Latest Odisha News

BREAKING NEWS

ପକ୍ଷୀ ମାଡ଼ ହେବାରୁ ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ଏୟାର ଏସିଆ ବିମାନ

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର ଏସିଆର ଏକ ବିମାନ ଜରୁରୀ ଅବତରଣ କରିଛି । ବିମାନରେ ପକ୍ଷୀ ମାଡ଼ ହେବା ପରେ ଜରୁରୀ ଅବତରଣ କରାଯାଇଥିଲା ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଭୁବନେଶ୍ୱର ବିମାନବନ୍ଦରରୁ ପୁଣେ ଅଭିମୁଖେ ସନ୍ଧ୍ୟା ୫ଟାରେ ବିମାନ…

ଧାରଣୀୟ ବିକାଶ ନୁହେଁ ନିରନ୍ତର ବିନାଶର ଦସ୍ତାବିଜ୍ ଓଏସ୍‌ଆଇଏଫ୍‌-୨.୦: ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର: ଦୁଇ ଦିନ ତଳେ ଓଡ଼ିଶା ସସ୍ଟେନେବଲ ଡେଭେଲପମେଣ୍ଟ ଗୋଲ୍ ଇଣ୍ଡେକ୍ସ ଫ୍ରେମ ୱାର୍କର ଦ୍ୱିତୀୟ ସଂସ୍କରଣ ବା ଓଏସଆଇଏଫ-୨.୦ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ନାଗିରକ କୈନ୍ଦ୍ରିକ ଯୋଜନାକୁ ଧାରଣୀୟ ବିକାଶ ଲକ୍ଷ୍ୟର ଗୋଟିଏ ଗୋଟିଏ ପ୍ରତୀକ ବୋଲି ଏହି…

ହାଥରସ ଗଣବଳାତ୍କାର କେସ:ସନ୍ଦୀପ ଦୋଷୀ ସାବ୍ୟସ୍ତ, ଅନ୍ୟ ୩ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଲକ୍ଷ୍ନୌ: ଉତରପ୍ରଦେଶର ବହୁଚର୍ଚ୍ଚିତ ହାଥରସ ଗଣବଳାତ୍କାର ମାମଲାରେ କୋର୍ଟ ଗୁରୁବାର ଶୁଣାଣୀ କରିଛି । ଏଥିରେ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ଅନ୍ୟ ୩ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ସବୁଠାରୁ ବଡ କଥା ୪ଜଣଙ୍କ ମଧ୍ୟରୁ କୋର୍ଟ କାହାକୁ ଦୁଷ୍କର୍ମ ଅଭିଯୋଗରେ…

ଜେଏନୟୁରେରେ ଧାରଣା,ଆନ୍ଦୋଳନ କଲେ ଏଥର ଦେବାକୁ ପଡିବ ଜରିମାନା

ନୂଆଦିଲ୍ଲୀ: ପ୍ରତିଷ୍ଠିତ ଓ ବିବାଦୀୟ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ପାଇଁ ନୂତନ ନିୟମାବଳୀ ଜାରୀ କରାଯାଇଛି । ଏହା ଅନୁସାରେ ଏବେ ମନଇଚ୍ଛା ଧାରଣ ଓ ଆନ୍ଦୋଳନ କଲେ ଜରିମାନା ଦେବାକୁ ପଡିବ । ଧାରଣ ଦେଲେ ୨୦ ହଜାର ଜରିମାନା ଏବଂ ଆବଶ୍ୟକ ପଡିଲେ ଆଡମିଶନ ମଧ୍ୟ ବାତିଲ…

ତ୍ରିପୁରା, ନାଗାଲାଣ୍ଡରେ ବିଜେପି…. ମେଘାଳୟରେ ଝୁଲା ସରକାର

ନୂଆଦିଲ୍ଲୀ: ପୂର୍ବୋତ୍ତରର ୩ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଜାରି ରହିଥିବା ବେଳେ ଫଳାଫଳ ସ୍ପଷ୍ଟ ହୋଇଛି । ଏବେ ତ୍ରିପୁରାରେ ବିଜେପି ସରକାର ଥିବା ବେଳେ ନାଗାଲାଣ୍ଡରେ ବିଜେପି ମେଣ୍ଟ ଓ ମେଘାଳୟରେ ନ୍ୟାସନାଲ୍ ପିପୁଲ୍ସ ପାର୍ଟିର ସରକାର ଅଛି ।…

