Latest Odisha News

BREAKING NEWS

ଏପ୍ରିଲ୍ ୧୧ରୁ ରାଜ୍ୟରେ ସକାଳୁଆ ସ୍କୁଲ୍

ଭୁବନେଶ୍ୱର: ଗ୍ରୀଷ୍ମ ଋତୁ ଓ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ସ୍କୁଲ୍ ପାଇଁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୧୧ ତାରିଖରୁ ରାଜ୍ୟରେ ସକାଳୁଆ ସ୍କୁଲ୍ ଆରମ୍ଭ ହେବ । ସକାଳ ୭ଟାରୁ ପାଠପଢ଼ା ଆରମ୍ଭ ହୋଇ ବିଦ୍ୟାଳୟ ଦିନ ୧୧ଟା ୩୦ରେ ସରିବ । ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍ଥାନୀୟ…

ଶ୍ରୀଦେବୀଙ୍କ ଭଉଣୀ ରୂପରେ ବଲିଉଡର ପ୍ରତିଷ୍ଠିତ କଳାକାର

ମୁମ୍ବାଇ: ଶ୍ରୀଦେବୀଙ୍କ ଭଉଣୀ ରୂପରେ ବଲିଉଡର ଜଣେ ପ୍ରତିଷ୍ଠିତ କଳାକାରଙ୍କ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଉକ୍ତ କଳାକାରଜଣଙ୍କ ଶ୍ରୀଦେବୀଙ୍କ ପରି ଦେଖାଯାଉଛନ୍ତି । ଆଉ ସେ କଳାକାରଜଣଙ୍କ ହେଲେ ଅନୁପମ ଖେର । ବିଶ୍ୱାସ ନ ହେଲେ ବି ଏହା ସତ । ଆପଣମାନେ ମଧ୍ୟ ଫଟୋକୁ ଦେଖି…

ମାଷ୍ଟରସେଫ୍ ସିଜିନ-୭ ବିଜେତା ହେଲେ ଆସାମର ନୟନଜ୍ୟୋତି

ମୁମ୍ବାଇ: ଭାରତର ଲୋକପ୍ରିୟ କୁକିଂ ରିଆଲିଟି ଶୋ’ ମାଷ୍ଟରସେଫ୍ ଇଣ୍ଡିଆ -୭ ଶେଷ ହୋଇଛି । ଏହି ଶୋ ରେ ନିଜର କମାଲ ଦେଖାଇ ଆସାମର ନୟନଜ୍ୟୋତି ସାଇକିଆ ଟ୍ରଫି ଜିତିଛନ୍ତି । ଏଥିସହ ୨୫ ଲକ୍ଷ ଟଙ୍କାର ଅର୍ଥରାଶି ବି ମିଳିିଛି । ଅନେକ କଷ୍ଟଦାୟକ ଚ୍ୟାଲେଞ୍ଜ ସାମ୍ନା କରି ନୟନଜ୍ୟୋତି ଏବେ…

ଝାରସୁଗୁଡ଼ାରୁ ବିଜେପି, କଂଗ୍ରେସରୁ କିଏ?

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପି ଓ କଂଗ୍ରେସର ପ୍ରାର୍ଥୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଜେଡି ପ୍ରାର୍ଥୀ ଘୋଷଣା ପରେ ତତ୍ପର ହୋଇଉଠିଛି କଂଗ୍ରେସ। ପ୍ରାର୍ଥୀ ଚୟନ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଝାରସୁଗୁଡ଼ା…

‘କାଳିଆ’ କୁ ନେଇ ରାଜନୀତି !

ଭୁବନେଶ୍ୱର: ଉତ୍କଳ ଦିବସରେ ଚାଷୀଙ୍କୁ ଭେଟି। କାଳିଆ ସହାୟତା ଆକାରରେ ରାଜ୍ୟର ୪୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୮୭୭ କୋଟି ଟଙ୍କାର କାଳିଆ ସହାୟତା ଦିଆଯାଇଛି। ଉତ୍କଳ ଦିବସ ଅବସରରେ ଚାଷୀଙ୍କୁ ସହାୟତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଝାରସୁଗୁଡ଼ା ଉପନିର୍ବାଚନ ଘୋଷଣା ହୋଇଥିବା ବେଳେ ଝାରସୁଗୁଡାକୁ…

