Latest Odisha News

BREAKING NEWS

ଆଜିଠୁ ଆରମ୍ଭ ଯୋରନ୍ଦା ମେଳା, ଚଳଚଞ୍ଚଳ ଢେଙ୍କାନାଳ

ଢେଙ୍କାନାଳ : ମହିମା ଧର୍ମ ପ୍ରଚାରକ ପ୍ରଭୁ ମହିମା ଅଲେଖଙ୍କ ଦେହତ୍ୟାଗ ଦିବସକୁ ବଡ଼ ଉତ୍ସାହ ସହକାରେ ପାଳନ କରାଯାଏ । ଯାହା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ନାଁରେ ପରିଚିତ । ଆଜିଠୁ ଆରମ୍ଭ ହୋଇଛି ବିଶ୍ବପ୍ରସିଦ୍ଧ ଯୋରନ୍ଦା ଯାତ୍ରା । ଦୁଇବର୍ଷ ଧରି କୋଭିଡ୍ କଟକଣା ଯୋଗୁଁ ଯୋରନ୍ଦା…

ଯେତେ ଲିଭାଇଲେ ବି ଆପେ ଆପେ ଜଳୁଛି ନିଆଁ

ନୂଆପଡା: ଦୁନିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଆଶ୍ଚର୍ଯ୍ୟ କର ଘଟଣା ଘଟିଥାଏ। ହେଲେ ଏ ସବୁ ଯେ କେତେ ସତ କେତେ ମିଛ ତାହା କହିବା କଷ୍ଟକର। ଏବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ନିଆଁ ଜଳୁଛି। ଲୋକେ ବି ଦେଖୁଛନ୍ତି। ଲିଭାଇବାକୁ ଯେତେ ଚେଷ୍ଟା କଲେବି ଲିଭୁନି ନିଆଁ। ଏମିତି ଘଟଣା…

ପୁଣି ଫେରିଲା ଶୀତ: ଜାଡ଼ରେ ଥରିଲା ଫୁଲବାଣୀ

ଫୁଲବାଣୀ: ପୁଣି ଫେରିଲା ଶୀତ। ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଶୀତ ବଢ଼ିଛି। ଯଦିଓ ଉପକୂଳ ଓଡ଼ିଶାରେ ଶୀତର ଲହରି କମ୍ ରହିଛି ତେବେ ଫୁଲବାଣୀ, କନ୍ଧମାଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଶୀତ ଅନୁଭୂତ ହେଉଛି। ରାତି ୮ରୁ ଥଣ୍ଡାପଡ଼ିବା ଆରମ୍ଭ ହୋଇ ସକାଳ ୯ଟା ପର୍ଯ୍ୟନ୍ତ ଥଣ୍ଡା…

ଗୋପଳ ଘରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌, ସ୍ତ୍ରୀ ଓ ପୁତୁରାକୁ ପଚରାଉଚରା

ଭୁବନେଶ୍ୱର : ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟା ମାମଲା । ଏହି ଘଟଣାରେ ତନ ତନ କରି ଯାଞ୍ଚ କରୁଛି କ୍ରାଇମ୍‌ବାଞ୍ଚ ଟିମ୍‌ । ଆଜି କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍‌ଆଙ୍କୁଲା ସ୍ଥିତ ଗୋପାଳ ଘରେ ପହଞ୍ଚି ତଦନ୍ତ କରିଛି  । ଗୋପାଳଙ୍କୁ ନେଇ ସ୍ତ୍ରୀ ଜୟନ୍ତୀ ଦାସ ଏବଂ ପୁତୁରାଙ୍କୁ ପଚରାଉଚରା…

ଅଭିନେତା ପିଣ୍ଟୁନନ୍ଦ ଚିକିତ୍ସା ପାଇଁ ଯିବେ ଦିଲ୍ଲୀ

ଭୁବନେଶ୍ୱର: ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । କିଛି ଦିନ ଧରି ଲିଭର ସିରୋସିସ୍‌ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନିଆଯିବ ବୋଲି ସୂଚନା ଦିଆଯାଇଛି । ସେଠାରେ ଲିଭର ଟ୍ରାନ୍ସପ୍ଲାଣ୍ଟ୍‌ କରାଯିବ  । ଏହି ଚିକିତ୍ସା ପାଇଁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୫)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଗ୍ରୀଷ୍ମାବକାଶର କେତୋଟି ଅବସର ଦିବସ ପରିବାର ସହ କଟାଇବା ପାଇଁ ପଦ୍ମିନୀ ବ୍ରହ୍ମପୁରରୁ ଭଞ୍ଜନଗର ଆସିବା ଦିନ, ବସ୍‌ଷ୍ଟାଣ୍ଡରେ ତା’ର ଦେଖା ହୋଇଥିଲା ଲଳିତା ସହ । ଜେଲ୍ ଗ୍ରାଉଣ୍ଡରେ ଥିବା ପୋଲିସ କଲୋନୀକୁ ସେ ତା’ର…

ଜାତୀୟ ନାଟ୍ୟ ଉତ୍ସବ ‘ପୂର୍ବ ରଙ୍ଗ’ ଆୟୋଜିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ,ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଏବଂ କୋଲକାତାର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଜାତୀୟ ନାଟ୍ୟ ଉତ୍ସବ-୨୦୧୩ ଅନୁଷ୍ଠିତ ହେଉଛି । ଏହି ନାଟ୍ୟ ଉତ୍ସବରେ ଦ୍ଵିତୀୟ ଦିନରେ…

କବିତା : ଛାଇ

ଜୟନ୍ତୀ ଓଝା  ଜହ୍ନର ଛାଇରେ ପତର ଦିଶୁଛି ମନର ଛାଇରେ ତୁମେ ଶୀତର ଚାଦର ଦେହକୁ ଖୋଜୁଛି ତୁମକୁ ଖୋଜେ ମୁଁ ମନେ । ଶୀତର ତାପରେ ଦେହତ ଫାଟୁଛି ମନ କେବେ ଫାଟୁ ନାହିଁ ଶୀତର ତାପରେ ଯୋଡି ହୋଇଯାଏ, ଦୁଇ ହୃଦ ଦୁଇ ଛାଇ! ନିଇତି ସଞ୍ଜରେ ନିଆଁ ମୁଁ ଜାଳୁଛି ମୋ ଦେହ ଜଳୁଛି…

ଭାଷା ଭାଗବତ : କ’ଣ ହେଲା କେତେ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଅଳ୍ପ କାମ ପାରିଛିଁ ସାରି ବହୁତ ରହିଛି ଆହୁରି ଜାଣେନି କରିବି କିପରି ଯାଉଛିଁ ତାହା ଯୋଗୁଁ ହାରି ଅକ୍ଷର ପାଠକ ଅନେକ ନୁହଂତି ସହାୟକ ଲୋକ ନୂଆ କିଛି ବି ଦେଲେ ଲେଖି ବୁଲାଂତିନାହିଁ ଥରେ ଆଖି କେହି ନ ପଢ଼ୁଥିଲେ ସୁଦ୍ଧା…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା  ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରର କ୍ଷେତ୍ରେଶ୍ୱରୀ ଦେବୀ ବିମଳାଙ୍କ ବେଶ ସମ୍ଭାର ଆଲୋଚନା ପରିପ୍ରେକ୍ଷୀରେ ଆମେ ତାଙ୍କର ସ୍ଵର୍ଣ ଆଭୂଷଣ ବିଷୟରେ ଅନେକ ବିଷୟ ଜାଣିଲେ । ମା…