Latest Odisha News

BREAKING NEWS

୨ ବର୍ଷର ଶିଶୁ କନ୍ୟାକୁ ଝୁଣି ଖାଇଲେ କୁକୁର ପଲ

ସୁରଟ : ପୁଣି ସାମ୍ନାକୁ ଆସିଲା କୁକୁରର ଉଗ୍ରରୂପ । ୨ ବର୍ଷର ଶିଶୁ କନ୍ୟାକୁ ଝୁଣି ଖାଇଗଲେ କୁକୁର ପଲ । ଏଭଳି ଛାତିଥରା ଘଟଣା ଡାଇମଣ୍ଡ ବୁର୍ସ ନିକଟ ଲେବର କଲୋନିରେ ଘଟିଛି  । ୨ ବର୍ଷର ଶିଶୁକନ୍ୟାକୁ ୩/୪ଟି କୁକୁର ଆକ୍ରମଣକରି ଗୁରୁତର ଆହତ କରିଥିଲେ । ଶିଶୁ କନ୍ୟାର ଦେହରେ ୬୦ଟି କ୍ଷତ…

ଟ୍ରକ-ପିକଅପ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା, ୧୧ ଜଣଙ୍କର ମୃତ୍ୟୁ

ରାୟପୁର: ଛତିଶଗଡରେ ଭାଟ୍ଟାପରର ବାଲୋଡା ବଜାର ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଏବଂ ପିକଅପ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବାବେଳେ ଏହି ଦୁର୍ଘଟଣାରେ ୨ ଶିଶୁଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ଏହି ଦୁର୍ଘଟଣାରେ ୧୫ ଜଣ ଆହତ…

ଦିଲ୍ଲୀ ଆମ୍ ଆଦ୍‌ମୀ ପାର୍ଟିକୁ ଧୋକା; ଦଳ ଛାଡ଼ି ବିଜେପିରେ ଯୋଗ ଦେଲେ କାଉନସିଲର

ନୂଆଦିଲ୍ଲୀ: ଦିଲ୍ଲୀ ଆମ୍ ଆଦ୍‌ମୀ ପାର୍ଟିକୁ ଧୋକା। ଦଳ ଛାଡ଼ି ବିଜେପିରେ ଯୋଗ ଦେଲେ ଆପ କାଉନସିଲର ପୱନ ସେରାୱତ।  ଶୁକ୍ରବାର ସେ ବିଜେପିରି ଯୋଗ ଦେବା ସହ ସହ ସଂଗୀନ ଅଭିଯୋଗ ଆଣିଛନ୍ତି। ମ୍ୟୁନିସିପି ପାଲଟି କୋରପୋରେସନ ହାଉସ୍‌ରେ ମିଛଟାରେ  ହାଲ୍ଲା ମଚାଇବାକୁ ଆପ୍‌ ତାଙ୍କୁ ବାଧ୍ୟ…

ଅଷ୍ଟ୍ରେଲିଆକୁ ରପ୍ତାନି ହେବ ମାରୁତି ସୁଜୁକି ଜିମି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ରପ୍ତାନି ହେବ ମାରୁତି ସୁଜୁକିର ବହୁ ପ୍ରତିକ୍ଷିତ ଜିମି କାର | କାର ନିର୍ମାତା ମାରୁତି ସୁଜୁକି ପକ୍ଷରୁ କୁହାଯାଇଛି ଯେ ସେମାନେ ଜିମି(୫ଟି ଡୋର ଏସୟୁଭି) ଏବଂ ଫ୍ରଙ୍କ୍ସ କମ୍ପାକ୍ଟ ଏସୟୁଭିକୁ ଭାରତରୁ ଅଷ୍ଟ୍ରେଲିଆକୁ ରପ୍ତାନି କରିବେ | ଅର୍ଥାତ୍ ଭାରତରେ…

ରାତିରେ ଟିକେଟ ଚେକିଂ ସହ ବିନା ଟିକେଟରେ ଯାଉଥିବା ମହିଳା ଯାତ୍ରୀଙ୍କୁ ଟ୍ରେନରୁ ଓହ୍ଲାଇପାରିବେନି ଟିଟିଇ

ନୂଆଦିଲ୍ଲୀ: ପ୍ରତିଦିନ ଲକ୍ଷାଧିକ ଲୋକ ଟ୍ରେନ ମାଧ୍ୟମରେ ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରନ୍ତି | ଏଭଳି ପରିସ୍ଥିତିରେ ଦେଶ ମଧ୍ୟରେ ଅନେକ ଟ୍ରେନ୍ ଚଳାଚଳ କରୁଛି। ତେବେ ଯାତ୍ରା ସମୟରେ ଯାତ୍ରୀମାନେ ଯେଭଳି କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ନ ହେବେ ସେଥିପାଇଁ ଭାରତୀୟ ରେଳବାଇ ଅନେକ…