ତୃତୀୟ କ୍ରିକେଟ ଟେଷ୍ଟ: ଅଷ୍ଟ୍ରେଲିଆ ସମ୍ମୁଖରେ ୭୬ ରନର ବିଜୟ ଲକ୍ଷ୍ୟ

ଇନ୍ଦୋର: ଏଠାରେ ଅନୁଷ୍ଠିତ ତୃତୀୟ କ୍ରିକେଟ ଟେଷ୍ଟରେ ଭାରତ ୭୬ ରନର ବିଜୟ ଲକ୍ଷ୍ୟ ଅଷ୍ଟ୍ରେଲିଆ ସମ୍ମୁଖରେ ରଖିଛି । ଭାରତ ଦ୍ୱିତୀୟ ଇନିଂସରେ ୧୬୩ ରନ କରି ଅଲଆଉଟ ହୋଇ ଯାଇଥିଲା । ଭାରତର ଇନିଂସ ସମାପ୍ତ ହେବା ପରେ ଅମ୍ପାୟର ଷ୍ଟମ୍ପସ ଅପସାରଣ କରିଥିଲେ । ଚେତେଶ୍ୱର ପୂଜାରାଙ୍କ ବ୍ୟତୀତ ଅନ୍ୟ…

ବରଙ୍କ ଧମାକାଦାର ନାଚ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଳୀ: ବିବାହ ଋତୁ ଆସିବା ମାତ୍ରେ ବର-କନ୍ୟାଙ୍କର ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ୍‌ ହୋଇଥାଏ । ଭିଡିଓରେ କେତେବେଳେ ବରର ସାଙ୍ଗମାନଙ୍କ ମଜାଳିଆ ଆକ୍ଟିଙ୍ଗର ଭିଡିଓ ତ କେତେବେଳେ କନ୍ୟାର ଧମାକାଦାର ଡ୍ୟାନ୍ସ ଦେଖିବାକୁ ମିଳିଥାଏ  ।ଏପରି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ…

ହାର୍ଟଆଟାକ ପରେ ସୁସ୍ଥ ହେଲେ ସୁସ୍ମିତା ସେନ

ମୁମ୍ବାଇ: ପୂର୍ବତନ ମିସ ୟୁନିଭର୍ସ ଓ ପ୍ରତିଷ୍ଠିତ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ହାର୍ଟ ଆଟାକ ଆସିଥିଲା । ଏଞ୍ଜିୟୋପ୍ଲାଷ୍ଟି କରିବା ପରେ ସେ ଏବେ ସୁସ୍ଥ ଅଛନ୍ତି । ଗୁରୁବାର ସେ ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ମେସେଜ ଦେଇ ଏ ସମ୍ପର୍କରେ ଜଣାଇଥିଲେ । ଏହା ବ୍ୟତୀତ ପ୍ରଶଂସକଙ୍କୁ ନିଜର…

ନାଗାଲାଣ୍ଡ ଲେଖିଲା ନୂଆ ଇତିହାସ, ୬୦ ବର୍ଷ ପରେ ରାଜ୍ୟ ପାଇଲା ମହିଳା ବିଧାୟକ

କୋହିମା: ମେଘାଳୟ, ତ୍ରିପୁରା ଓ ନାଗାଲାଣ୍ଡରେ ହୋଇଥିବା ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଆଜି ହେଉଛି । ଆଉ ଏଥର ନିର୍ବାଚନରେ ନାଗାଲାଣ୍ଡର ଲୋକ ନୂଆ ଇତିହାସ ଲେଖିଛନ୍ତି । ନାଗାଲାଣ୍ଡ ରାଜ୍ୟ ଗଠନ ପର ଠାରୁ କେହି ମହିଳା ବିଧାୟକ ଭାବେ ନିର୍ବାଚିତ ହୋଇ ନଥିଲେ । ଏଥର ବିଜେପିର ସହଯୋଗୀ…

ପ୍ରେମ ଦେଖେନା ବୟସ

ମୁମ୍ବାଇ: ପ୍ରେମ ଶାଶ୍ୱତ ଏବଂ ଅନ୍ଧ। ପ୍ରେମ ଦେଖେନା ଧନୀ ଗରିବ, ଉଚ୍ଚ ନୀଚ। ପ୍ରେମ ଦେଖେନା ବୟସ କି ରଙ୍ଗ। ପ୍ରେମ ଏକ ସୁନ୍ଦର ଅନୁଭବ। ଏହି ପ୍ରେମ ଦୁଇ ମନର ମିଳନ। କିଛି ପ୍ରେମକାହାଣୀ ଏପରି ଅଛି ଯାହା ସବୁଦିନ ପାଇଁ ଅମର ହୋଇଯାଇଛି। ସେହିଭଳି କିଛି ବିଷୟରେ ଜାଣି ଅନେକ ଆଶ୍ଚର୍ଯ୍ୟ…