ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୩)
କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଅବାକ୍ ହେଲା ମୀନକ୍ଷି । ଜୀବନରେ କୌଣସି ଇତର ପୁରୁଷର ଛାଇକୁ ବି ଯିଏ ସ୍ପର୍ଶ କରିନି, ଆଜି ହଠାତ୍ ସେ ଏତେ ପ୍ରଗଲ୍ଭ କିପରି, ଏବେ ଯାଇ ସେ ପ୍ରହେଳିକାର ପ୍ରକୃତ ମଞ୍ଜକୁ ଧରି ପାରିଲା । ନାରୀ ପୁରୁଷ ନିର୍ବିଶେଷରେ…