ବ୍ରିଟେନ୍‌ରେ ପରିବା କିଣିବା ଉପରେ ଲାଗିଲା ପ୍ରତିବନ୍ଧକ,୨ଟି ଟମାଟୋ ଓ ୨କାକୁଡ଼ି କିଣିବାକୁ ମିଳିବ ଅନୁମତି

ବ୍ରିଟେନ୍‌ରେ ଦେଖାଦେଇଛି ଖାଦ୍ୟ ସଙ୍କଟ, ଅଧିକ ପରିବା କିଣିପାରିବେନି ଗ୍ରାହକ । ଜଣେ ଗ୍ରାହକ କିଣିପାରିବେ ୨ଟି ଟମାଟୋ ଓ ୨କାକୁଡ଼ି । ବ୍ରିଟେନର ଦୁଇ ସର୍ବବୃହତ ସୁପରମାର୍କେଟ୍‌ ‘ମୋରିସନ୍’ ଏବଂ ‘ଏସ୍‌ଡା’ ସୁପରମାର୍କେଟରେ ଦେଖାଦେଇଛି ପନିପରିବାର ଅଭାବ । ବ୍ରିଟେନର ଅର୍ଥନୀତି ଏବେ…

କବିତା : ପ୍ରତୀକ୍ଷା

ନିବେଦିତା ରଥ ମୁଁ ଏବେ ବୁଝି ଗଲିନି ମୋ ଯନ୍ତ୍ରଣାର ଉତ୍ତପ୍ତ ମରୁଭୂମି ପରେ କେବେ ବି ଫୁଲଟିଏ ଫୁଟିବନି ଆଉ, ଏ ଧରିତ୍ରୀ କେବେ ବି ଭିଜି ଯିବନି ମୋ ତତଲା ଲୁହରେ କି ରକ୍ତର ନଈରେ, ଖାଲି ଯାହା ମୋ ପ୍ରଶ୍ନର ବର୍ଷାରେ ମୁଁ ନିଜେ ହିଁ ଭିଜୁ ଥିବି ବାରମ୍ବାର । ରୂପାଝରା ନିଶୁନ ଏ…

ଆଜି ଆଗତ ହେବ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍

ଭୁବନେଶ୍ୱର : ଆଜି ରାଜ୍ୟ ବଜେଟ୍‌ । ବିଧାନସଭାରେ ଉପସ୍ଥାପିତ ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ । ବଜେଟ ଅଧିବେଶନର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ନବୀନ ସରକାରଙ୍କ ପଞ୍ଚମ ପାଳିର ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ।…

ଭାଷା ଭାଗବତ : ଜ୍ଞାନାଂଶ, ଭାଷାଂଶ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ମନୁଷ୍ଯ ନୁହେ ସର୍ବଜ୍ଞାନୀ ତେଣୁ ଜ୍ଞାନାଂଶ ନେଇ ମାନି କରଇ ଜୀବନ ଯାପନ ନୁହଇ କେବେ ବି ସଂପୂର୍ଣ ଅଲଭ୍ୟ ଅଟେ ସଂପୂର୍ଣତା ବୁଝିପାରିଲେ ଏହି କଥା ବ୍ୟକ୍ତି ନ ହୋଇ ବିଚଳିତ ସର୍ବଦା ରହେ କାର୍ଯରତ ନିଜ ଭାଗର କାମ କରି ସୁଦ୍ଧା…

ଚେହେରାରେ ଚମକ ଭରିଦେବ କାକୁଡ଼ି…

ଅନେକ ଦୃଷ୍ଟିରୁ କାକୁଡ଼ି ସ୍ୱାସ୍ଥ୍ୟପାଇଁ ଲାଭଦାୟକ । କେବଳ ସ୍ବାଦ ପାଇଁ ନୁହେଁ, ବରଂ ତ୍ବଚା ପାଇଁ ବି ଏହା ଖୁବ୍ ଉପକାରୀ। ଆପଣଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣ କରିପାରେ କାକୁଡ଼ି । କାକୁଡ଼ି ଆପଣଙ୍କ ତ୍ବଚାକୁ ଯୁବା ଦିଶିବାରେ ସାହାଯ୍ୟ କରିଥାଏ। ଆପଣ ହୁଏତ ଏକଥା ନିଶ୍ଚୟ ଜାଣିଥିବେ ଯେ…