Latest Odisha News

BREAKING NEWS

ବିନାଶ ମୁହାଁ ବିଶ୍ବ !

ନୂଆଦିଲ୍ଲୀ: ବିନାଶ ମୁହାଁ ଏବେ ସାରା ବିଶ୍ବ । ବିଧ୍ବଂସ ଆଉ କିଛି ଦୂରରେ । ହେଲେ ଡୁମ୍ସଡେ କ୍ଲକରୁ ବୈଜ୍ଞାନିକମାନେ କମ୍ କରିଛନ୍ତି ୧୦ସେକେଣ୍ଡ । ଦୀର୍ଘ ତିନି ବର୍ଷ ଧରି ଡୁମ୍ସଡେ ଘଣ୍ଟାରେ ପୃଥିବୀ ଧ୍ବଂସ ହେବାକୁ ଆଉ ଶହେ ସେକେଣ୍ଡ ରହିଥିବା ବେଳେ ୨୦୨୩ରେ ଏଥିରୁ ୧୦ସେକେଣ୍ଡ କମାଇ…

ସିରିଜ୍‌ ଦୁର୍ଘଟଣାରେ ୨ମୃତ, ୩ ଗୁରୁତର

ବୌଦ୍ଧ: ବହିରା ଛକ ନିକଟରେ ସିରିଜ ଦୁର୍ଘଟଣା । ସ୍କର୍ପିଓ ଧକ୍କାରେ ୨ଜଣଙ୍କର ମୃତ୍ୟୁ ଘଟିଛି । ପତାକା ଉତ୍ତୋଳନ କରିବାକୁ ଯିବା ବେଳେ ଘଟିଥିଲା ଅଘଟଣ । ୬ଟି ବାଇକ ସହ ଗୋଟିଏ କାର ଚୁରମାର । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା…

୭୪ ତମ ସାଧାରଣତନ୍ତ୍ର ଦିବସ: ମହାତ୍ମାଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଭୁବନେଶ୍ୱର: ୭୪ ତମ ସାଧାରଣତନ୍ତ୍ର ଦିବସ ପାଳ କରୁଛି ଦେଶ। ଦୁଇ ବର୍ଷ କୋଭିଡ କଟକଣା ପରେ ଏଥର ସୁରଖୁରରେ ଗଣତନ୍ତ୍ର ଦିବସ ପାଳନ ହେଉଛି। ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଗଣତନ୍ତ୍ର ଦିବସ ପାଳନ ହୋଇଛି। ଗୁରୁବାର ରାଜ୍ୟ ସରକାର ମହାତ୍ମାଗାନ୍ଧୀ ମାର୍ଗରେ ୭୪ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ପାଳନ…

ବିଶ୍ୱର ପ୍ରଥମ ଉଡ଼ନ୍ତା ବାଇକ୍

ନୂଆଦିଲ୍ଲୀ: ବେଳେବେଳେ ଟ୍ରାଫିକ୍ ଜାମରେ ଫସିଥିଲେ କିମ୍ବା କୈାଣସି ସ୍ଥାନକୁ ଜଲଦି ଯିବାର ଥିଲେ, ମନରେ ଧାରଣା ଆସେ ଯଦି ଆମ ପାଖରେ ଫ୍ଲାଇଙ୍ଗ୍ ବାଇକ୍ କିମ୍ବା କାର୍ ଥାନ୍ତା ସତରେ କେତେ ଭଲ ହୁଅନ୍ତା  । ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି ସ୍ୱପ୍ନରେ ଭାବୁଥିବା କଥା ଏବେ ସତ ହୋଇଛି ।…

ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ପୂଜାର୍ଚ୍ଚନା କରାଯିବ ରଥ କାଠ

ପୁରୀ:  ଆଜି ହେଉଛି ପବିତ୍ର ଶ୍ରୀପଞ୍ଚମୀ । ଏହି ତିଥି  ଅବସରରେ ଆଗାମୀ ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ଆଜି ସନ୍ଧ୍ୟାରେ ରଥ କାଠକୁ ପୂଜାର୍ଚ୍ଚନା କରାଯିବ । ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା ମା ସରସ୍ବତୀଙ୍କ  ନିକଟରେ ସ୍ୱତନ୍ତ୍ର ପୂଜା କରାଯିବା ପରେ  …

