ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମୂଖ୍ୟ ମନ୍ଦିର ବା ଯେଉଁ ମନ୍ଦିରରେ ଚାରି ମୂର୍ତ୍ତି ବିରାଜମାନ କରିଛନ୍ତି ଏହା ଯେ ଲୌହ ଯୁଗ ପରେ ନିର୍ମିତ୍ତ ତାହା ଏଥିରେ ବ୍ୟବହୃତ ଲୁହା ବିମ ଓ ଲୁହା କ୍ଲିପରୁ…