Latest Odisha News

BREAKING NEWS

ଜଗତ ଜାଣିବ ଜଗନ୍ନାଥଙ୍କ ଗାଥା, ଗଡ଼ିଲା ‘ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ’

ନୂଆଦିଲ୍ଲୀ: ଗଡ଼ିଲା ‘ଶ୍ରୀଜଗନ୍ନାଥ ଯାତ୍ରା’ ଟ୍ରେନ୍‌। ଘରୋଇ ପର୍ଯ୍ୟଟନର ପ୍ରସାର କରିବା ଦିଗରେ ଭାରତ ସରକାରଙ୍କ ‘ଦେଖୋ ଅପ୍‌ନା ଦେଶ’ର ଏକ ଅଂଶ ଭାବେ ଭାରତ ଗୌରବ ଟୁରିଷ୍ଟ ଟ୍ରେନ ଚଳାଚଳ ଆରମ୍ଭ କରାଯାଇଛି। ବୁଧବାର ଏହାର ଶୁଭାରମ୍ଭ ହୋଇଛି।  ଶୁଭାରମ୍ଭ ବେଳେ ଓଡ଼ିଶାକୁ ଆସୁଥିବା…

ଦେଶବାସୀଙ୍କୁ ଏକାଠି କରି ରଖିଛି ଭାଷା ଓ ସଂସ୍କୃତି: ରାଷ୍ଟ୍ରପତି

ନୂଆଦିଲ୍ଲୀ: ୭୪ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଏଭଳି ସମ୍ଭୋଧିତ କରିଛନ୍ତି। ସେ କହିଛନ୍ତି, ଆମେ ଯେତେବେଳେ ଗଣତନ୍ତ୍ର ଦିବସ ପାଳନ କରୁ ସେତେବେଳେ ଆମେ ଏକ ରାଷ୍ଟ୍ର ହିସାବରେ…

ପୋଲିସ ଜଳକା: ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ବିଦେଶୀ

ପୁରୀ: ସିଂହଦ୍ୱାର ସାମ୍ନାରେ ଛିଡା ହୋଇଛି ପୋଲିସ। ହେଲେ ଏହାରି ଭିତରେ ଜଣେ ବିଦେଶୀ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିବା ଜଣାପଡ଼ିଛି। ପୋଲିସ ଆଖି ଆଗରେ ବିଦେଶୀ ଜଣଙ୍କ ପ୍ରବେଶ କରିବା ପ୍ରଶାସନର ହୁଗୁଳା ବ୍ୟବସ୍ଥାକୁ ପଦାରେ ପକାଇଛି। ତେବେ ବିଦେଶୀ ଜଣଙ୍କ ବାଇଶି ପାହାଚ ଚଢୁଥିବା…

୪ ଜଣ ଓଡ଼ିଆଙ୍କୁ ପଦ୍ମଶ୍ରୀ ପୁରସ୍କାର

ନୂଆଦିଲ୍ଲୀ: ୨୦୨୩ ବର୍ଷ ଲାଗି ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି । ୬ ଜଣ ପଦ୍ମ ବିଭୂଷଣ ପୁରସ୍କାର ପାଇଥିବା ବେଳେ ୯ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୯୧ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ଓଡ଼ିଶାରୁ…

ଘୋଷଣା ହେଲା ସମ୍ମାଜନକ ପଦ୍ମ ପୁରସ୍କାର, ୬ ଜଣଙ୍କୁ ପଦ୍ମ ବିଭୂଷଣ

ନୂଆଦିଲ୍ଲୀ: ୨୦୨୩ ବର୍ଷ ଲାଗି ସମ୍ମାଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି । ୬ ଜଣ ପଦ୍ମ ବିଭୂଷଣ ପୁରସ୍କାର ପାଇଥିବା ବେଳେ ୯ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୯୧ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ସ୍ଥାପତ୍ୟ କଳା ପାଇଁ ଗୁଜରାଟର ବାଲକ୍ରୀଷ୍ଣ ଦୋଷୀ, କଳାରେ ମହାରାଷ୍ଟ୍ରର ଜାକିର…

ଅଚେତ ପଡ଼ିଥିବା ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଲେ ବିଜେଡି ନେତା