ପ୍ରଥମ ଥର ପାଇଁ ବିଦେଶକୁ ରପ୍ତାନୀ ହେଲା ଓଡ଼ିଶା ମାଣ୍ଡିଆ, ଯିବ ଦୁବାଇ

ଭୁବନେଶ୍ୱର: ଦୁବାଇ ଗଲା ଓଡ଼ିଶା ମାଣ୍ଡିଆ। ପ୍ରଥମ ଥର ପାଇଁ ଓଡ଼ିଶାରୁ ମାଣ୍ଡିଆକୁ ଆରବ ଦେଶ ଦୁବାଇ ରପ୍ତାନି କରାଯାଇଛି। ପୂର୍ବରୁ କର୍ଣ୍ଣାଟକ ଓ ଗୁଜରାଟ ନିଜ ନିଜ ରାଜ୍ୟର କ୍ଷୁଦ୍ର ଶସ୍ୟକୁ ବିଦେଶ ରପ୍ତାନୀ କରିଥିବା ବେଳେ ଓଡ଼ିଶା ପ୍ରଥମ ଥର ରାଜ୍ୟ ଉତ୍ପାଦିତ ଶସ୍ୟକୁ ବିଦେଶ ରପ୍ତାନୀ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଇସ୍ପାତ ନଗରୀର ନିର୍ଜନ ରାଜପଥ, ରେଷ୍ଟୁରାଣ୍ଟ , ପାର୍କର ମନୋଜ୍ଞ ପରିବେଶରେ ଦୁଇଟି ହୃଦୟ ବେଶ୍ କିଛିଦିନ ଗଢ଼ିଚାଲିଲେ ପ୍ରେମର ମୀନାର । ସେଦିନ ନୂଆବର୍ଷର ପ୍ରଥମ ଦିନରେ, ହୋଟେଲର ନିଭୃତ କୋଠରି ଭିତରେ ବସି ଅତି…

ସର୍ବୋଚ୍ଚ ଅନୁଗ୍ରହ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଅନ୍ୟର ଦୁଃଖ ଦେଖି ଯେଉଁ ମନୋବେଗ ସୃଷ୍ଟି ହୁଏ ତାହା ଅନୁଗ୍ରହ । ସମସ୍ତ ପ୍ରକାରର ପ୍ରତିକୂଳ ପରିସ୍ଥିତି ଓ ବିପଦକୁ ଦୂର କରି ଯିଏ ସାହାଯ୍ୟ କରେ, ଈଶ୍ୱର ତା ଉପରେ ସନ୍ତୁଷ୍ଟ ହୁଅନ୍ତି ଓ ତାକୁ ସାହାଯ୍ୟ କରନ୍ତି । ଜଣେ ବ୍ୟକ୍ତି…

ସରସ୍ୱତୀ ପୂଜା ପାଇଁ ଉତ୍ସବମୁଖର ଶିକ୍ଷାନୁଷ୍ଠାନ

ଭୁବନେଶ୍ବର : ଆଜି ହେଉଛି ପବିତ୍ର ଶ୍ରୀ ପଞ୍ଚମୀ । ଏହି ଦିନ ମା ସରସ୍ୱତୀଙ୍କ ପୂଜା କରାଯାଏ । ମା’ଙ୍କ ଆରାଧାନା ପାଇଁ ସାରା ସହର ଉତ୍ସବମୁଖର  । ମା’ ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ମାନେ ଭକ୍ତିର ସହ ପୂଜା ପାଳନ କରିଥାନ୍ତି । ମା’ ସରସ୍ବତୀଙ୍କୁ…

ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ

ନୂଆଦିଲ୍ଲୀ : ଆଜି ୭୪ ତମ ସାଧାରଣତନ୍ତ୍ର ଦିବସ । ଗଣତନ୍ତ୍ରର ମହାପର୍ବ । ଗଣତନ୍ତ୍ର ଦିବସ ଉପଲକ୍ଷେ ସାରା ଦେଶ ଉତ୍ସବ ମୁଖର  । ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଆଜିର ଦିନରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା…