ବିବାହର ୬ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ଇଶିତା
ମୁମ୍ବାଇ: ବିବାହର ୬ ବର୍ଷ ପରେ ମାଆ ହେବାକୁ ଯାଉଛନ୍ତି ବଲିଉଡ଼ ଅଭିନେତ୍ରୀ ଇଶିତା ଦତ୍ତ । ଏହାକୁ ନେଇ ସେ ଓ ତାଙ୍କ ପରିବାର ଲୋକେ ବହୁତ ଖୁସି ଥିବା କହିଛନ୍ତି । ନିକଟରେ ଇଶିତା ବିମାନବନ୍ଦରରେ ଯାଉଥିବା ବେଳେ ଗର୍ଭବତୀ ଥିବା ସ୍ପଷ୍ଟ ନଜରକୁ ଆସିଛନ୍ତି ।
ଚିତାକର୍ଷକ ଅଭିନୟ ପାଇଁ ଇଶିତା…