ଗୁଣପୁର: ମାନବିକତା ଦେଖାଇଲେ ରାୟଗଡ଼ା ଜିଲା ବିଜୁ ଛାତ୍ର ଜନତା ସଭାପତି । ରାସ୍ତାକଡ଼ରେ ଅଚେତ ହୋଇ ପଡ଼ିଥିବା ଜଣେ ଛାତ୍ରୀଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିବା ସହ ଚିକିତ୍ସା ପାଇଁ ସମସ୍ତ ବନ୍ଦୋବସ୍ତ କରିଛନ୍ତି । ତାଙ୍କର ଏପରି କାର୍ଯ୍ୟ ପାଇଁ ସେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି…

୨ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗ ପାନବରଜ ନିକଟରେ ଚଢାଉ କରି ବ୍ରାଉନସୁଗାର ଜବତ କରିବା ସହ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ପାନବରଜର ସେକ୍ ନସିମ୍ (୩୨) । ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁଙ୍କ ସୂଚନାନୁସାରେ, ଆଜି ମଧ୍ୟାହ୍ନ ୧୨ଟାରେ ପାନବରଜ ଶବର…

ପରିବେଶ ପରିଚାଳନା ପାଇଁ ଜେଏସ୍‌ଡବ୍ଲ୍ୟୁକୁ ପୁରସ୍କାର

ଭୁବନେଶ୍ୱର: ପରିବେଶ ପରିଚାଳନାରେ ଉତ୍କୃଷ୍ଟତା ପାଇଁ ଭାରତୀୟ ଖଣି ବ୍ୟୁରୋ (ଆଇବିଏମ୍‌) ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ(ମାଇନିଂ ଡିଭିଜନ)କୁ ଏକାଧିକ ସମ୍ମାନଜନକ ପୁରସ୍କାର ପ୍ରଦାନ କରିଛି । ନୂଆଗାଁ ଲୁହାପଥର ଖଣି ମନିଟରିଂ ଓ ପରିବେଶ ପରିଚାଳନାରେ କମ୍ପାନୀ ପ୍ରଥମ ସ୍ଥାନରେ ରହି ପୁରସ୍କାର…

DMET ନିର୍ଦ୍ଦେଶକ ଭାବେ ପ୍ରଫେସର ଡକ୍ଟର ସଚିଦାନନ୍ଦ ମହାନ୍ତିଙ୍କୁ ନିଯୁକ୍ତି

ଭୁବନେଶ୍ୱର: ପ୍ରଫେସର ଡକ୍ଟର ସଚିଦାନନ୍ଦ ମହାନ୍ତିଙ୍କୁ ଡିଏମଇଟି ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ଡେପୁଟେସନରେ ଥିବା ପ୍ରଫେସର ଡକ୍ଟର ମହାନ୍ତି ଏବେ ଭୁବନେଶ୍ୱର ଏମ୍ସର ସୁପରିଣ୍ଟେଣ୍ଡେଣ୍ଟ ଅଛନ୍ତି । ବିଜ୍ଞପ୍ତି…

ଭାଲେଣ୍ଟାଇନ୍ସ ଡ଼େ ପାଳିବାକୁ ୧୪ଶହ କିଲୋମିଟର ପଦଯାତ୍ରାରେ ବାହାରିଲେ ପ୍ରେମିକ

ଆଗକୁ ଆସୁଛି ଭାଲେଣ୍ଟାଇନ୍ସ ଡ଼େ । ଏହାକୁ ଧୁମ୍‌ଧାମ୍‌ରେ ପାଳିବା ପାଇଁ ପ୍ରେମୀଯୁଗଳ ପ୍ରସ୍ତୁତ ହେଲେଣି । କିଏ ଦାମି ଉପହାର ଦେବ ତ ଆଉ କିଏ କେଉଁଆଡ଼େ ବୁଲିବାକୁ ଯିବେ ପ୍ଲାନିଂ କରିସାରିଲେଣି । ଥାଇଲ୍ୟାଣ୍ଡର ଏମିତି ଜଣେ ଯୁବକ ଯିଏ ଏହି ଦିନ ନିଜ ପ୍ର୍ରେମିକାଙ୍କ ଆଗରେ ନିଜର ପ୍ରେମ ବ୍ୟକ୍ତ…