ଭାଷା ଭାଗବତ : ନବୀନ ସମସ୍ୟା
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଅନେକ ଭାଷାର ଶବଦ
ହେଲେ ହେଁ ସ୍ବଭାଷା ସଂପଦ
ବିଭିନ୍ନ ଅନ୍ୟ ଭାଷା ପ୍ରତି
ବଦଳୁନାହିଁ ଲୋକମତି
ରାଜ୍ୟରେ ବହୁବିଧ ଭାଷା
ଚଳିଲେ ସୁଦ୍ଧା ଆମ ଆଶା
କେବଳ ଏକମାତ୍ର ଭାଷା
ହୁଅଂତା ସଭିଂକ ଭରସା
ଏହି ସଂକୀର୍ଣ ଚିଂତାଧାରା
ପାଉନି…