କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ; ଜିଲ୍ଲାବାସୀଙ୍କୁ ଦେଲେ ୪,୭୦୩ କୋଟିର ଭେଟି
କେନ୍ଦୁଝର: କେନ୍ଦୁଝରବାସୀଙ୍କୁ ୪,୭୦୩ କୋଟିର ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ଅନେକ ବିକାଶ ମୂଳକ କାମର ପ୍ରକଳ୍ପର ଶୁଭାରମ୍ଭ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଜିଲ୍ଲା ପାଇଁ ୪୭୦୩କୋଟି ମୂଲ୍ୟର ୨୫୯ଟି…