Latest Odisha News

BREAKING NEWS

ଆଉ ହେବନି ଶୋଏବଙ୍କ ବାୟୋପିକ, ଧମକ ଦେଲେ ଅଖତର

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତରଙ୍କ ବାୟୋପିକ ଏବେ ଥଣ୍ଡା ବକ୍ସକୁ ଚାଲିଯାଇଛି । ଶୋଏବ ଏହି ବାୟୋପିକରୁ ପଛକୁ ହଟିଯିବା ସହ ଫିଲ୍ମ ନିର୍ମାତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ସୋସିଆଲ ମିଡିଆରେ ଏ ସମ୍ପର୍କରେ ସେ ଉଲ୍ଲେଖ କରି ଲେଖିଛନ୍ତ ଦୀର୍ଘ ଦିନ ଧରି ଆଲୋଚନା…

୧୫ ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ

ସୁବର୍ଣ୍ଣପୁର: ବାଜୁଛି ବାଜା । ତାଳେ ତାଳେ ନାଚୁଛନ୍ତି ଲୋକେ । ଆଉ ସେମାନଙ୍କ ଭିତରେ ବେକରେ ଫୁଳମାଳ ପକାଇ ପ୍ରତ୍ୟେକ ଲୋକଙ୍କୁ ଜୁହାର କରି ଆଗକୁ ଚାଲିଛନ୍ତି ଜଣେ ଯୁବକ । ଏହା କୌଣସି ନିର୍ବାଚନୀ ପ୍ରଚାର ନୁହେଁ ବା ସେ ନେତା ନୁହଁନ୍ତି । ଦିର୍ଘ ୧୫ ବର୍ଷ ତଳେ ହଜିଯାଇଥିବା ପୁଅ ଘରକୁ…

ହକି ଷ୍ଟାର ପ୍ରବୋଧଙ୍କ ଘରୁ ଚୋରୀ, ପଦକ ବି ଲୁଟିନେଲେ

ଭୁବନେଶ୍ୱର: ଭାରତର ଷ୍ଟାର ହକି ଖେଳାଳି ପ୍ରବୋଧ ତିର୍କୀଙ୍କ ଘରୁ ଚୋରୀ ହୋଇଛି । ଭୁବନେଶ୍ୱରରେ ସେ ରହୁଥିବା ସରକାରୀ ବାସଭବନରେ ଏହି ଘଟଣା ଘଟିଛି । ପ୍ରବୋଧ ଏବଂ ତାଙ୍କ ପରିବାର ଲୋକ ଘରେ ନ ଥିବା ବେଳେ ଚୋରମାନେ ଘରେ ପଶି ଏହି କାଣ୍ଡ ରଚିଥିଲେ । ହକି ବିଶ୍ୱକପ ପାଇଁ ପ୍ରବୋଧ ଏବେ…

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘରେ ୧୩ ଘଣ୍ଟା ରେଡ୍‌

ନୂଆଦିଲ୍ଲୀ : ବଢିଲା ଜୋ ବାଇଡେନଙ୍କ ଅଡ଼ୁଆ । ଆମେରିକାର ଫେଡେରାଲ ବ୍ୟୁରୋ ଅଫ ଇନ୍‌ଭେଷ୍ଟିଗେସନ  ରାଷ୍ଟ୍ରପତି ଜୋ ବାଇଡେନଙ୍କ ୱିଲମିଙ୍ଗଟନରେ ଥିବା ବାସଭବନ ଚଢାଉ କରିଛନ୍ତି । ୧୩ ଘଣ୍ଟା ଖୋଜାଖୋଜି କରିବା ପରେ ୬ଟି ଗୋପନୀୟ ତଥ୍ୟ ପାଇଛନ୍ତି ।  ଜୋ ବାଇଡେନ କିଛି ହାତ ଲେଖା ନୋଟ୍‌…

ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ମିଳିବ ଟ୍ୱିଟର ବ୍ଲୁ ଟିକ୍

ନୂଆଦିଲ୍ଲୀ: ଟ୍ୱିଟର ବର୍ତ୍ତମାନ ଆଇଫୋନ୍ ପରେ ପରେ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ବ୍ଲୁ ସବସ୍କ୍ରିପସନ୍ ଘୋଷଣା କରିଛି । ବର୍ତ୍ତମାନ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ମଧ୍ୟ ବ୍ଲୁ ଟିକ୍ ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ ବୋଲି ବୁଧବାର ଦିନ କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ…

