ମହିଳା ଭକ୍ତଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଶାରାମ ବାପୁ ଦୋଷୀ ସାବ୍ୟସ୍ତ, ଆସନ୍ତାକାଲି ଦଣ୍ଡ ଦେବେ କୋର୍ଟ
ଗାନ୍ଧୀନଗର: ମହିଳା ଭକ୍ତଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଶାରାମ ବାପୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୋମବାର(ଜାନୁଆରୀ ୩୦) ମାମଲାରେ ଶୁଣାଣି କରି ଗୁଜରାଟ ଗାନ୍ଧୀନଗର କୋର୍ଟ ଆଶାରାମ ବାପୁକୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
୨୦୧୩ ସୁରତର ଦୁଇ ଭଉଣୀଙ୍କୁ ଦୁଷର୍ମ ଅଭିଯୋଗରେ ଗାନ୍ଧୀନଗର ସେସନ…