପ୍ରଣାମ କଲେ ବର, ଏପରି ଦେଖି କନ୍ୟା ଆଖିରୁ ଝରିଗଲା ଲୁହ

ବିବାହ ହେଉଛି ସାତ ଜନମର ବନ୍ଧନ । ଆଜିକାଲି ବିବାହ ପୂର୍ବରୁ ବରକନ୍ୟା ଉଭୟ ପରସ୍ପର ସହ ମିଶିବା ଓ କଥାବାର୍ତ୍ତା କରୁଛନ୍ତି । ପରସ୍ପରକୁ ବୁଝିବାକୁ ଚେଷ୍ଟା କରୁଛନ୍ତି । ଏସବୁ ଆରେଞ୍ଜ ମ୍ୟାରେଜରେ ଘଟୁଛି । ଏମିତି କି ଉଭୟ ଉଭୟଙ୍କୁ ସମାନ ଭାବେ ସମ୍ମାନ ଦେବା ମଧ୍ୟ ଆରମ୍ଭ କଲେଣି ।…

୧୨ ଟି ସନ୍ତାନର ମାଆ ୩ ଥର ‘ଯାଆଁଳା’ ଜନ୍ମ ଦେଇଛନ୍ତି, ସମସ୍ତଙ୍କ ନାମ ‘ସି’ ରୁ ଆରମ୍ଭ

ପ୍ରତ୍ୟେକ ମହିଳା ମାଆ ହେବା ପରେ ତାଙ୍କ ଜୀବନରେ ସବୁକିଛି ବଦଳିଯାଏ । ପିଲାମାନଙ୍କର ଯତ୍ନ ନେବା କିଛି କମ୍ କଥା ନୁହେଁ, ଏହି କାରଣରୁ ଆଜିର ସମୟରେ ଲୋକମାନେ କେବଳ ଗୋଟିଏ କିମ୍ବା ଦୁଇଟି ସନ୍ତାନ ଭିତରେ ସୀମିତ ରହୁଛନ୍ତିି । କିନ୍ତୁ ଜଣେ ଆମେରିକୀୟ ମହିଳା ବୋଧହୁଏ ମା ହେବାର ଆନନ୍ଦକୁ ଏତେ…