ବିନା ପାପୁଲି ଓ ପାଦରେ ବି କାର୍ଯ୍ୟ କରିବାକୁ ସକ୍ଷମ

କାକଟପୁର : “ମୁଁ କାହା ଉପରେ ବୋଝ ହେବାକୁ ଚାହେଁ ନାହିଁ। ଯଦି ପଶୁପକ୍ଷୀମାନେ ନିଜେ ଖାଦ୍ୟ ଯୋଗାଡ଼ କରିପାରୁଛନ୍ତି, ତେବେ ମଣିଷ ଜନ୍ମ ନେଇ ମୁଁ କାହିଁକି ଅନ୍ୟ ଉପରେ ନିର୍ଭର କରିବି” । ଏମିତି ଚିନ୍ତାଧାରା ରଖି ଆଗକୁ ବଢ଼ିଛନ୍ତି ଜଣେ ନିଆରା ମଣିଷ ଜଗନ୍ନାଥ ମହାନ୍ତି। ବିନା ପାପୁଲି ଓ…

ମହାପ୍ରଭୁଙ୍କୁ ଦର୍ଶନ କଲେ ଅନୁପମ ଖେର

ପୁରୀ : ଜଗାଦର୍ଶନ କରି ଭାବବିହ୍ଵଳ ହେଲେ ବଲିଉଡ ଅଭିନେତା ଅନୁପମ ଖେର । କହିଲେ ଫିଲ୍ମ ପାଇଁ ନୁହେଁ ବରଂ ମନର ଶାନ୍ତି ପାଇଁ ଦର୍ଶନ କରିଛି  । ନିକଟରେ ଶିବିଶାସ୍ତ୍ରୀ ବଲବଆ ଫିଲ୍ମ ରିଲିଜ ହେବାକୁ ଥିବାବେଳେ ଦେଖିବାକୁ ସମସ୍ତଙ୍କୁ କହିଛନ୍ତି । ଶ୍ରୀମନ୍ଦିରରୁ ଫେରି ମୁଖ୍ୟମନ୍ତ୍ରୀଙ୍କୁ…

ବ୍ରାଜିଲରେ ଦଙ୍ଗା : ସେନାମୁଖ୍ୟଙ୍କୁ ବହିଷ୍କାର କଲେ ରାଷ୍ଟ୍ରପତି ଲୁଲା

ନୂଆଦିଲ୍ଲୀ : ବ୍ରାଜିଲର ସେନାମୁଖ୍ୟ ହେଲେ ବହିଷ୍କାର। ସେନାମୁଖ୍ୟଙ୍କୁ ବହିଷ୍କାର କଲେ ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଦା ସିଲଭା । ଦୁଇ ସପ୍ତାହ ତଳେ ବ୍ରାଜିଲିଆରେ ଘଟିଥିବା ହିଂସା ଘଟଣାରେ ସେନାମୁଖ୍ୟ ଜୁଲିଓ ସେସାର ଆରୁଦ୍ଦାଙ୍କୁ ବହିଷ୍କାର କରିଛନ୍ତି ରାଷ୍ଟ୍ରପତି। ଆର୍ଜେଣ୍ଟିନା…

ଚକା ଆଖିର ବ୍ୟାପ୍ତ ଗଭୀରତା ମତେ ସାହିତ୍ୟ ମନସ୍କ କରିଛି : ଜାନକୀ ବଲ୍ଲଭ ମହାପାତ୍ର

ସମକାଳୀନ ଓଡିଆ କଥା ସାହିତ୍ୟ ଜଗତରେ ଗାଳ୍ପିକ ଜାନକୀ ବଲ୍ଲଭ ମହାପାତ୍ର ଜଣେ ସଫଳ ରୂପକାର। କାହାଣୀ ଓ ପରିକଳ୍ପନା ଓ ଚରିତ୍ରାୟନର ଚମତ୍କାରିତା ତାଙ୍କ ଗଳ୍ପର ନିଆରାପଣ। ତାଙ୍କ ଗଳ୍ପଗୁଡ଼ିକର ପାଠକୀୟ ଆବେଦନ ଅନନ୍ୟ। ଓଡ଼ିଆ ଗଳ୍ପରେ ଜୀବନ ଓ ସମ୍ପର୍କର ବିପର୍ଯ୍ୟୟକୁ ନେଇ ଅନେକ ଗପ…

କନ୍ୟାବେଶରେ ମହାକାଶଚାରୀ, ଭାଇରାଲ ହେଉଛି ଫଟୋ

ଆଜିକାଲି ଫଟୋଗୁଡିକୁ ମାନୁଆଲ ପରିବର୍ତ୍ତେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ମାଧ୍ୟମରେ ତିଆରି କରାଯାଉଛି । ଏହି  ପୋଷ୍ଟ ଗୁଡିକ ଇଣ୍ଟରନେଟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ନିକଟରେ ସୋସିଆଲ ମିଡିଆରେ  ଏକ ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି । ଜଣେ ମହିଳା ମହାକାଶଚାରୀଙ୍କୁ…