ପିଲା ପଢ଼ୁଛନ୍ତି ବିକୃତ ଓଡ଼ିଆ, ବର୍ଣ୍ଣମାଳା ବହିର ଆଭିିମୁଖ୍ୟ ନିନ୍ଦନୀୟ

ଭୁବନେଶ୍ୱର: ଏପ୍ରିଲ ୧ ଉତ୍କଳ ଦିବସ। ସାରା ରାଜ୍ୟ ଆଜିର ଦିନକୁ ବେଶ ଧୁମଧାମରେ ପାଳନ କରୁଛି। କିନ୍ତୁ ବିଡ଼ମ୍ବନାର କଥା ହେଲା ଯେ ଓଡ଼ିଆ ଭାଷାକୁ ଅତ୍ୟନ୍ତ କଦର୍ଥ କରି ଯେଉଁ ଭଳି ଭାବରେ ସ୍କୁଲରେ ଛୋଟ ପିଲାଙ୍କୁ ପାଠ ପଢ଼ା ଯାଉଛି, ଖାସ କରି ଓଡ଼ିଶାରେ ଏବେ ବଢ଼ି ଚାଲିଥିବା ଇଂରାଜୀ…

ଗ୍ଲାମରସ୍ ମହିଳା କରୁଛନ୍ତି ଇଲେକ୍ଟି ମରାମତି କାମ

ଇଂଲଣ୍ଡ: ଆଜିର ସମୟରେ ଉଭୟ ପୁରୁଷ ଏବଂ ମହିଳା ସମସ୍ତ ପ୍ରକାର କାର୍ଯ୍ୟ କରିଥାନ୍ତି । କିନ୍ତୁ ଆଜି ବି ସମାଜରେ ଏପରି କାର୍ଯ୍ୟ ଅଛି ଯାହା କେବଳ ପୁରୁଷଙ୍କ ଦ୍ୱାରା କରାଯାଇଥାଏ । ଯେତେବେଳେ ମହିଳା ସେହି କାର୍ଯ୍ୟଗୁଡିକ କରୁଥିବା ଦେଖାଯାଏ, ସେତେବେଳେ ଆଲୋଚନା ଆରମ୍ଭ ହୋଇଯାଏ । ଇଂଲଣ୍ଡରେ…

ଆଇଟା ୧୬ ବର୍ଷରୁ କମ ଜାତୀୟ ସିରିଜ: ଇତିହାସ ରଚିଲେ ଓଡିଆ ଝିଅ ଆହାନ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ବାଳିକା ଟେନିସ ଖେଳାଳି ଆହାନ ଇତିହାସ ରଚିଛନ୍ତି । ଆଇଟା ୧୬ ବର୍ଷରୁ କମ ଜାତୀୟ ସିରିଜରେ ସେ ପ୍ରଥମ ଓଡିଆ ଖେଳାଳି ଭାବେ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି । ଫାଇନାଲରେ ସେ ତାମିଲନାଡୁର ସବିତା ଭୁବନେଶ୍ୱରନଙ୍କୁ ୬-୧, ୬-୩ ସିଧାସଳଖ ସେଟରେ ପରାସ୍ତ କରିଥିଲେ । ସେ…

ବରପୁତ୍ରଙ୍କୁ ସମ୍ମାନ: ଓଡ଼ିଆ ଓ ଓଡ଼ିଶା ପ୍ରେମ କାହାର କେତେ?

ଭୁବନେଶ୍ୱର: ଆଗକୁ ବିଧାନସଭା ଓ ଲୋକସଭା ନିର୍ବାଚନ। ଏହାପୂର୍ବରୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବରପୁତ୍ରଙ୍କୁ ସମ୍ମାନ ଦେବା ପାଇଁ ଜୋରଦାର ପ୍ରୟାସ କରୁଥିବା ଦେଖିବାକୁ ମିଳିଛି। ଏହି ଧାରାରେ ଆଉ ଏକ ଝଲକ ଦେଖିବାକୁ ମିଳିଛି ପବିତ୍ର ଉତ୍କଳ ଦିବସରେ। ଗୋଟିଏ ପଟେ ରାଜ୍ୟ ସରକାରଙ୍କ…

ଉତ୍କଳ ଦିବସରେ ସୋଆ ଏସ୍‌ଏଚ୍‌ଏମ୍‌ରେ ଆରମ୍ଭ ହେଲା ‘ପଖାଳ ଉତ୍ସବ’

ଭୁବନେଶ୍ୱର: ଓଡ଼ିଶାର ପାରମ୍ପରିକ ଖାଦ୍ୟ ‘ପଖାଳ’ର ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟରେ (ଏସ୍‌ଏଚ୍‌ଏମ୍ ) ଏପ୍ରିଲ୍‌ ୧ ଉତ୍କଳ ଦିବସ ଦିନ 'ପଖାଳ ଉତ୍ସବ' ଆରମ୍ଭ ହୋଇଛି । ୫ ଦିନ ବ୍ୟାପି ଚାଲିବାକୁ ଥିବା…