ରାହୁଲଙ୍କ ସଦସ୍ୟତା ରଦ୍ଦ ପରେ କଂଗ୍ରେସର ପ୍ରତିକ୍ରିୟା: ‘ଏ ରାଜେନୖତିକ ଓ ଆଇନଗତ ଲଢେଇ ଆମେ ଲଢିବୁ’
ନୂଆଦିଲ୍ଲୀ: ସୁରଟ କୋର୍ଟ ଗୁରୁବାର ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ସଜା ଶୁଣାଇବାର ୨୪ ଘଣ୍ଟା ପରେ ଲୋକସଭା ସଚିବାଳୟ ରାହୁଲ ଗାନ୍ଧୀଙ୍କ ସାଂସଦ ପଦକୁ ରଦ୍ଦ କରିଛି । ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ କଂଗ୍ରେସ ପକ୍ଷରୁ ଏହାକୁ କଡା ସମାଲୋଚନା କରାଯାଇଛି ।…