ଆମ୍ବୁଲାନ୍ସ ଆସିଲାନି, ଠେଲାରେ ବାପାକୁ ହସ୍ପିଟାଲ ନେଲା ପୁଅ
ଭୋପାଳ: ମଧ୍ୟପ୍ରଦେଶରେ ଜଣେ ରୋଗୀଣା ବାପାକୁ ପୁଅଟି ହାତଠେଲା ରିକ୍ସାରେ ଠେଲି ଠେଲି ହସ୍ପିଟାଲ ନେଉଛି। ଆମ୍ବୁଲାନ୍ସ ନମିଳିବାରୁ ଅସୁସ୍ଥ ବାପାକୁ ଡାକ୍ତରଙ୍କ ପାଖରେ ଚିକିତ୍ସା କରାଇବାକୁ ଯାଇ ଏପରି ବିକଳ୍ପ ବାଟ ତିଆରି କରିଛି ଛୋଟ ପିଲାଟି।
ମଧ୍ୟପ୍ରଦେଶର ସିଙ୍ଗରୋଲି ଜିଲ୍ଲାର ଏହି…